Browsing Category
ଦେଶ ବିଦେଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାମୀତ୍ୱ ଯୋଜନା ଅଧୀନରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ୬୫…
ଆମେ ସ୍ୱାମୀତ୍ୱ ଯୋଜନା ଆରମ୍ଭ କରିଥିଲୁ, ଆମେ ସ୍ଥିର କରିଥିଲୁ ଯେ ଡ୍ରୋନ୍ ସାହାଯ୍ୟରେ ଦେଶର ପ୍ରତ୍ୟେକ ଗାଁରେ ଘର ଓ ଜମିର ମ୍ୟାପିଂ କରାଯିବ, ଗାଁର ଲୋକଙ୍କୁ ସେମାନଙ୍କ ଆବାସିକ ସମ୍ପତ୍ତିର କାଗଜପତ୍ର ଦିଆଯିବଆଜି ଆମ ସରକାର ଗ୍ରାମ ସ୍ୱରାଜକୁ ପୂରା ଆନ୍ତରିକତାର ସହ କାର୍ଯ୍ୟକାରୀ କରିବାକୁ!-->…
Read More...
Read More...
ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାରତ
• ବିଶ୍ୱ ବ୍ୟାଙ୍କ ଭାରତର ଅଭିବୃଦ୍ଧି ହାର ୬.୭ ପ୍ରତିଶତ ରହିବ ବୋଲି କରିଛି ପୂର୍ବାନୁମାନ• ବିଶ୍ୱ ଅଭିବୃଦ୍ଧି ହାର ୨.୭ ପ୍ରତିଶତ ଠାରୁ ଆଗରେ ଭାରତ
ନୂଆଦିଲ୍ଲୀ, (ପିଆଇବି) : ଆଗାମୀ ଦୁଇଟି ଆର୍ଥିକ ବର୍ଷରେ ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ୍ ଅର୍ଥବ୍ୟବସ୍ଥା ଭାବେ ନିଜର ସ୍ଥିତିକୁ ବଜାୟ!-->!-->!-->…
Read More...
Read More...
ସ୍ୱାମୀତ୍ଵ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୩୦ରୁ ଅଧିକ ଜିଲ୍ଲାର ୫୦,୦୦୦ରୁ ଅଧିକ ଗ୍ରାମର ଜମି ମାଲିକମାନଙ୍କୁ ସ୍ୱାମୀତ୍ଵ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ!-->…
Read More...
Read More...
କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ମହାକୁମ୍ଭ ନଗରରେ କରିଥିବା ପ୍ରଦର୍ଶନୀରେ ସରକାରଙ୍କ ସଫଳତା,…
ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ତ୍ରିବେଣୀ ରୋଡ୍ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଏହି ପ୍ରଦର୍ଶନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏକ ଡିଜିଟାଲ ପ୍ରଦର୍ଶନୀ ମଣ୍ଡପ ସ୍ଥାପନ କରିଛି । ଭାରତ!-->…
Read More...
Read More...
ନୂଆ ସଂଚାର ସାଥୀ ମୋବାଇଲ ଆପ୍ ପ୍ରତ୍ୟେକ ନାଗରିକଙ୍କୁ ସିଧାସଳଖ ଟେଲିକମ୍ ସୁରକ୍ଷା ଉପକରଣ ଉପଲବ୍ଧ କରାଇବ
ବିଭିନ୍ନ ନାଗରିକ କେନ୍ଦ୍ରୀତ ଟେଲିକମ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଶ୍ରୀ ସିନ୍ଧିଆ ସଂଚାର ସାଥୀ ମୋବାଇଲ ଆପ୍ ଉନ୍ମୋଚନ କଲେ; ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (ଏନ୍ବିଏମ୍) ୨.୦ ଶୁଭାରମ୍ଭ ଏବଂ ଡିବିଏନ ପାଣ୍ଠିପ୍ରାପ୍ତ ୪ଜି ମୋବାଇଲ ସାଇଟରେ!-->…
Read More...
Read More...
ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆର୍ଆଇଏନ୍ଏଲ୍) ପାଇଁ ମୋଟ ୧୧,୪୪୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନାକୁ…
● ଆର୍ଆଇଏନ୍ଏଲ୍ ପାଇଁ ଏତେ ବଡ଼ ପୁନରୁଦ୍ଧାର ଏବଂ ପୁନର୍ଗଠନ ଯୋଜନାକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଧନ୍ୟବାଦ ଜଣାଇଲେ ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ● ସମଗ୍ର ଇସ୍ପାତ ଉଦ୍ୟୋଗରେ!-->…
Read More...
Read More...
ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫କୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିକଶିତ ଭାରତର ଯାତ୍ରା ଯାତାୟାତ କ୍ଷେତ୍ରରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଏବଂ ଦ୍ରୁତ ଅଭିବୃଦ୍ଧିର ସାକ୍ଷୀ ହେବ : ପ୍ରଧାନମନ୍ତ୍ରୀସହଜ ଗମନାଗମନ ଆଜି ଭାରତ ପାଇଁ ସର୍ବୋଚ୍ଚ ପ୍ରାଥମିକତା : ପ୍ରଧାନମନ୍ତ୍ରୀମେକ୍ ଇନ୍ ଇଣ୍ଡିଆ ଅଭିଯାନର ଶକ୍ତି ଦେଶର ଅଟୋମୋବାଇଲ ଶିଳ୍ପର ଅଭିବୃଦ୍ଧି!-->…
Read More...
Read More...
କେବଲ ଟେଲିଭିଜନ ନେଟୱର୍କ ନିୟମ ୧୯୯୪ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
● ବ୍ୟବସାୟିକ ସୁଗମତା : ସଂଶୋଧିତ ନିୟମ ଅଧୀନରେ, ପ୍ରସାରଣ ସେବା ପୋର୍ଟାଲରେ ସ୍ଥାନୀୟ କେବୁଲ୍ ଅପରେଟରଙ୍କ ପଞ୍ଜିକରଣ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ହେଲା● ଏମ୍ଆଇବି ହେବ ଏଲ୍ସିଓ ପାଇଁ ପଞ୍ଜିକରଣ ପ୍ରାଧିକରଣ; ସାରା ଭାରତରେ ଏଲ୍ସିଓ ପଞ୍ଜୀକରଣର ବୈଧତା ଅବଧି ୫ ବର୍ଷ ହେଲା
!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମସ୍ଥାନ ବଡନଗରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉଦ୍ଘାଟିତ
ପ୍ରଧାନମନ୍ତ୍ରୀଙ୍କ ଜୀବନ ଯାତ୍ରା ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନର ବିଷୟ ହେବ - ଅମିତ ଶାହପ୍ରଧାନମନ୍ତ୍ରୀ ପାଠ ପଢିଥିବା ‘ପ୍ରେରଣା ସ୍କୁଲ’ ଶିକ୍ଷା ଓ ମୂଲ୍ୟବୋଧର ଅନନ୍ୟ କେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନବଡନଗର ଠାରେ ଅତ୍ୟାଧୁନିକ ପ୍ରତ୍ନତାତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟ,!-->…
Read More...
Read More...
ସ୍ପେଡେକ୍ସ ମିଶନ : ମହାକାଶ ଅନ୍ୱେଷଣରେ ଆଣିଛି ବିପ୍ଳବ
● ମହାକାଶରେ ଭାରତର ଭବିଷ୍ୟତ ପାଇଁ ପ୍ରଶସ୍ତ କରିଛି ମାର୍ଗ
ନୂଆଦିଲ୍ଲୀ, (ପିଆଇବି) : ‘‘ଉପଗ୍ରହଗୁଡ଼ିକର ମହାକାଶ ଡକିଂ ସଫଳ ହୋଇଥିବାରୁ ଆମର ଇସ୍ରୋ ବୈଜ୍ଞାନିକ ଏବଂ ମହାକାଶ କ୍ଷେତ୍ର ସହ ଜଡ଼ିତ ସମସ୍ତଙ୍କୁ ଅଭିନନ୍ଦନ । ଆଗାମୀ ବର୍ଷଗୁଡ଼ିକରେ ଭାରତର ମହତ୍ୱାକାଂକ୍ଷୀ ମହାକାଶ ମିଶନ ପାଇଁ!-->!-->!-->…
Read More...
Read More...