Browsing Category

ଅପରାଧ

ନବ ବିବାହିତାଙ୍କୁ ଗଣ ବଳାତ୍କାର

ଲାହୋର : ମେ ୨୬ ରେ ପୋଲିସ୍ ୟୁନିଫର୍ମରେ ଥିବା ଚାରିଜଣ ଡକାୟତ ବିବାହ ଉତ୍ସବ ପରେ ଲାହୋରଠାରୁ ୩୫ କିଲୋମିଟର ଦୂରରେ ଥିବା ମୁଲତାନ ଜିଲ୍ଲାର ଶୁଜାବାଦ ଗ୍ରାମରେ ଏକ ଘରେ ପଶି ପରିବାର ଲୋକଙ୍କୁ ବନ୍ଧକ ରଖିଥିଲେ । ପୋଲିସ କହିଛି ଯେ, ଡକାୟତମାନେ ନବ ବିବାହିତ ଦମ୍ପତିଙ୍କ କୋଠରୀରେ ପଶି
Read More...

ତହସିଲ୍‌ଦାରଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତ ଗିରଫ୍‌, କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଷୁରା ତହସିଲ୍‌ଦାର୍‌ଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତ ଗିରଫ୍‌ ହୋଇ କୋର୍ଟ ଚାଲାଣ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସ୍‌ଡିପିଓ ତୋଫାନ ବାଗ । ସୂଚନା ଅନୁସାରେ ଗତ ୭ ତାରିଖ ଦିନ ଦେଓଗାଁରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀମାନଙ୍କ ପକ୍ଷରୁ ରାସ୍ତା
Read More...

ହତ୍ୟାକାଣ୍ଡ ଘଟଣାରେ ୨ ଅଟକ, ଟାଙ୍ଗିଆ ଜବତ

ସମ୍ବଲପୁର, (କରୁଣାକର ଶତପଥୀ) : ଏକ ହତ୍ୟାକାଣ୍ଡ ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଂଗିଆ ଜବତ କରିଛି । ସୂଚନା ଅନୁସାରେ ହୀରାକୁଦ ଷ୍ଟେସନ ନିକଟରେ ଥିବା ଏକ ଢାବାରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ବୁର୍ଲା
Read More...

ବିଧବା ପରିବା ବିକାଳୀକୁ ଟେକି ନେଇ ଗଣ ଦୁଷ୍କର୍ମ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଜଣେ ବିଧବା ପରିବା ବିକାଳୀକୁ ହାଟ ସାରୀ ଫେରୁଥିବା ବେଳେ ଏକ କାଜୁ ଜଙ୍ଗଲକୁ ନେଇ ଦୁଇଦିନ ଧରି ପାସବିକ ଅତ୍ୟାଚାର ନେଇ ମହିଳା ଜଣକ କୋଇଡା ଥାନାରେ ଅଭିଯୋଗ କରିଛନ୍ତି । ଖବର ଅନୁଯାୟୀ ଉକ୍ତ ମହିଳା ପରିବା ବିକ୍ରି କରି କୋଇଡା ହାଟରୁ
Read More...

ମହିଳାଙ୍କ କଳା କାର୍‌ନାମା ,ବିୟର ପାର୍ଟି ବାହାନାରେ ଲୁଟ୍‌ : ଘରକୁ ଡାକି ସବୁକିଛି ଲୁଟି ନେଉଥିଲେ

ନୋଏଡା : ଲୁଟ୍‌ କରୁଥିବା ଏକ ଗ୍ୟାଙ୍ଗକୁ ୟୁପିର ନୋଏଡାର ସେକ୍ଟର -୩୯ ପୋଲିସ ଦ୍ୱାରା ଗିରଫ କରାଯାଇଛି । ଏହି ଘଟରାରେ ଦୁଇ ମହିଳା ଏବଂ ତିନି ଯୁବକ ଗିରଫ ହୋଇଥିବା ଜଣାପଡ଼ିଛି । ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗରେ ସମ୍ପୃକ୍ତ ମହିଳା ଓ ଯୁବତୀମାନେ ସୋସିଆଲ ମିଡିଆରେ ତଥା
Read More...

