Browsing Category

ଦେଶ ବିଦେଶ

ମଣିପୁରର ନୋନିରେ ଭୂକମ୍ପ

ନୋନି : ମଣିପୁରର ନୋନିରେ ମଙ୍ଗଳବାର ଭୋର ସମୟରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି(ଏନ୍‌ସିଏସ୍‌) ଅନୁଯାୟୀ, ଭୂକମ୍ପର ଝଟକା ପ୍ରାୟ ୨ଟା ୪୬ ମିନିଟରେ ଅନୁଭୁତ ହୋଇଥିଲା । ଏହା ଭୂପୃଷ୍ଠରୁ ୨୫ କିଲୋମିଟର ଗଭୀରତାରେ ଥିଲା । ସିକ୍ଟର ସ୍କେଲରେ ଏହାର ତୀବ୍ରତା
Read More...

ହୁଗୁଳି ନଦୀରେ ବୁଡ଼ିଲା ବାଂଲାଦେଶ ମାଲବାହୀ ଜାହାଜ

କୋଲକାତା : ଫ୍ଲାଏ ଆଶ୍‌ ନେଇ ସ୍ୱଦେଶ ଫେରୁଥିବା ବାଂଲାଦେଶର ମାଲ ପରିବହନକାରୀ ଜାହାଜ ଅନ୍ୟ ଏକ ଜାହାଜ ସହିତ ମୁହାଁମୁହିଁ ହେବା ପରେ ହୁଗୁଳି ନଦୀରେ ବୁଡ଼ି ଯାଇଛି । ଶନିବାର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଜଣେ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । କୋଲକାତା ଠାରୁ ପ୍ରାୟ ୬୦
Read More...

ଥରିଲା ଆଫଗାନିସ୍ତାନ

ଆଫଗାନିସ୍ତାନ : ଆଫଗାନିସ୍ତାନର ଫୈଜାବାଦରେ ଭୂକମ୍ପ ଅନୁଭୁତ ହୋଇଛି । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(ଏନସିଏସ) ଅନୁଯାୟୀ, ରବିବାର ଭୋର ପ୍ରାୟ ୨ଟା ୧୫ରେ ଆଫଗାନିସ୍ତାନର ଫୈଜାବାଦରୁ ୨୭୩ କିଲୋମିଟର ପୂର୍ବରେ ୪.୩ ତୀବ୍ରତାର ଏକ ଭୂକମ୍ପ ହୋଇଛି । ଏନ୍‌ସିଏସ ଟୁଇଟ କରିଛି ଯେ,
Read More...

ମହାରାଷ୍ଟ୍ର ସୁଗାର ମିଲରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ : ମହାରାଷ୍ଟ୍ରର ଅହମଦନଗରରେ ଏକ ସୁଗାର ମିଲରେ ଶନିବାର ବଏଲର ଫାଟି ଯିବାରୁ ଏକ ବଡ ଦୁର୍ଘଟଣା ଘଟିଛି । କୁହାଯାଉଛି ଯେ, ନିଆଁ ଲାଗିବାରୁ ୪ଟି ଟାଙ୍କି ଫାଟି ଯାଇଛି । ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଘଟଣା ଘଟିଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରି ନଥିଲା
Read More...

ପପୁଆ ନ୍ୟୁ ଗିନିରେ ଭୂକମ୍ପ ଅନୁଭୂତ

ପୋର୍ଟ ମୋରେସ୍ୱି : ପପୁଆ ନ୍ୟୁ ଗିନିର ବ୍ରିଟେନ ଅଞ୍ଚଳରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୫ । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଏହି ସୂଚନା ଦେଇଛି । ୟୁଏସଜିଏସର ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ର ୬୫ କିଲୋମିଟର ଗଭିରତାରେ ଥିଲା
Read More...

ଆମେରିକାର ନେବାଦାରେ ମେଡିକାଲ ଫ୍ଲାଇଟ କ୍ରାସ

ରେନୋ : ଆମେରିକାର ନେବାଦାରେ ଥିବା ଏକ ପାହାଡିଆ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାରେ ରୋଗୀ ସମେତ ଏକ ମେଡିକାଲ ଟ୍ରାନ୍ସପୋର୍ଟ ଫ୍ଲାଇଟରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଲୌନ କାଉଂଟି ଶେରିଫର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅଧିକାରୀଙ୍କ ଷ୍ଟେଜକୋଚ, ନେବାଦା
Read More...

ଜାପାନରେ ଭୂମିକମ୍ପ

ନୂଆଦିଲ୍ଲୀ : ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମିମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିଲା । ୟୁନାଇଟେଡ୍ ଷ୍ଟେଟ୍‌ସ ଜିଓଲୋଜିକାଲ ସର୍ଭେ ଦ୍ୱାରା ଏହାକୁ ନିଶ୍ଚିତ କରାଯାଇଛି । ୟୁନାଇଟେଡ୍ ଷ୍ଟେଟ୍‌ସ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଶନିବାର ରାତିରେ ଉତ୍ତର
Read More...

ବଲୁଚିସ୍ତାନରେ ବିସ୍ଫୋରଣ : ୨ ମୃତ, ୨ ଆହତ

ଇସଲାମାବାଦ : ବଲୁଚିସ୍ତାନର ଖଉଜଦାର ଜିଲ୍ଲାରେ ଶନିବାର ହୋଇଥିବା ବିସ୍ଫୋରଣରେ ୨ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଏହାସହ ଏହି ବିସ୍ଫୋରଣରେ ୨ ଅନ୍ୟ ପୋଲିସ କର୍ମୀ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖୁଜଦାରର ପୋଲିସ ଅଧିକ୍ଷକ (ଏସ୍‌ପି) ଫହଦ ଖାଁ ଖୋସୋଙ୍କ
Read More...

ଆତଙ୍କୀ ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିଲେ ୨ ଭାରତୀୟ ଯୁବକ : ଗିରଫ କଲା ଦିଲ୍ଲୀ ପୋଲିସ୍

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ୨ ଜଣ କଟ୍ଟରପନ୍ଥି ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ଅନୁସାରେ ଆତଙ୍କି ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିବା ୨ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଜଣେ ଦକ୍ଷିଣ ଭାରତର କାଲିଆକୁଲ୍ଲା (ତାମିଲନାଡୁ)ର ହୋଇଥିବା ବେଳେ ଅନ୍ୟ
Read More...

୩ ଗାଡ଼ି ଧକ୍କା : ୧୩ ମୃତ, ୨୦ ଆହତ

ଇସଲାମାବାଦ : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି । ଶନିବାର ଉଦ୍ଧାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରେ ରହୀମ ୟାର
Read More...