Browsing Category

ଦେଶ ବିଦେଶ

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ

• ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ପିଏମ ସ୍ବନିଧି ଯୋଜନାର ପ୍ରଗତି ଓ ପ୍ରଦର୍ଶନ ସମୀକ୍ଷା ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କେ କରାଡ଼ଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ବର ଠାରେ ଅର୍ଥ ମନ୍ତ୍ରଣାଳୟର ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ବିଶ୍ୱ ହସ୍ତୀ ଦିବସ ୨୦୨୩ ଉପଲକ୍ଷେ ପ୍ରେସ୍ ବିଜ୍ଞପ୍ତି

ସବୁଠାରୁ ଅଧିକ ସଂଖ୍ୟକ ଏସୀୟ ବଣୁଆ ହାତୀ ଥିବା ଭାରତ ଜୀବଜନ୍ତୁଙ୍କ ଦୀର୍ଘମିଆଦୀ ସଂରକ୍ଷଣର ମୁଖ୍ୟ ଆଶ୍ରୟସ୍ଥଳ : ଭୂପେନ୍ଦ୍ର ଯାଦବସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ସଂରକ୍ଷଣ ନୂତନ ଶିଖର ଛୁଇଁ ପାରିବ ବୋଲି ଶ୍ରୀ ଯାଦବ କହିଛନ୍ତି ଦିଲ୍ଲୀ, (ପିଆଇବି) : ଜୈବ ବିବିଧତା
Read More...

ଜି-୨୦ ଦୁର୍ନୀତି ନିରୋଧୀ ମନ୍ତ୍ରୀସ୍ତରୀୟ ବୈଠକରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

"ଲୋଭ ସତ୍ୟକୁ ଅନୁଭବ କରିବାରେ ବାଧକ ସାଜିଥାଏ""ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାର କଠୋର ନୀତି ଭାରତର ରହିଛି"-ଦୁର୍ନୀତିର ମୁକାବିଲା କରିବା ଜନସାଧାରଣଙ୍କ ପ୍ରତି ସରକାରଙ୍କ କର୍ତ୍ତବ୍ୟ ଅଟେ"ଠିକ୍ ସମୟରେ ସମ୍ପତ୍ତି ଠାବ ଏବଂ ଅପରାଧରୁ ଆସୁଥିବା ଆୟକୁ ଚିହ୍ନଟ କରିବା ମଧ୍ୟ ସମାନ ଭାବରେ
Read More...

ଉପକୂଳ ଜଳଚାଷ ପ୍ରାଧିକରଣ (ସଂଶୋଧନ) ବିଧେୟକ, ୨୦୨୩ ସଂସଦର ଉଭୟ ସଦନରେ ଅନୁମୋଦନ

• ସିଆରଜେଡ୍ ବିଜ୍ଞପ୍ତି ଅଧୀନରେ ଉପକୂଳ ଜଳଚାଷ ଏବଂ ଏହା ସହିତ ଜଡିତ କାର୍ଯ୍ୟକଳାପ ସିଆରଜେଡ୍ ମଧ୍ୟରେ ଅନୁମତିପ୍ରାପ୍ତ କାର୍ଯ୍ୟକଳାପ ବୋଲି ଦୋହରାଇଲେ ସରକାର• ସଂଶୋଧିତ ଆଇନ ଲକ୍ଷ ଲକ୍ଷ କ୍ଷୁଦ୍ର ନାମମାତ୍ର ମତ୍ସ୍ୟଚାଷୀଙ୍କୁ ଏକାଧିକ ଏଜେନ୍ସିଠାରୁ ସିଆରଜେଡ୍ ମଞ୍ଜୁରି ପାଇବାର ସମ୍ଭାବ୍ୟ
Read More...

ଦେଶବ୍ୟାପୀ ଆରମ୍ଭ ହେବ ମେରୀ ମାଟି ମେରା ଦେଶ ଅଭିଯାନ

ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଜନ-ଭାଗିଦାରୀ କାର୍ଯ୍ୟକ୍ରମ ଗାଁରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବଗ୍ରାମ ପଞ୍ଚାୟତରେ ସ୍ମାରକୀ ଫଳକ ସ୍ଥାପନ କରାଯିବଅମୃତ ବାଟିକା ସୃଷ୍ଟି ପାଇଁ ଅମୃତ କଳଶ ଯାତ୍ରା ସକାଶେ ଦେଶର କୋଣ ଅନୁକୋଣରୁ
Read More...

