Browsing Category
ଦେଶ ବିଦେଶ
ଅବସରପ୍ରାପ୍ତ କ୍ରୀଡ଼ାବିତ୍ ସଶକ୍ତୀକରଣ ପ୍ରଶିକ୍ଷଣ (ରିସେଟ୍) କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ଡ. ମନସୁଖ ମାଣ୍ଡଭୀୟା
'ଆମର ଅବସରପ୍ରାପ୍ତ କ୍ରୀଡ଼ାବିତ୍ମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ରିସେଟ୍ କାର୍ଯ୍ୟକ୍ରମ- କେନ୍ଦ୍ରମନ୍ତ୍ରୀଅବସରପ୍ରାପ୍ତ କ୍ରୀଡ଼ାବିତ୍ଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ
ନୂଆଦିଲ୍ଲୀ, (ପିଆଇବି) : ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ!-->!-->!-->…
Read More...
Read More...
ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି କ୍ଷୟକ୍ଷତିର ତଦନ୍ତ କରିବ ଯୁଗ୍ମ କମିଟି
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ନୌସେନାର ନେତୃତ୍ୱରେ ମହାରାଷ୍ଟ୍ର ସରକାରଙ୍କ ପ୍ରତିନିଧି ଏବଂ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇଛି । ଯେଉଁଥିରେ ସିନ୍ଧୁଦୁର୍ଗର ରାଜକୋଟ ଦୁର୍ଗରେ ସ୍ଥାପିତ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର ଦୁର୍ଭାଗ୍ୟଜନକ!-->…
Read More...
Read More...
କେନ୍ଦ୍ରୀୟ ଯୋଜନା ‘କୃଷି ଭିତ୍ତିଭୂମି ପାଣ୍ଠି’ର କ୍ରମିକ ସଂପ୍ରସାରଣକୁ କ୍ୟାବିନେଟ୍ ଅନୁମୋଦନ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘କୃଷି ଭିତ୍ତିଭୂମି ପାଣ୍ଠି’ ଅନ୍ତର୍ଗତ କେନ୍ଦ୍ରୀୟ ପାଣ୍ଠି ଯୋଗାଣ ଯୋଜନାର କ୍ରମିକ ସମ୍ପ୍ରସାରଣକୁ ମଞ୍ଜୁରି ମିଳିଛି । ଯାହାଦ୍ୱାରା ଏହା ଅଧିକ ଆକର୍ଷଣୀୟ,!-->…
Read More...
Read More...
ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ ୧୨ଟି ଶିଳ୍ପ ନୋଡ୍ / ସହରକୁ କ୍ୟାବିନେଟ୍ ମଞ୍ଜୁରୀ
ଭାରତ ଖୁବଶୀଘ୍ର ସୁବର୍ଣ୍ଣ ଚତୁର୍ଭୁଜ ଉପରେ ଆଧାରିତ ଶିଳ୍ପ ସ୍ମାର୍ଟ ସିଟିର ଏକ ବିଶାଳ ଶୃଙ୍ଖଳା ସ୍ଥାପନ କରିବଭାରତର ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ସରକାର ୨୮,୬୦୨ କୋଟି ଟଙ୍କାର ୧୨ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି'ପ୍ଲଗ୍-ଏନ୍-ପ୍ଲେ' ଏବଂ 'ୱାକ୍-ଟୁ-ୱାର୍କ'!-->…
Read More...
Read More...
ଜନଧନ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କୋଟି କୋଟି ଲୋକ, ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଆର୍ଥିକ ଅର୍ନ୍ତଭୁକ୍ତିକରଣରେ ସାମିଲ କରିବା ଏବଂ ସମ୍ମାନ ଦେବାରେ ଜନ ଧନ ଯୋଜନା ସର୍ବାଗ୍ରେ ରହିଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ଧନ ଯୋଜନାର ଦଶମ ବାର୍ଷିକୀ ଏବଂ ଆର୍ଥିକ!-->!-->!-->…
Read More...
Read More...
ସଫଳ ରୂପାୟନର ଏକ ଦଶନ୍ଧି ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍ଜେଡିୱାଇ) – ଜାତୀୟ ଆର୍ଥିକ…
ପିଏମ୍ଜେଡିୱାଇ ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଜନଧନ-ମୋବାଇଲ-ଆଧାରକୁ ସଂଯୋଗ କରି ସମ୍ମତି ଭିତ୍ତିକ ପାଇପଲାଇନ ଆର୍ଥିକ!-->…
Read More...
Read More...
ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତ-ରୁଷ ସ୍ୱତନ୍ତ୍ର ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଦିଗରେ ଉଭୟ ନେତା ଆଲୋଚନା କରିଛନ୍ତିପ୍ରଧାନମନ୍ତ୍ରୀ ତାଙ୍କ ୟୁକ୍ରେନ୍ ଗସ୍ତର ସୂଚନା ସେୟାର କରିଛନ୍ତି ଏବଂ ରୁଷ-ୟୁକ୍ରେନ୍ ସଂଘର୍ଷ ସମାଧାନର ବାଟ ଭାବରେ ଆଲୋଚନା ଏବଂ କୂଟନୀତିକୁ ଦୋହରାଇଛନ୍ତି
ନୂଆଦିଲ୍ଲୀ,!-->!-->!-->…
Read More...
Read More...
ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କର ଦେହାନ୍ତ
ନୂଆଦିଲ୍ଲୀ : ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମାଙ୍କର ଦେହାନ୍ତ ହୋଇଛି। ସିନେ ଏବଂ ଟିଭି ଆର୍ଟିଷ୍ଟସ୍ ଆସୋସିଏସନ୍ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଆଶାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା। ଅଭିନେତ୍ରୀ ଆଶା ଟେଲିଭିଜନ ଦୁନିଆର ଏକ ଜଣାଶୁଣା ନାମ । ଆଶା ଶର୍ମା!-->…
Read More...
Read More...
ଏକ ବିକଶିତ ଏବଂ ସମୃଦ୍ଧ ଲଦାଖ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ଅନୁସରଣ କରି ଗୃହ…
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ୫ଟି ନୂତନ ଜିଲ୍ଲା-ଯଂସ୍କାର, ଦ୍ରାସ, ଶାମ, ନୁବ୍ରା ଏବଂ ଚାଙ୍ଗଥାଙ୍ଗରେ ପ୍ରଶାସନକୁ ସୁଦୃଢ଼ କରିବାର ଐତିହାସିକ ନିଷ୍ପତ୍ତି ସ୍ଥାନୀୟ ଲୋକଙ୍କୁ ସେମାନଙ୍କ ଦ୍ୱାରଦେଶରେ ସରକାରୀ ଯୋଜନାର ଲାଭ ପାଇବାକୁ ସକ୍ଷମ!-->…
Read More...
Read More...
କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡର ରାୟପୁରଠାରେ ରାଜ୍ୟରେ ସମବାୟ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ସହକାର ସେ ସମୃଦ୍ଧି'ର ସ୍ୱପ୍ନକୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ପଞ୍ଚାୟତରେ ଏକ ସମବାୟ ସମିତି ଗଠନ କରାଯାଉଛିକମ୍ପ୍ୟୁଟରୀକରଣ ପରେ ପ୍ରତ୍ୟେକ ପିଏସିଏସ୍ ଏକ କମନ୍ ସର୍ଭିସ୍ ସେଣ୍ଟର ଭାବରେ କାର୍ଯ୍ୟ କରିବା ଆରମ୍ଭ କରିବା ଉଚିତ୍, ଯାହାଦ୍ୱାରା!-->…
Read More...
Read More...