Browsing Category

ଦେଶ ବିଦେଶ

କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ନେତୃତ୍ୱରେ ରାଉରକେଲା ଠାରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଯୋଗ ଶକ୍ତିକୁ ଆପଣାନ୍ତୁ : ଜୁଏଲ ଓରାମ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ନେତୃତ୍ୱରେ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ 'ଯୋଗ ଫର୍‌ ସେଲ୍ଫ ଆଣ୍ଡ
Read More...

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ନଳଆଦିଲ୍ଲୀ , (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ନୂଆଦିଲ୍ଲୀର ଲୋଧି ଗାର୍ଡେନ ଠାରେ 'ସ୍ୱୟଂ ଏବଂ ସମାଜ ପାଇଁ ଯୋଗ’ ଶୀର୍ଷକ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇୱାଇଡି) ପାଳିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଯୋଗ ଅଧିବେଶନରେ ଅଂଶଗ୍ରହଣ
Read More...

ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

'ସମଗ୍ର ବିଶ୍ୱରେ ଯୋଗ ଅଭ୍ୟାସ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି'ଆଜି ଜମ୍ମୁ-କଶ୍ମୀରରେ ଯୋଗର ବାତାବରଣ, ଶକ୍ତି ଏବଂ ଅନୁଭୂତି ଅନୁଭବ କରାଯାଇପାରିବ'ଆଜି ବିଶ୍ୱ ଏକ ନୂତନ ଯୋଗ ଅର୍ଥନୀତି ଉଭା ହେଉଥିବା ଦେଖୁଛି''ବିଶ୍ୱ ଯୋଗକୁ ବିଶ୍ୱ କଲ୍ୟାଣର ଏକ ଶକ୍ତିଶାଳୀ ଏଜେଣ୍ଟ ଭାବରେ
Read More...

ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ, ୨୦୨୪ ଅବସରରେ ଡାଲ ହ୍ରଦଠାରେ ଯୋଗ ଅଭ୍ୟାସକାରୀଙ୍କୁ ସମ୍ବୋଧିତ…

‘ଜମ୍ମୁ-କଶ୍ମୀରବାସୀ ଯୋଗ ପ୍ରତି ଯେଉଁ ଉତ୍ସାହ ଓ ପ୍ରତିବଦ୍ଧତା ଦେଖାଇଛନ୍ତି, ତାହା ଜୀବନ୍ତ ହୋଇ ରହିବ’'ଯୋଗ ସ୍ୱାଭାବିକ ଭାବରେ ଜୀବନର ଏକ ସହଜ ଅଂଶ ହେବା ଉଚିତ''ଧ୍ୟାନ ଆତ୍ମ-ଉନ୍ନତି ପାଇଁ ଏକ ଉତ୍ତମ ଉପକରଣ''ଯୋଗ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ, ପ୍ରଯୁଜ୍ୟ ଓ ଶକ୍ତିଶାଳୀ'
Read More...

ପାପୁଆ ନ୍ୟୁ ଗିନି ଭୂସ୍ଖଳନର ମୃତ୍ୟୁସଂଖ୍ୟା ୨୦୦୦ ଟପିଲା

ସିଡନି : ୩ ଦିନ ତଳେ ପାପୁଆ ନ୍ୟୁ ଗିନିରେ ଏକ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଏହି ଭୟଙ୍କର ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ପ୍ରଥମ ଦିନ ମୃତ୍ୟୁସଂଖ୍ୟା ୬୦୦ ଥିବାବେଳେ ଏବେ ତାହା ୨ ହଜାରକୁ ବୃଦ୍ଧି ପାଇଥିବା ସୂଚନା ରହିଛି । ପ୍ରତିକୂଳ ପାଗ ଓ ବିପଜ୍ଜନକ ଅଞ୍ଚଳ ଯୋଗୁଁ
Read More...

