Browsing Category
ଦେଶ ବିଦେଶ
ଜାନୁଆରୀ ୧୮ରେ ସ୍ୱାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ୬୫
ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ…
ଟାର୍ଗେଟ୍ ରହିଥିବା ୯୨% ଗ୍ରାମରେ ଡ୍ରୋନ୍ ସର୍ଭେ ଶେଷ ହୋଇଛିପ୍ରାୟ ୨.୨୫ କୋଟି ସମ୍ପତ୍ତି କାର୍ଡ ପ୍ରସ୍ତୁତ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୮ ତାରିଖ ଅପରାହ୍ନ ପ୍ରାୟ ୧୨.୩୦ରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୩୦ରୁ ଅଧିକ!-->!-->!-->…
Read More...
Read More...
୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚମତ୍କାର ଆରମ୍ଭ :
ପ୍ରଥମ ୧୫ ଦିନରେ ହିଁ ସ୍ୱପ୍ନ ବାସ୍ତବ ହେବା ଆରମ୍ଭ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ ପରିବର୍ତ୍ତନକାରୀ ପଦକ୍ଷେପ ସହ ୨୦୨୫ର ଅୟମାରମ୍ଭ କରିଛନ୍ତି, ଯାହାକି ଏକ ପ୍ରଗତିଶୀଳ, ଆତ୍ମନିର୍ଭରଶୀଳ ଓ ଏକତ୍ରିତ ଭାରତ ପାଇଁ ତାଙ୍କର ଦୂରଦୃଷ୍ଟିକୁ ଜାହିର କରୁଛି । ଭିତ୍ତିଭୂମି ବିକାଶ ଓ ବୈଜ୍ଞାନିକ ଗବେଷଣା ଠାରୁ!-->…
Read More...
Read More...
ଗୁଜରାଟର ବଡନଗରଠାରେ ଅତ୍ୟାଧୁନିକ ପ୍ରତ୍ନତାତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟ, ପ୍ରେରଣା କମ୍ପ୍ଲେକ୍ସ ଏବଂ ବଡ଼ନଗର…
ବଡନଗରରେ ଜନ୍ମଗ୍ରହଣ କରିଥିବା ଜଣେ ସାଧାରଣ ବାଳକଠାରୁ ଆରମ୍ଭ କରି ବିଶ୍ୱସ୍ତରୀୟ ନେତା ହେବା ପର୍ଯ୍ୟନ୍ତ ମୋଦୀଜୀଙ୍କ ଯାତ୍ରା ଭବିଷ୍ୟତରେ ଦେଶ ତଥା ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନର ବିଷୟ ପାଲଟିବଆଜି ସାରା ବିଶ୍ୱ ମୋଦୀଙ୍କ ପଦାଙ୍କ ଅନୁସରଣ କରୁଛି, ସେ ସମ୍ମୁଖୀନ ହୋଇଥିବା!-->…
Read More...
Read More...
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଠାରେ ଇସ୍ରୋର ତୃତୀୟ ଲଞ୍ଚ ପ୍ୟାଡ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ତୃତୀୟ ଲଞ୍ଚ ପ୍ୟାଡ (ଟିଏଲ୍ପି) ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।!-->…
Read More...
Read More...
ବିଗତ ୯ ବର୍ଷରେ ଷ୍ଟାର୍ଟଅପ୍ ଇଣ୍ଡିଆର ପରିବର୍ତ୍ତନକାରୀ ଯୋଜନା ଅଗଣିତ ଯୁବବର୍ଗଙ୍କୁ ସଶକ୍ତ କରିଛି ଓ ସେମାନଙ୍କ ଅଭିନବ…
ଷ୍ଟାର୍ଟଅପ୍ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର କୌଣସି ସୁଯୋଗ ହାତଛଡ଼ା କରି ନାହାନ୍ତି : ପ୍ରଧାନମନ୍ତ୍ରୀଷ୍ଟାର୍ଟଅପ୍ ଇଣ୍ଡିଆର ଏହି ସଫଳତା ଦର୍ଶାଉଛି ଯେ ଆଜିର ଭାରତ ଗତିଶୀଳ, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,!-->!-->!-->…
Read More...