ଜିସାଟ୍-୨୪ ସଫଳତାର ସହ କାର୍ଯ୍ୟକ୍ଷମ ହେବା ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ପଦକ୍ଷେପ : ସୂଚନା ଓ ପ୍ରସାରଣ ସଚିବ…

• ଚାହିଦା ଆଧାରିତ ଅଭିଯାନ ବର୍ଗରେ ଭାରତର ସଫଳ ପ୍ରବେଶକୁ ଆରମ୍ଭ କରିଛି ଜିସାଟ୍ -୨୪: ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ• ଏନଏସଆଇଏଲ ମହାକାଶ କ୍ଷେତ୍ରରେ ସଂସ୍କାର ପରେ ପ୍ରଥମ ଚାହିଦା ପରିଚାଳିତ ଯୋଗାଯୋଗ ଉପଗ୍ରହ ଅଭିଯାନ ଜିସାଟ୍-୨୪• ଜିସାଟ୍-୨୪କୁ କାର୍ଯ୍ୟକ୍ଷମ କରିବା ଲାଗି ନ୍ୟୁସ୍ପେସ୍
Read More...

ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ଭାରତୀୟ ବସ୍ତ୍ର ଏବଂ ଶିଳ୍ପ କୋଷ – କପଡା ଏବଂ ଶିଳ୍ପର ଏକ ଭଣ୍ଡାର ପୋର୍ଟାଲର ଶୁଭାରମ୍ଭ କରିଛନ୍ତି“ଦେଶରେ ଏକ ନୂତନ ସ୍ବଦେଶୀ ବସ୍ତ୍ର ବିପ୍ଳବ ଆରମ୍ଭ ହୋଇଛି”“ଭୋକାଲ ଫର୍ ଲୋକାଲର ଉତ୍ସାହ ସହିତ ସ୍ଥାନୀୟ ନାଗରିକମାନେ ସହୃଦୟତାର ସହ ସ୍ୱଦେଶୀ ଦ୍ରବ୍ୟ କିଣୁଛନ୍ତି ଏବଂ ଏହା ଏକ ଜନ
Read More...

ପରିଚାଳନାରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସିପିଏସ୍ଇ ଦ୍ୱାରା ବଡ଼ ଧରଣର ବିବିଧକରଣକୁ ପ୍ରୋତ୍ସାହିତ କରୁଛି କୋଇଲା…

ଏନଏଲ୍ସିଆଇଏଲ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ପ୍ରତିଷ୍ଠା କରିବଘାଟମପୁର ତାପଜ ବିଦ୍ୟୁତ୍ କେନ୍ଦ୍ର ଉତ୍ତରପ୍ରଦେଶକୁ ୧୪୭୮.୨୮ ମେଗାୱାଟ ଏବଂ ଆସାମକୁ ୪୯୨.୭୨ ମେଗାୱାଟ ବିଜୁଳି ଯୋଗାଇବ ବୋଲି ଆଶା କରାଯାଉଛିଏନଏଲସିଆଇଏଲ୍ର ଓଡିଶା ସ୍ଥିତ ତଲାବିରା ପ୍ଲାଣ୍ଟ ତାମିଲନାଡୁକୁ ୧୪୫୦ ମେଗାୱାଟ,
Read More...

ସମଗ୍ର ଦେଶର ୫୦୮ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

“ନୂତନ ଶକ୍ତି, ପ୍ରେରଣା ଏବଂ ସଂକଳ୍ପକୁ ଦୃଷ୍ଟିରେ ରଖି ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି”“ଆଜି ସମଗ୍ର ବିଶ୍ୱର ନଜର ଭାରତ ଉପରେ ରହିଛି । ଭାରତ ପ୍ରତି ବିଶ୍ୱର ମନୋଭାବ ବଦଳିଛି”“ଏତେ ସଂଖ୍ୟକ ଷ୍ଟେସନର ଆଧୁନିକୀକରଣ ଦେଶରେ ବିକାଶ ପାଇଁ ଏକ ନୂତନ ବାତାବରଣ ସୃଷ୍ଟି କରିବ”“ଏହି ଅମୃତ ରେଳ
Read More...

ଏନକାଉଣ୍ଟରେ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀର ରଜୌରୀ ଜିଲ୍ଲାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ଏହି ଗୁଳିମାଡ଼ରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଗତକାଲି ଆତଙ୍କୀ ଗୁଳିରେ ୩ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।
Read More...