ଛତ୍ରପୁରକୁ ମୁନିସିପାଲିଟି ମାନ୍ୟତା ଘୋଷିତ ପରେ ଅଞ୍ଚଳରେ ଖୁସିର ମାହୋଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ମ୍ୟୁନିସପାଲିଟୀ ମାନ୍ୟତାପ୍ରାପ୍ତ ହୋଇଛି, ଏନେଇ ଛତ୍ରପୁରଠାରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଏକ ନିଆରା ଖୁସିର ଲହରୀ
Read More...

ସାରାଦେଶର କୃଷିକ୍ଷେତ୍ରର ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ

● ଦିଲ୍ଲୀରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଶିବରାଜ ସିଂହ ବିଭିନ୍ନ ରାଜ୍ୟରେ ହେଉଥିବା ବର୍ଷା ପରିସ୍ଥିତି ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛନ୍ତି● ପଞ୍ଜାବର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଏବଂ ତାହାର ଫସଲ ଉପରେ ପଡ଼ିଥିବା ପ୍ରଭାବ ବିଷୟରେ ବରିଷ୍ଠ ଅଧିକାରୀମାନେ କେନ୍ଦ୍ର
Read More...

ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

୨୦୨୫ ମସିହାରେ ଅମରନାଥଜୀ ଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିଥିବାରୁ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ଏବଂ ସୁରକ୍ଷା ସଂସ୍ଥାଗୁଡ଼ିକୁ ପ୍ରଶଂସା କଲେ ଗୃହ ମନ୍ତ୍ରୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଉପରେ ଗୁରୁତ୍ୱାରୋପ
Read More...

ପ୍ରଧାନମନ୍ତ୍ରୀ ୨ ସେପ୍ଟେମ୍ବରରେ ନୂଆଦିଲ୍ଲୀର ଯଶୋଭୂମିରେ ‘ସେମିକନ୍ ଇଣ୍ଡିଆ – ୨୦୨୫’ର ଉଦଘାଟନ…

୩ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ 'ସେମିକନ୍ ଇଣ୍ଡିଆ'ର ସିଇଓ ରାଉଣ୍ଡଟେବୁଲରେ ମଧ୍ୟ ଯୋଗଦେବେସେମିକନ୍ ଇଣ୍ଡିଆ - ୨୦୨୫ ଭାରତରେ ଉନ୍ନତ ଏବଂ ସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରେତ୍ସାହିତ କରିବଏହି ସମ୍ମିଳନୀ ସେମିକଣ୍ଡକ୍ଟର ଫାବ୍, ଉନ୍ନତ ପ୍ୟାକେଜିଂ, ଏଆଇ, ଗବେଷଣା ଏବଂ ବିକାଶ,
Read More...

ପ୍ରଧାନ ଶିକ୍ଷକ ଗୋପାଳ ମହାପାତ୍ରଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଗୁରୁ ହିଁ କୁହୁକ ମନର ଶ୍ରେଷ୍ଠ ଯାଦୁକର ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁ ହିଁ କୁହୁକ ମନର ଶ୍ରେଷ୍ଠ ଯାଦୁକର ଓ ତାଙ୍କ ଯାଦୁକରୀ ପରଶ ପାଇ ଛାତ୍ରଛାତ୍ରୀମାନେ ସମାଜରେ ପ୍ରତିଭାତ ହୋଇଥାନ୍ତି ବୋଲି ଗୋଡିପୁଟମାଟିଆପଡା ଗ୍ରାମ ପଞ୍ଚାୟତ ଅଧୀନ ଗୋଦାସାହି ପ୍ରାଥମିକ ବିଦ୍ୟାଳୟର
Read More...

ବକଟିରେ ‘ପରବାସୀ କୁଟୁମ୍’ ର ନୂଆଁଖାଇ ଭେଟ୍‌ଘାଟ

ପଶ୍ଚିମ ଓଡ଼ିଶାର ନବାନ୍ନର ଦର୍ଶନ ବିଶ୍ୱରେ ବିରଳ ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଶ୍ଚିମ ଓଡ଼ିଶାର କୃଷି ପର୍ବ ନୂଆଁଖାଇର ଦର୍ଶନ ସମଗ୍ର ବିଶ୍ୱରେ ବିରଳ ଅଟେ । ତେଣୁ ପର୍ବର ମୌଳିକତାକୁ ବଜାୟ ରଖି ଏହାର ସୁଦୂର ପ୍ରସାରି ପାଇଁ ଉଦ୍ୟମ କରିବା ଉଚିତ ବୋଲି ବଲାଙ୍ଗିର ଜିଲ୍ଲା ବକଟି
Read More...

ରାମଚଣ୍ଡୀ ଟ୍ରଷ୍ଟ, ପୂଜା କମିଟୀ କର୍ମକର୍ତ୍ତାଙ୍କୁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମ୍ୱର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌର ପାଳିକା ଘୋଷିତ ହେବା ପରେ ଛତ୍ରପୁର ସହରବାସୀଙ୍କ ମହଲରେ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା । ଏଣେ ଚଳିତ ବର୍ଷର ଛତ୍ରପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ଅଖିଳ ଭାରତ ସ୍ଵାୟତ୍ତ ଶାସନ ଦିବସର ମୁଖ୍ୟକାର୍ଯ୍ୟକ୍ରମ ସାନ୍ଧ୍ୟ କାର୍ଯ୍ୟକ୍ରମ
Read More...

ଜୟ ଦୁର୍ଗା କ୍ଲବର ନୂଆଖାଇ ଭେଟ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାରପୁଡ଼ୁଗିଆ ଗ୍ରାମପଞ୍ଚାୟତର କେରମେଲି ଗ୍ରାମ ଠାରେ ମହା ସମାରୋହରେ ଜୟଦୂର୍ଗା କ୍ଲବ ଆନୁକୂଲ୍ୟରେ ନୂଆଖାଇ ଭେଟ୍‌ ଅନୁଷ୍ଠିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦୦ ଲୋକ ଯୋଗ ଦେଇଥିଲେ । ସାଂସ୍କୃତିକ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଈ ବଳଦ ମୃତ୍ୟୁ ମାମଲା : ସାତ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବିତ୍ର ବେହେରା ଏଡିଏମ୍‌ ବଲାଙ୍ଗିର, ତରଣୀ ସୁନା ପିଡି ବଲାଙ୍ଗିର, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ
Read More...

କେସିଙ୍ଗା ରେଳ କର୍ତ୍ତୃପକ୍ଷଙ୍କ ସହ ବିଜେପି କର୍ମୀଙ୍କ ବୈଠକ

କେସିଙ୍ଗା, (ପ୍ରୀତେଶ ପଟେଲ ) : ୨୯ ଅଗଷ୍ଟ ଭୁବନେଶ୍ୱର ଠାରେ ହୋଇଥିବା ଜେଡଆର୍‌ସିସି ବୈଠକରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର ସେଠ କେସିଙ୍ଗା ରେଲୱେ ଷ୍ଟେସନର ବିଭିନ୍ନ ସମସ୍ୟା ବିଷୟରେ ଚର୍ଚ୍ଚା କରିଥିଲେ । ତେଣୁ ଆଜି ସମ୍ବଲପୁର ଡିଭିଜନରୁ ଆସିଥିବା ସିଆଇ ସତ୍ୟବ୍ରତ ସେଠଙ୍କ ସହ
Read More...