ସ୍କୁଲ ଛାତରୁ ଖସିଲା ସିମେଣ୍ଟ ଅତଡ଼ା : ୩ ଛାତ୍ରୀ ଗୁରୁତର
ବାସୁଦେବପୁର : ବାସୁଦେବପୁର ବ୍ଲକ କିସ୍ମତ କୃଷ୍ଣପୁର ପଞ୍ଚାୟତ ବହୁମାଘେରି ବିଦ୍ୟାଳୟରେ ଆଜି ଗୁରୁ ଦିବସ ଚାଲିଥିବା ବେଳେ ଅଘଟଣ । ଗୁରୁ ଦିବସ ପାଳନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ସ୍କୁଲ ଛାତରୁ ଖସି ପଡ଼ିଲା ସିମେଣ୍ଟ ଅତଡ଼ା । ସିମେଣ୍ଟ ଅତଡ଼ା ପଡ଼ି ୩ ଜଣ ଛାତ୍ରୀ ମୁଣ୍ଡ ଫାଟିବା ସହଶରୀର!-->…
Read More...
Read More...