Browsing Category

ଦେଶ ବିଦେଶ

ଭାରତ ଯୋଡୋ ଯାତ୍ରା ଶୀଘ୍ର ରାଜସ୍ଥାନରେ ପ୍ରବେଶ କରିବ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସମଗ୍ର ଦେଶର ରାଜନୈତିକ ଦୁନିଆରେ ଆଲୋଚନା ହୋଇଛି । ଏହି ଗସ୍ତକୁ ନେଇ ବିରୋଧୀ ଦଳର ନେତାମାନେ ଲଗାତାର ଆକ୍ରମଣ କରୁଛନ୍ତି । ବେଳେବେଳେ ବିଭିନ୍ନ ସ୍ଲୋଗାନ ନେଇ ଏବଂ ବେଳେବେଳେ ଏହି ଯାତ୍ରାରେ ମେଘା ପାଟକରଙ୍କ ପରି ବ୍ୟକ୍ତିତ୍ୱଙ୍କ
Read More...

ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ : ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଶନିବାର ଦେହାନ୍ତ ହୋଇଛି । ୭୭ ବର୍ଷୀୟ ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ
Read More...

ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା

ନୂଆଦିଲ୍ଲୀ : ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ନିଜେ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି । ଆଥଲେଟ୍ସ କମିଶନଙ୍କ ଦ୍ୱାରା ମନୋନୀତ ହୋଇଥିବା ୮ ଜଣ ଖେଳାଳିଙ୍କ ମଧ୍ୟରେ ଉଷା ଥିଲେ । ଭାରତୀୟ
Read More...

କକ୍ଷପଥରେ ଓସନସାଟ୍‌-୩

ଚେନ୍ନାଇ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ ଓସନସାଟ୍‌-୩ ସମେତ ଅନ୍ୟ ୮ଟି ଉପଗ୍ରହକୁ ସଫଳତାର ସହ ଦୁଇଟି କକ୍ଷପଥରେ ଅବସ୍ଥାପିତ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱାନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍‌ପ୍ୟାଡ୍‌ରୁ
Read More...

ଡିସେମ୍ବର ୧୭ରେ ଜିଏସ୍‌ଟି କାଉନସିଲର ୪୮ତମ ବୈଠକ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ : ଚଳିତ ବର୍ଷ ଡିସେମ୍ବର ୧୭ରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) କାଉନସିଲର ୪୮ତମ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏପରିକି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଭିଡିଓ କନ୍‌ଫରେନ୍ସରେ ହେବ ବୋଲି ଜଣାପଡିଛି । ଉକ୍ତ
Read More...

ଭେଟେରାନ କଳାକାର ବିକ୍ରମ ଗୋଖଲେଙ୍କ ପରଲୋକ

ପୁଣେ : ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଗତ ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ
Read More...

ଆଫଗାନିସ୍ତାନରେ ଭୂକମ୍ପ ଅନୁଭୂତ

କାବୁଲ : ଆଫଗାନିସ୍ତାନର ଫାୟାଜବାଦରେ ଆଜି ୪.୫୪ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଛି । ସେହିପରି ଆକ୍ଷାଂଶ ୩୬.୪୬ ହୋଇଥିବା ବେଳେ ଦ୍ରାଘିମା ୭୧.୪୨ ରହିଛି । ତେବେ ଏହି ଭୂକମ୍ପ ଫଳରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।
Read More...

ଇସ୍ରୋ ଦ୍ୱାରା ଆଜି ଲଞ୍ଚ ହେବ ପିଏସ୍‌ଏଲ୍‌ଭି-ସି୫୪ ରକେଟ୍

ଚେନ୍ନାଇ : ଆଜି ଇସ୍ରୋ ଲଞ୍ଚ କରିବ ପିଏସ୍‌ଏଲ୍‌ଭି-ସି୫୪ ରକେଟ୍ । ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ୱନ ସ୍ପେସ ସେଣ୍ଟରରୁ ଲଞ୍ଚ୍ ହେବ । ଓସିଏନସାଟ୍-୩ ଓ ୮ ନାନୋ ସାଟେଲାଇଟ୍ ଏହି ରକେଟରେ ଉତ୍‌କ୍ଷେପଣ ହେବ । ସାଢେ୧୦ଟାରୁ ଆରମ୍ଭ ହେବ ଉତ୍‌କ୍ଷେପଣ ପ୍ରକ୍ରିୟା । ନାନୋ ସାଟେଲାଇଟ୍ ମଧ୍ୟରୁ
Read More...

ସୀମାରେ ସଂଗ୍ରାମ : ମୁମ୍ବାଇରେ କର୍ଣ୍ଣାଟକ ସିଏମ୍ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌

ମୁମ୍ବାଇ : ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ସୀମା ବିବାଦ ପ୍ରସଙ୍ଗ ଆହୁରି ଗଭୀର ହେବାରେ ଲାଗିଛି । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମା ବିବାଦକୁ ନେଇ ଚର୍ଚ୍ଚା ମଧ୍ୟରେ ମୁମ୍ବାଇର ଏକ ବସ୍‌ ଷ୍ଟାଣ୍ଡରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ପୋଷ୍ଟରରେ କଳା ଇଙ୍କ୍‌ ଲଗାଯାଇଛି
Read More...

ଲଛିତ ବରଫୁକନଙ୍କ ୪ଠଠତମ ଜୟନ୍ତୀର ବର୍ଷବ୍ୟାପୀ ଉଦଯାପନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

‘ମୋଗଲଙ୍କୁ ପ୍ରତିରୋଧ କରିଥିବା ଆସାମର ବୀର ଲଛିତ ବରଫୁକନ’ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ“ଲଛିତ ବରଫୁକନଙ୍କ ଜୀବନ ଆମକୁ ରାଷ୍ଟ୍ର ପ୍ରଥମ ମନ୍ତ୍ରରେ ଅନୁପ୍ରାଣିତ କରିଛି”“ଲଛିତ ବରଫୁକନଙ୍କ ଜୀବନ ଆମକୁ ଶିକ୍ଷା ଦିଏ ଯେ ପ୍ରିୟାପ୍ରୀତି ଓ ବଂଶବାଦ ପରିବର୍ତ୍ତେ ଦେଶ
Read More...