ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ଅଭିଯୋଗ : ଏସ୍‌ପି କାର୍ଯ୍ୟାଳୟର ଦ୍ୱାରସ୍ଥ ଆମ ଆଦମୀ ପାର୍ଟି

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇପଡିଥିବା ବେଳେ ସୁଦୃଢ କରିବା ପାଇଁ ମଙ୍ଗଳବାର ଏସ୍‌ପି କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଥିଲେ ଆମ ଆଦମୀ ପାର୍ଟି । ବରଗଡ଼ ଜିଲ୍ଲାରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଅପରାଧୀ କାର୍ଯ୍ୟ କଳାପ ବୃଦ୍ଧି
Read More...

ଅସହାୟ ବୃଦ୍ଧଙ୍କୁ ସାହାରା ଦେଲା ପଶ୍ଚିମ ଓଡିଶା ଯୁବାମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତୁପାଉଡ଼ାର ପଞ୍ଚାୟତର ସାଲେଭଟା ଗାଁରେ ପାଖାପାଖି ୭୦ ବର୍ଷୀୟ ଜଣେ ଅଜଣା ବ୍ୟକ୍ତି ଗାଁକୁ ୧୫ ଦିନ ହେଲା ଆସି ରହିଯାଇଥିଲେ । ସେ ଅଜଣା ରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କ ଗୋଡରେ ଘା' ହୋଇଥିଲା । ଏପରିକି ସେହି ଘା'ରେ
Read More...

ସମ୍ପ୍ରଦାୟ ସ୍ତରୀୟ ହିତାଧିକାରୀମାନଙ୍କ ସହିତ ପରାମର୍ଶ ବୈଠକ କାର୍ଯ୍ୟକ୍ରମ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ପ୍ରଗତି ମଣ୍ଡପ, ସୁନ୍ଦରଗଡ଼ ପରିସରରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାର ସମ୍ପ୍ରଦାୟ ସ୍ତରୀୟ ହିତାଧିକାରୀମାନଙ୍କ ସହିତ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଥିଲା । ଯାହା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ ନେଦରଲ୍ୟାଣ୍ଡର ଦୂତାବାସର ସହଯୋଗରେ
Read More...

ପଲସଦା ଆରୋଗ୍ୟ କେନ୍ଦ୍ର ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ସ୍ଥିତ ଆୟୁଷ ଆରୋଗ୍ୟ କେନ୍ଦ୍ର ବୁଧବାର ଶୁଭ ଉଦଘାଟନ ହୋଇଯାଇଛି । ଏହାକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଦମୟନ୍ତୀ ସାହୁ ସ୍ୱାମୀ ଗିରିଧାରୀ ସାହୁ ୫୦ଡିସମିଲ ଜମି ଦାନ
Read More...

୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଫସଫେଟ ଓ ପଟାସ ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡିକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ଫସଫେଟ ଏବଂ ପଟାସ (ପିଆଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦର ସ୍ଥିର କରିବା ଲାଗି ସାର ବିଭାଗର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରବି ଋତୁ ୨୦୨୫-୨୬
Read More...

ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସନ୍ଦର୍ଭ ସର୍ତ୍ତାବଳୀକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରି ମିଳିଛି । ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଏକ ଅସ୍ଥାୟୀ ସଂସ୍ଥା ରୂପେ ଗଠିତ ହେବ । ଆୟୋଗରେ ଜଣେ
Read More...

ଭୁବନେଶ୍ୱର-ରାଉରକେଲା ରାଜପଥ ଏବଂ ରାଉରକେଲା ଅଞ୍ଚଳରେ ନେଟୱାର୍କ ଗୁଣବତ୍ତା ଆକଳନ କଲା ଟ୍ରାଇ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟିଆରଏଆଇ) ୨୦୨୫ ଅଗଷ୍ଟ ମାସରେ ଭୁବନେଶ୍ୱରରୁ ରାଉରକେଲା ରାଜପଥ ଏବଂ ରାଉରକେଲା ସହର ତଥା ଓଡ଼ିଶା ଲାଇସେନ୍ସପ୍ରାପ୍ତ ସେବା କ୍ଷେତ୍ର (ଏଲଏସଏ) ପାଇଁ ଏହାର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡିଟି) ଫଳାଫଳ ପ୍ରକାଶ କରିଛି। ଟ୍ରାଇ
Read More...

ଅଷ୍ଟମ ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ଉଦଘାଟନ କଲେ ରାଷ୍ଟ୍ରପତି

ସୌରଶକ୍ତି କେବଳ ବିଦ୍ୟୁତ ଉତ୍ପାଦନ ନୁହେଁ, ବରଂ ସଶକ୍ତୀକରଣ ଏବଂ ସମାବେଶୀ ବିକାଶ ମଧ୍ୟ : ରାଷ୍ଟ୍ରପତିଆମେ ଯେତେବେଳେ ବୃହତ ସୌରଶକ୍ତି କେନ୍ଦ୍ରର ସ୍ଥାପନା କରୁଛୁ, ଆମେ ଉକ୍ତ ଅଞ୍ଚଳର ପରିବେଶ ସନ୍ତୁଳନ ସୁରକ୍ଷା ସୁନିଶ୍ଚିତ କରିବା ଉଚିତ୍ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ,
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଅକ୍ଟୋବର ୨୭ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ
Read More...

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଫ୍ଲାଏ ଆସ୍ ବ୍ୟବହାର ଉପଯୋଗୀ ନେଇ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଆନୁକୂଲ୍ୟରେ ଫ୍ଲାଏ ଆସ୍ ଉପଯୋଗ କରି ନିମ୍ନ ଓ ଖାଲୁଆ ଭୂମିମାନଙ୍କୁ ବ୍ୟବହାର ଉପଯୋଗୀ କରିବା ନେଇ ଏକ କର୍ମଶାଳା ଝାରସୁଗୁଡା ଆଂଚଳିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫ୍ଲାଏ ଆସ୍ ଉପଯୋଗୀ
Read More...