ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରାଙ୍ଗପୁରର ଇଗ୍ନୋ ରିଜିଓନାଲ୍ ସେଣ୍ଟର ଏବଂ ସ୍କିଲ୍ ସେଣ୍ଟର ଆଭାସୀ ଜରିଆରେ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ କୌଶଳ କେନ୍ଦ୍ରର ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏହି ଐତିହାସିକ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ
Read More...

ସମରା ଗ୍ରାମ ଠାରେ ବୃତ୍ତିଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର : ପ୍ରଥମ ଏଜୁକେଶନ ଫାଉଣ୍ଡେସନ ଓ ଟିପିଡବ୍ଲ୍ୟୁଓଡ଼ିଏଲ୍‌ର ମିଳିତ ଉଦ୍ୟମରେ ସ୍ଥାନୀୟ ସମରା ଗ୍ରାମ ଠାରେ ବୃତ୍ତିଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମରା ସରପଞ୍ଚ ଗୁଲପ ସେଠ୍ ମୁଖ୍ୟ ଅତିଥି, ଏବଂ ୱାର୍ଡ ମେମ୍ବର ସମ୍ମାନିତ ଅତିଥି ଭାବରେ
Read More...

ଆପ୍ ଯୁବ ନେତା ଶାହରୁଖ ଲୋଧିଆ ଙ୍କ ଉପରେ ମରଣାନ୍ତକ ଆକ୍ରମଣ : ମିଥ୍ୟା କେଶ ପ୍ରତ୍ୟାହାର ଓ ଦୋଷୀଙ୍କୁ ତୁରନ୍ତ ଗିରଫ…

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାରେ ଚାଷୀ ମାନଙ୍କ ଧାନ ବିକ୍ରି ସମସ୍ୟା ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ଅଭିଯୋଗ କରିବା କୁ ଯାଇଥିବା ଯୁବ ନେତା ଶାହରୁଖ ଲୋଧିଆଙ୍କ ଉପରକୁ ବିଜେପି ଗୁଣ୍ଡା ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି। ବରଗଡ
Read More...

ଫାଇଲେରିଆ ନିରାକରଣ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫାଇଲେରିଆ ନିରାକରଣ ଅଭିଯାନ, ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ୧୦ ଫେବୃୟାରୀ ୨୦୨୬ରୁ ଜିଲ୍ଲାରେ ଆରମ୍ଭ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡଃ ବିଜୟାନନ୍ଦ ସେଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ଅଭିଯାନର
Read More...

ସହିଦ ମାଧୋ ସିଂ ପରିବାରର ବୀରତ୍ୱର ଗାଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ

ବରଗଡ଼, (ନିରୋଜ କୁମାର ପାଣୀ) : ଦେଶ ମାତୃକାର ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଘେଁସ ଜମିଦାର ମଧୋ ସିଂ ପରିବାରର ବୀରତ୍ୱର ଗାଥାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ ବୋଲି ବରଗଡ଼ ମହିଳା ସମିତି ଦାବି ଜଣାଇଛି । ସମିତି ପକ୍ଷରୁ ସଭାନେତ୍ରୀ ଅଞ୍ଜନା ଦାସଙ୍କ ନେତୃତ୍ୱରେ ଆଜି ସଦସ୍ୟାଗଣ
Read More...

ପ୍ରଭୁ ନୃସିଂହନାଥଙ୍କ ଲୋକକଥାକୁ ନାଟ୍ୟମଞ୍ଚରେ ଜୀବନ୍ତ କଲା ମାର୍ଜାର କେଶରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଆ ପୌରାଣିକ ଐତିହ୍ୟ ଓ ଆଦିବାସୀ ଲୋକ ସଂସ୍କୃତିର ଅମୂଲ୍ୟ ସମନ୍ୱୟକୁ ନାଟ୍ୟ ମଞ୍ଚରେ ସଫଳ ଭାବେ ଉପସ୍ଥାପନ କରିଛି ନାଟକ ‘ମାର୍ଜାର କେଶରୀ’ । ପ୍ରଭୁ ନୃସିଂହନାଥଙ୍କ ପୌରାଣିକ ଓ ଲୋକକଥାକୁ ଆଧାର କରି ବରିଷ୍ଠ ନାଟ୍ୟକାର ରାଜକୁମାର ସାହୁଙ୍କ ରଚିତ ଏବଂ
Read More...

ବିଶିଷ୍ଟ ନାଟ୍ୟ କଳାକାର ଗୌନ୍ତିଆ ବଳରାମ ରାଉତଙ୍କ ଗଙ୍ଗାଶ୍ରାଦ୍ଧ ପାଳିତ

ପାଟଣାଗଡ, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ସୁନାମୁଦି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡିଆଡୁମେର ଗାଁର ବିଶିଷ୍ଟ ନାଟ୍ୟ କଳାକାର ତଥା ଗାଁର ଗୌନ୍ତିଆ ବଳରାମ ରାଉତଙ୍କର ଗଙ୍ଗାଶ୍ରାଦ୍ଧ କାର୍ଯ୍ୟ ହୋଇଯାଇଛି । ସେ ଜଣେ ସୁନାମଧନ୍ୟ ନାଟ୍ୟ କଳାକାର ଭାବେ ଅଂଚଳରେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ ।
Read More...

ଭଡ଼ାଘରୁ ଗ୍ରାମ ବିକାଶ ଅନୁଷ୍ଠାନର କର୍ମଚାରୀଙ୍କ ମୃତ ଦେହ ଉଦ୍ଧାର : ତଦନ୍ତ ଅବ୍ୟାହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଏକ ଭଡା ଘରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା ପୋଲିସ୍ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପରିବାର ଲୋକଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବ ଉଦ୍ଧାର କରିଛି ପୋଲିସ୍ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା
Read More...

ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଲାର ୫ମ ବାର୍ଷିକ ଉତ୍ସବ

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ପ୍ରେସ ୟୁନିୟନ ରାୟଗଡ଼ା ଜିଲ୍ଲାର ୫ମ ବାର୍ଷିକ ଉତ୍ସବ ଅବସରରେ ରାୟଗଡ଼ା ଉପକଣ୍ଠ କୋତାପେଟା ସ୍ଥିତ ମାତୃଶକ୍ତି ବରିଷ୍ଠ ନାଗରିକ ବୃଦ୍ଧାଶ୍ରମ ଠାରେ ୫୦ଜଣ ଅନ୍ତେବାସୀଙ୍କ ଗହଣରେ ଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରେସ ୟୁନିୟନ ରାୟଗଡ଼ା
Read More...

ବଲାଙ୍ଗିର ସହର, ଟିଟିଲାଗଡ଼ ଓ ତୁଷୁରା ଅଞ୍ଚଳରେ ଚାଲିଥିବା ପ୍ରଦୂଷଣ ସେଣ୍ଟରକୁ ଯାଞ୍ଚ କଲା ଜିଲ୍ଲା ପରିବହନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର, ଟିଟିଲାଗଡ଼ ଓ ତୁଷୁରା ଅଞ୍ଚଳରେ ଚାଲିଥିବା ପ୍ରଦୂଷଣ ସେଣ୍ଟର ମାନଙ୍କୁ ଏସଟିଏ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଯାଞ୍ଚ କରାଯାଇଛି । ଯାନ ବାହନ କିପରି ସାର୍ଟିଫିକେଟ ଓ ପ୍ରଦୂଷଣ ଟେଷ୍ଟ ଚାଲିଛି ତା'
Read More...