ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ପାକ୍ ଆତଙ୍କୀ ସଂଗଠନର ୪ ଜଣ ଡାକ୍ତର ଗିରଫ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ ପାକ୍ ଆତଙ୍କୀ ସଂଗଠନର ୪ ଜଣ ଡାକ୍ତର ଗିରଫ ହୋଇଥିବା ଜଣାଯାଇଛି । ଭୟଙ୍କର ବିସ୍ଫୋରଣ ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ, ଦିଲ୍ଲୀରେ ଏବେ ହାଇ ଆଲର୍ଟ ଜାରି ରହିଛି । ଏହି!-->…
Read More...
Read More...