କେସିଙ୍ଗାରେ ଏଏସ୍ଜେ କୋର୍ଟ ପାଇଁ ଦାବି
କେସିଙ୍ଗା, (ପ୍ରୀତେଶ ପଟେଲ) : ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଦ୍ୱାରା ତା. ୨୨.୧୦.୨୦୨୧ରିଖରେ କଳାହାଣ୍ଡି ଜିଲ୍ଲା ଜଜ୍ଙ୍କୁ ଏକ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ କି ଏକ ସିଭିଲ ଜଜ୍ (ସିନିୟରଡିଭିଜନ) କମ ଏଏସ୍ଜେ କୋର୍ଟ ପ୍ରତିଷ୍ଠା କରାଯିବ ଏବଂ ଏହାର ରିପୋର୍ଟ ତୁରନ୍ତ ଦିଆଯାଉ ।!-->…
Read More...
Read More...