ବଲାଙ୍ଗିର ପୋଲିସର ବଡ ସଫଳତା : ଆଇଚର୍ ଗାଡି ସମେତ ୧୪୪୦୦ ବୋତଲ କଫ୍ ସିରପ୍‌ ଜବତ, ୨ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କଫ୍ ସିରପ୍‌ କାରବାର ବଢି ଚାଲୁଥିବା ବେଳେ ଆଜି ବଲାଙ୍ଗିର ପୋଲିସ ହାତରେ ଏକ ବଡ ସଫଳତା ଲାଗିିଛି । କଫ୍ ସିରପ୍‌ ଚୋରା ଚାଲାଣ ଖବର ପାଇ ତୁରେକେଲା ପୋଲିସ ଗାଡି ସମେତ ୧୪୪୦୦ ବୋତଲ ଏସ୍‌କଫ୍ ସିରପ୍‌ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା
Read More...

ବଡ଼ ଭାଇ ଛୁରା ଭୁସି ହତ୍ୟାକଲା ସାନ ଭାଇକୁ : ଅଂଚଳରେ ଚାଂଚଲ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ ଭାଇ ଛୁରା ଭୁସି ସାନ ଭାଇକୁ ହତ୍ୟା କରିବା ଭଳି ଏକ ଚାଂଚଲ୍ୟକର ଖବର ଆସିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁରେ ଘଟିଛି ଏଭଳି ଘଟଣା । ଗାଁର ନିବାସୀ ସନ୍ତୋଷ କୁଅଁରଙ୍କ ବଡ଼ ପୁଅ ସୁବ୍ରତ କୁଅଁର ସାନ ପୁଅ ତେଜରାଜ କୁଅଁରଙ୍କୁ ଛୁରି
Read More...

ବୃଦ୍ଧଙ୍କୁ ଅମାନୁଷିକ ଭାବେ ଆକ୍ରମଣ କରି ନାଳରେ ଫିଙ୍ଗିଲେ ଦୁର୍ବୃତ୍ତ : ସାଧାରଣରେ ନିନ୍ଦା

ବୌଦ୍ଧ, (ମମତା ମହାକୁର) : ଗତକାଲି ଅପରାହ୍ନ ୩ ଘଣ୍ଟା ସମୟରେ ମନମୁଣ୍ଡା ଥାନା ଗୁଢିଆଲି ଗ୍ରାମର ଜଣେ ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ କରି ବସ୍ତା ଲଦିଲା ପରି ବାଇକରେ ଲଦି ମରିଗଲେ ଭାବି ତାଲପଡା ନାଳକୁ ଫିଙ୍ଗି ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏ ସମ୍ପର୍କିତ ଗୋଟିଏ ଭିଡ଼ିଓ ମଧ୍ୟ
Read More...

ଗୋଟିଏ ଦିନରେ ଦୁଇଟି ଡକାୟତି ଘଟଣା : ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଜଣେ ବ୍ୟବସାୟୀଠୁ ଲୁଟିଲେ ଲକ୍ଷାଧିକ ଟଙ୍କା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ମହାମାରୀ କରୋନା ସଂକ୍ରମଣ ସମୟରେ ବଲାଙ୍ଗିର ସରରରେ ଗୁଣ୍ଡାରାଜ ବଢିବା ସହ ଡକାୟତି ମଧ୍ୟ ବଢିବାରେ ଲାଗିଛି । ଗତକାଲି ବଲାଙ୍ଗିର ସହରର ୨ଟି ପଡ଼ାରେ ୪ ଜଣିଆ ଡକାୟତି ଦଳ ଆତଙ୍କ ଖେଳାଇ ଦେଇଛନ୍ତି । ଯାହ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର କାରଣ
Read More...

ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ନିରୀହ ବାଳକର ମୁଣ୍ଡ

ବଲାଙ୍ଗିର, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡ଼ି ବିବାଦକୁ ନେଇ ଏକ ନିରୀହ ବାଳକର ମୁଣ୍ଡ ଗଡ଼ିଛି । ହତ୍ୟାକାରୀ ଜିତେନ ପୋଡ ଗାଁର ଧନପତ ଗହୀରଙ୍କୁ ପ୍ରଥମେ ହତ୍ୟା ଉଦ୍ୟମ କରି ଲହୁ ଲୁହାଣ କରିଥିବା ବେଳେ ଧନପତ
Read More...