ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ରେଞ୍ଜ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ସମସ୍ତ କେନ୍ଦୁପତ୍ର କର୍ମଚାରୀଙ୍କ ପକ୍ଷରୁ ସତର ଗୋଟି ଦାବି ନେଇ ବେଲପଡା ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା । ଏଥିରେ ରାଜ୍ୟ କେନ୍ଦୁପତ୍ର ସମ୍ପାଦକ ଶିବାନନ୍ଦ ପରିଛା ଯୋଗଦାନ କରି କାର୍ଯ୍ୟ ଭାର
Read More...

ବିରିପାଲିରେ ସମନ୍ୱିତ କୃଷି ସମୂହର ଏକ ଦିନିଆ କର୍ମଶାଳା ଓ ତାଲିମ ଶିବିର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିରିପାଲି ଗ୍ରାମ ପଞ୍ଚାୟତ ଠାରେ ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ସମନ୍ୱିତ କୃଷି ସମୂହର ଏକ ଦିନିଆ କର୍ମଶାଳା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ମହିଳା ଚାଷୀ
Read More...

ପଦ୍ମପୁର ଟାଉନ କ୍ଲବ ତରଫରୁ ରେଡକ୍ରସ ପାଣ୍ଠିକୁ ଅର୍ଥରାଶି ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ସମୟରେ ଜନସାଧାରଣଙ୍କ ଯାତାୟତର ଭିଡ଼କୁ ଶୃଙ୍ଖଳିତ କରିବା ପାଇଁ ଟାଉନ୍ କ୍ଲବ ତରଫରୁ ଯାନବାହାନ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ଯାହାକି ୪୦ ହଜାର ଟଙ୍କା ସଂଗୃହୀତ ହୋଇଥିଲା । ସଂଗୃହୀତ ପାର୍କିଂ ରାଶିକୁ
Read More...

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା ଠାରେ ମହାସମାରୋହରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଉକ୍ତ ସଭା ଅନୁଷ୍ଠାନର ପ୍ରଧାନ ପଣ୍ଡିତ ଅକ୍ଷୟ କୁମାର ତ୍ୟାଗୀଙ୍କ
Read More...

ବଙ୍ଗୋମୁଣ୍ଡା ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସହର ସ୍ଥିତ ପାତାଳେଶ୍ୱର ମହାଦେବ ମନ୍ଦିର ଠାରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ଡ଼. ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କଳସ ଯାତ୍ରା, ଶିବ ମନ୍ଦିରରେ ପୂଜାର୍ଚ୍ଚନା,
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ସାମାଜିକ ନ୍ୟାୟ ଦିବସ -୨୦୨୬ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ସାମାଜିକ ନ୍ୟାୟ ଦିବସ-୨୦୨୬ ପରିପ୍ରେକ୍ଷୀର ଗଞ୍ଜାମ ଜିଲ୍ଲାରେ ଫେବୃଆରୀ ମାସ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇ ଉଦଯାପନ ଦିବସ ଜିଲ୍ଲା ପରିଷଦ ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ୱି କିର୍ତ୍ତୀ ୱାସନଙ୍କ
Read More...

ବରଗଡ଼ ଜିଲ୍ଲାର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବରଗଡ଼, (ନିରୋଜ କୁମାର ପାଣୀ) : ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡି ଚାଲିଥିବା ପ୍ରସଙ୍ଗ ନେଇ ବରଗଡ଼ ମହିଳା ସମିତି ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି । ସେଥିରେ ମୁଖ୍ୟତଃ ବରଗଡ଼ ଜିଲ୍ଲା ମହକୁମାର ସ୍ଥିତି ସବୁଠୁ
Read More...

ରାଧାମୋହନ ଦେବଙ୍କ ପୀଠସ୍ଥଳୀରେ ଅଷ୍ଟପ୍ରହରୀ ନାମ ସଙ୍କୀର୍ତ୍ତନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର୍ ଘୋରଡିଆ ଗ୍ରାମର ରାଧାମୋହନ ଦେବ ପୀଠସ୍ଥଳୀରେ ୧୨ତମ ବାର୍ଷିକ ଅଷ୍ଟପ୍ରହରୀ ନାମସଙ୍କୀର୍ତ୍ତନ ତିନି ଦିନ ଧରି ଅନୁଷ୍ଟିତ ହୋଇଥିଲା । ୬ଟି ନଦିଆ ସଙ୍କୀର୍ତ୍ତନ ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ । ନଦିଆ ସଂକୀର୍ତ୍ତନ
Read More...

ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ଏବଂ ନିୟମିତ ବିମାନସେବା ମାମଲା

ବିଧାନସଭାରେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ରାଜକୋଷ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନେଇଆସୁଥିବା ତଥା ଓଡ଼ିଶାର ଅନ୍ୟତମ ଶିଳ୍ପ ରାଜଧାନୀ ଭାବେ ମଧ୍ୟ ପରିଚିତ ଆମର ଏଇ ସ୍ମାର୍ଟ ସିଟି
Read More...

ପ୍ରଥମ ଭାରତୀୟ ମହିଳା ମୁଦଗର ପ୍ରଶିକ୍ଷକ ବଲବିନ୍ଦର କୌର ସହୋତା

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଦଗର ପାୱାରର ପ୍ରତିଷ୍ଠାତା ବଲବିନ୍ଦର କୌର ସହୋତା, ମହିଳାମାନଙ୍କ ପାଇଁ ପାରମ୍ପରିକ ଭାରତୀୟ ଶକ୍ତି ତାଲିମକୁ ପୁନର୍ଜୀବିତ କରିବାରେ ଜଣେ ଅଗ୍ରଣୀ ବ୍ୟକ୍ତି । ଭାରତର ବହୁତ କମ୍ ମହିଳା ମୁଦଗର ପ୍ରଶିକ୍ଷକଙ୍କ ମଧ୍ୟରୁ ଜଣେ ଭାବରେ, ସେ ପୁରୁଣା ମୁଦଗର
Read More...