ସ୍କୁଲ ଅଫ୍ ମାର୍ଶାଲ ଆର୍ଟର ଗ୍ରେଡେସନ ଟେଷ୍ଟ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍କୁଲ ଅଫ ମାର୍ଶାଲ ଆର୍ଟ ତରଫରୁ ଆନ୍ତର୍ଜାତିକ ଫୁଲ କଣ୍ଟାକ୍ଟ ବ୍ଲାକ ବେଲ୍ଟ ଗ୍ରେଡେସନ ଟେଷ୍ଟ ଦେଓଗାଁ ସ୍ଥିତ ଅରିନ୍ଦମ ପାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ତଥା ଅଲଇଣ୍ଡିଆ ସମ୍ପାଦକ ସେନସାଇ ସନ୍ତୋଷ ତନ୍ତୀଙ୍କ ଆବାହକତ୍ୱ ତଥା
Read More...

ଚଳିତ ବର୍ଷ ମର୍ଯ୍ୟାଦା ଜନକ ଶିକ୍ଷକ ରତ୍ନ ଉପାଧି ପାଇବେ ବିଶିଷ୍ଟ ଶିକ୍ଷାବିତ ତ୍ରିବିକ୍ରମ ମହାକୁଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼ ଆଦର୍ଶ ପଡା ବଲାଙ୍ଗିର ପାଳନ କରିବ ରାଜ୍ୟ ସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବ, ଗୁରୁ ପୂଜନ, ପ୍ରତିଭା ସମ୍ମାନ ଓ ନୂଆଖାଇ ଭେଟଘାଟ-୨୦୨୫ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଦୀନ ରଘୁ ମେହେର ହାଇ
Read More...

ପିକ୍‌ଅପ୍ ଭ୍ୟାନ ଧକ୍କାରେ ୨ ଭାଇଙ୍କ ମୃତ୍ୟୁ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଲର୍କି ଗ୍ରାମର ବୁଲାଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯାହାଫଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ନାମ ହେଉଛି ରାଜକୁମାର ରାୟ ଏବଂ ଡିଲେସ୍ ରାୟ । ଦୁଇଜଣ ସମ୍ପର୍କୀୟ ଭାଇ ।
Read More...

ଜାତୀୟ ପୁଷ୍ଟିକର ସପ୍ତାହ

ଡେ଼ଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଥିବା ଭାରତରେ "ଜାତୀୟ ପୁଷ୍ଟିକର ସପ୍ତାହ" ଏକ ଗୁରୁତ୍ୱପୂର୍ଣ୍ଣ ବାର୍ଷିକ କାର୍ଯ୍ୟକ୍ରମ ଅଟେ । ଏହି ସପ୍ତାହ ଆମର ଦୈନନ୍ଦିନ ଜୀବନରେ ପୁଷ୍ଟିକର ଖାଦ୍ୟର ମହତ୍ତ୍ଵ ବିଷୟରେ ସଚେତନତା ସୃଷ୍ଟି କରେ
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସ୍ୱତନ୍ତ୍ର ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ କାମଚଳା ସଭାପତି ଅନୁପସ୍ଥିତ ଥିବା ଯୋଗୁଁ ବରିଷ୍ଠ ସଭ୍ୟ ଲୋକନାଥ ନେପାକଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ ଉପଦେଷ୍ଟା ନୀଳମଣି ମିଶ୍ରଙ୍କ ଉପସ୍ଥିତିରେ
Read More...

୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ଦିଲ୍ଲୀରେ ହେବାକୁ ଥିବା ସେମିକନ କନଫରେନ୍ସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଖବର ଅନୁଯାୟୀ, ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ଚାରିଦିନିଆ
Read More...

ମହାନଦୀରେ ଗୋଧୋଇବା ବେଳେ ଭାସିଗଲେ ମହିଳା : ଉଦ୍ଧାର କାର୍ଯ୍ୟ ଜାରି

ତିଗିରିଆ : ମହାନଦୀରେ ଗାଧୋଉଥିବା ବେଳେ ଖସିଗଲା ଗୋଡ଼ । ନଦୀ ସ୍ରୋତରେ ଭାସିଗଲେ ମହିଳା । ନିଖୋଜ ଥିବା ମହିଳା ଜଣକ ପିଙ୍କି ସ୍ଵାଇଁ ବୋଲି ଜଣାପଡ଼ିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ରତାଗଡ ଗୋବିନ୍ଦପୁର ପଞ୍ଚାୟତରେ ଏଭଳି ଘଟଣା
Read More...

ଏନ୍ଏସି ଘୋଷଣା ହେଲା ନାହିଁ : ସାମ୍ବାଦିକ ସମ୍ମିଳନୀରେ ତୀବ୍ର ପ୍ରତିକ୍ରିୟା

ମ. ରାମପୁର, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲାର ଜୟପାଟଣା, ନର୍ଲାକୁ ଆଜି ସରକାର ଏନ୍ଏସି ଘୋଷଣା କରିବା ପରେ ସଚେତନ ନାଗରିକ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆଗାମୀ ଦିନରେ ଦଳ ମତ ନିର୍ବିଶେଷରେ ମ.ରାମପୁରରେ
Read More...

ଚବିଶ ବର୍ଷର ପ୍ରତାରଣା ପରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷିତ ହେଲା ଜୟପାଟଣା ସହର

ଜୟପାଟଣା, (ଶେଷଦେବ ବେହେରା) : ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ୨୮ଟି ଏନ୍‌ଏସି ସାତ ଗୋଟି ମ୍ୟୁନିସିପାଲଟି ଓ ଗୋଟିଏ କର୍ପୋରେସନ ଘୋଷଣା ଅବସରରେ ବହୁ ପ୍ରତିକ୍ଷିତ ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ସ୍ଵାଧୀନତାର ବହୁ ପୂର୍ବରୁ
Read More...

ଗଞ୍ଜାମ ଏନ୍‌ଏସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ହେଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ
Read More...