Read More...
ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହେଲା ଭାରତ
ନୂଆଦିଲ୍ଲୀ, (ପିଆଇବି) : ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସ୍ୱରୂପ ଭାରତ ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହୋଇଛି । ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟି!-->…
Read More...
Read More...
ଆଇଆଇଟି ଭୁବନେଶ୍ୱରରେ ଦ୍ଵିତୀୟ ସିଏସ୍ଆର୍ କନକ୍ଲେଭରେ ନିରନ୍ତର ବିକାଶ ପାଇଁ ପ୍ରଯୁକ୍ତି, ନବସୃଜନ ଏବଂ ସର୍କୁଲାର୍…
ଭୁବନେଶ୍ୱର, (ପିଆଇବି) : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ସିଏସ୍ଆର୍ ସେଲ୍ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗୀ ପାର୍କର ସହଯୋଗରେ ଆୟୋଜିତ ଦ୍ୱିତୀୟ ସିଏସ୍ଆର କନକ୍ଲେଭରେ ୧୦ ଜାନୁଆରୀ ୨୦୨୫ରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ମିଳିତ ଆଭିମୁଖ୍ୟ!-->…
Read More...
Read More...
ଏସୀୟ କପ୍ କାନୋ ପ୍ରତିଯୋଗିତା, ହଂକଂ ୨୦୨୪-୨୫ରେ SAI NCOE ଜଗତପୁର ଆଥଲେଟମାନେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : କୋଲକାତା ଆଞ୍ଚଳିକ କେନ୍ଦ୍ର ଅଧୀନରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଜାତୀୟ ଉତ୍କର୍ଷ କେନ୍ଦ୍ର (NCOE) ଜଗତପୁରରୁ ଦୁଇଜଣ କାୟାକିଂ ଏବଂ କାନୋଇଂ ଆଥଲେଟ୍ ସୁଶ୍ରୀ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ ଏବଂ ଶ୍ରୀମାନ ସଲାମ୍ ସୁନିଲ ସିଂହ ୯ରୁ ୧୨ ଜାନୁଆରୀ ୨୦୨୫!-->…
Read More...
Read More...
ସ୍ମାର୍ଟଫୋନ୍ ଠାରୁ ଲାପଟପ୍ ପର୍ଯ୍ୟନ୍ତ : ଆଇ.ଟି. ହାର୍ଡୱେର୍ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭାରତ
● ଚେନ୍ନାଇରେ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଭାରତୀୟ କମ୍ପାନୀ ସିର୍ମା ଏସ୍.ଜି.ଏସ୍.ର ଅତ୍ୟାଧୁନିକ ଲାପଟପ୍ ଆସେମ୍ବ୍ଲି ଲାଇନ ଉଦ୍ଘାଟିତ● ପିଏଲ୍ଆଇ-୨ର ୧୮ମାସର ସ୍ୱଳ୍ପ ସମୟ ମଧ୍ୟରେ ତାମିଲନାଡ଼ୁରେ ପ୍ରଥମ ୟୁନିଟ୍ ଆରମ୍ଭ ହୋଇଛି; “ମେଡ୍ ଇନ୍ ଇଣ୍ଡିଆ” ଲାପଟପ ଉତ୍ପାଦନ ଆରମ୍ଭ●!-->…
Read More...
Read More...
ସି-ଡ୍ୟାକ୍ ଦ୍ୱାରା ଡିଜାଇନ କରାଯାଇଥିବା ଉତ୍ପାଦ ଏରିଜ୍ ଇକୋ ଏବଂ ଏରିଜ୍ ନୋଭା ଡେଭଲପମେଣ୍ଟ ବୋର୍ଡ ଏବଂ ସ୍ୱଦେଶୀ…
● ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କମ୍ପ୍ୟୁଟିଂ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ ପ୍ରମୁଖ ଆଧାର : ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେର!-->!-->!-->…
Read More...
Read More...