ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିସ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏହା ବିଦ୍ୟାର୍ଥୀ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ବର୍ଷର ଉପଲବ୍ଧି ଓ ବିଫଳତାକୁ ଅନୁଶୀଳନ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ । ଅଭିଭାବକ ମାନଙ୍କ ପାଇଁ ଏହା ତାଙ୍କ
Read More...

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନର ତୃତୀୟ ଦିନରେ ରବିବାର "ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି'' ଶୀର୍ଷକ ସମ୍ବଳିତ ସଚେତନତା ପଦଯାତ୍ରା ଛତ୍ରପୁରରେ ଅନୁଷ୍ଠିତ ହୋଇଯାଇଛି । ଏଇ ପଦଯାତ୍ରା ଛତ୍ରପୁର ସ୍ପୋର୍ଟ୍ସ ଷ୍ଟାଡ଼ିୟମରୁ ବାହାରି ସହରବାସୀଙ୍କୁ
Read More...

ରୋଟାରୀ କ୍ଲବ-ଇଷ୍ଟ ଓ ଇନର ହ୍ଵିଲ କ୍ଲବର ମିଳିତ ସହଯୋଗରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରୋଟାରୀ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ଓ ଇନର ହ୍ୱୀଲ୍ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ ଧର୍ମନଗର ସ୍ଥିତ ରୋଟାରୀ କମ୍ୟୁନିଟି ହଲରେ ମହିଳା ଦିବସ ପାଳନ କରାଯାଇଛି । ରୋଟାରୀ ଇଷ୍ଟର ସଭାପତି ଡଃ.
Read More...

ଆନ୍ତର୍ଜାତିକ ମହିଳା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଦ୍ୟ ତାରିଖ ୦୮.୦୩.୨୦୨୬ (ରବିବାରେ) ପ୍ରଥମ ଏଜୁକେଶନ ଫାଉଣ୍ଡେସନ ଓ ଟିପିଡ୍ଲୁଓଡିଏଲ୍‌ର ମିଳିତ ଉଦ୍ୟମରେ ବଲାଙ୍ଗିର ସ୍ଥିତ ସ୍ୱାସ୍ଥ୍ୟସେବା ସହଯୋଗୀ ତାଲିମ କେନ୍ଦ୍ରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷ ସମସ୍ତ ମହିଳା ଏବଂ
Read More...

କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଉତ୍ତର ରଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ସମ୍ବଲପୁରରେ ଖୁବ

• ସିଜିଏଚଏସ୍ ହେଲଥ୍ ୱେଲନେସ୍ ସେଣ୍ଟର - ଧର୍ମେନ୍ଦ୍ର ପ୍ରଧାନ• ଏଥିପାଇଁ ସବୁ ପଦବୀ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିସାରିଛି• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ କୃତଜ୍ଞତା
Read More...

ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲଙ୍କ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ରାମେଶ୍ୱରୀ ଭୋଇ ଓ ମମତା
Read More...

କନସିଂହା ନୂଆପାଲିର ଲଳିତ କୁମାର ସାହୁ ହେଲେ ପଦ୍ମପୁର ବ୍ଳକ ତେଲି ସମାଜର ନୂତନ ବ୍ଲକ୍ ସଭାପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ କନସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଲି ଗ୍ରାମର ଲଳିତ କୁମାର ସାହୁ ପଦ୍ମପୁର ତେଲି ସମାଜର ନୂତନ ବ୍ଲକ୍ ସଭାପତି ରୂପେ ମନୋନୀତ ହୋଇଛନ୍ତି । ଫଳରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ସେ ନିଜର
Read More...

କପିଲାଭଟା ହାଇସ୍କୁଲରେ ବଙ୍ଗୋମୁଣ୍ଡା ବିଇଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉଚ୍ଚ ବିଦ୍ୟାଳୟ ସମୂହ ପ୍ରଧାନଶିକ୍ଷକ, ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ଆନୁକୂଲ୍ୟରେ ଆଜି ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କପିଲାଭଟା ଠାରେ ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠନାଥ ଶବରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
Read More...

ମହିଳା ଦିବସ ପାଳନ ଅବସରରେ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଶୀର୍ଷକ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବଲାଙ୍ଗିର ସହରସ୍ଥିତ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଶୀର୍ଷକ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କୁ ଶାରୀରିକ ଓ
Read More...

ପ୍ରଭାବତୀ ପବ୍ଲିକ୍ ସ୍କୁଲ୍ ତରଫରୁ ଜୁନିଅର୍ ୱିଙ୍ଗସ ଠାରେ ପେରେଣ୍ଟସ୍‌ ଓରିଏଣ୍ଟେସନ୍ ପ୍ରୋଗ୍ରାମ କାର୍ଯ୍ୟକ୍ରମ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ୍ ସ୍କୁଲ୍ ତରଫରୁ ଶନିବାର ସନ୍ଧ୍ୟାରେ ଜୁନିଅର୍ ୱିଙ୍ଗସ ଠାରେ ପେରେଣ୍ଟସ୍ ଓରିଏଣ୍ଟେସନ୍ ପ୍ରୋଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍କୁଲ ଶିକ୍ଷୟିତ୍ରୀମାନେ ଆସିଥିବା ସମସ୍ତ
Read More...