ଆଫଗାନିସ୍ତାନରେ ପ୍ରଳୟଙ୍କରୀ ବନ୍ୟା

କାବୁଲ : ଆଫଗାନିସ୍ତାନରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଦ୍ୱାରା ଦେଶର ଉତ୍ତର ଭାଗ ଅଧିକ ପ୍ରଭାବିତ ହୋଇଛି । ଗୋଟିଏ ଦିନରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ମିଳିତ ଜାତିସଂଘ ଶନିବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି । ମିଳିତ ଜାତିସଂଘର ଅନ୍ତର୍ଜାତୀୟ ସଂଗଠନ
Read More...

୪୦ ଫୁଟ ଗଭୀର ବୋରୱେଲ୍‌ରେ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀର କେଶୋପୁର ମଣ୍ଡି ନିକଟରେ ଥିବା ସ୍ଥାନୀୟ ଜଳବୋର୍ଡର ଏକ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିି ରବିବାର ଜଣେ ଯୁବକ(୩୦)ଙ୍କର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ(ଏନ୍‌ଡିଆର୍‌ଏଫ୍‌) ଦ୍ୱାରା ଉକ୍ତ ଯୁବକଙ୍କ ମୃତଦେହକୁ ଜବତ କରାଯାଇଛି । ଶନିବାର
Read More...

୨୦୨୪ ଓସ୍କାର ପୁରସ୍କାର ଘୋଷଣା : କ୍ରିଷ୍ଟୋଫର ଶ୍ରେଷ୍ଠ ନିର୍ଦ୍ଦେଶକ

ୱାଶିଂଟନ : ପ୍ରତ୍ୟେକ ଷ୍ଟାର୍‌ ଓସ୍କାର ଜିତିବାର ସ୍ୱପ୍ନ ଦେଖନ୍ତି । ଏକାଡେମୀ ପୁରସ୍କାର ଦୁନିଆର ସବୁଠାରୁ ଲୋକପ୍ରିୟ ପୁରସ୍କାର ସମାରୋହ ମଧ୍ୟରୁ ଅନ୍ୟତମ । ୧୦ ମାର୍ଚ୍ଚ ୨୦୨୪ରେ ଲସ୍‌ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ମାର୍ଚ୍ଚ ୧୧ରେ ଓଟିଟି
Read More...

ଅରୁଣାଚଳ ପ୍ରଦେଶରେ ମୋଦୀ ଉଦ୍‌ଘାଟନ କଲେ ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗ ‘ସେଲା ଟନେଲ’

ଇଟାନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶର ଇଟାନଗରରେ ବିଶ୍ୱର ସବୁଠାରୁ ଲମ୍ବା ଟନେଲ ‘ସେଲା ଟନେଲ’ର ଉଦ୍‌ଘାଟନ କରିଛନ୍ତି । ସମୁଦ୍ର ପତନରୁ ୧୩୦୦୦ ଫୁଟ ଉଚ୍ଚତାରେ ନିର୍ମିତ ସେଲା ଟନେଲ ହେଉଛି ବିଶ୍ୱର ସବୁଠାରୁ ଲମ୍ବା ଟନେଲ । ପାଖାପାଖି ୮୨୫ କୋଟି ଟଙ୍କା ବ୍ୟୟରେ
Read More...

କେନ୍ଦ୍ର କ୍ୟାବିନେଟ ମଞ୍ଜୁରି : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଉପଭୋକ୍ତାଙ୍କୁ ୩୦୦ ଟଙ୍କାର ସବସିଡି ସୁବିଧା ଜାରି…

୧୦.୨୭ କୋଟି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ମିଳିବ୨୦୨୪-୨୫ରେ ମୋଟ ଖର୍ଚ୍ଚ ହେବ ୧୨,୦୦୦ କୋଟି ଟଙ୍କା ନୂଆଦିଲ୍ଲୀ, (ପିଆଇବି) : ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୁୱାଇ)ର
Read More...