ରାଷ୍ଟ୍ର ସେବକ ସେବାରେ କୁଶମେଲ ପଞ୍ଚାୟତର ୮ ବୀର ଯବାନ ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ ସରପଞ୍ଚ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶମେଲ ପଞ୍ଚାୟତରୁ ରାଷ୍ଟ୍ର ସେବା ପାଇଁ ୮ ଜଣ ବୀର ଯବାନ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ ଯବାନ ପରିବାର ସହ ଗାଁ ରେ ଉତ୍ସାହର ମାହୋଲ ରହିଛି । ତେବେ ସ୍ଥାନୀୟ ସରପଞ୍ଚ ସମସ୍ତ ବୀର ଯବାନଙ୍କୁ ଏକାଠି କରି ସମ୍ବର୍ଦ୍ଧିତ
Read More...

ତୁଷୁରା କ୍ଲଷ୍ଟରର ଶିକ୍ଷକମାନଙ୍କ ବୌଦ୍ଧ ବିହାର ଜିରାଙ୍ଗକୁ ଶୈକ୍ଷିକ ଭ୍ରମଣ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ତୁଷୁରା ଏନ୍‌ଏ‌ସି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କନ୍ଧମାଳ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଶୈକ୍ଷିକ ଭ୍ରମଣ ହୋଇଛି । ସିଆରସିସି ଜଗମୋହନ ତ୍ରିପାଠୀଙ୍କ ନେତୃତ୍ୱରେ ଗତ ୧୭ ତାରିଖ ରାତି ୧୨ଟାରେ ତୁଷୁରାରୁ ବାହାରି ପ୍ରଥମେ
Read More...

ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ବଣଭୋଜି କାର୍ଯ୍ୟକ୍ରମ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ନିକଟବର୍ତ୍ତୀ ପୂଜା ଡୁଙ୍ଗୁରି
Read More...

ଠିକାଦାର ସଂଘର ପ୍ରେସମିଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସାମ୍ବାଦିକ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘ ତରଫରୁ ଏକ ପ୍ରେସମିଟର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଦୁଇଟି ପ୍ରସଙ୍ଗ ଥିଲା ବଲାଙ୍ଗିର ଜିଲ୍ଲା ଠିକାଦାର ସଂଘ ତରଫରୁ ସ୍ଥିର କରିଥିଲୁଁ । ଯେ ଅନ୍ୟ ଜିଲ୍ଲାର ଠିକାଦାରମାନେ ବଲାଙ୍ଗିର
Read More...

ହରଗୌରୀ ମନ୍ଦିରରେ ପାଞ୍ଚଦିନ ବ୍ୟାପି ମକର ମେଳା ମହୋତ୍ସବ ଉଦଯାପିତ

ବଲାଙ୍ଗିର ସଦରବ୍ଲକ, (ରାଜେଶ ଦଣ୍ଡସେନା) : ପାଞ୍ଚଦିନ ବ୍ୟାପୀ ଶିବତଲା ହରଗୌରି ମନ୍ଦିର ଠାରେ ମକର ମେଳା ମହୋତ୍ସୋବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବକୁ ଶିବତଲା, ଲୁଚକିବନ୍ଧ, ରଘୁପାଲିର ଜନସାଧାରଣ ସମସ୍ତେ ମିଶି ସହଯୋଗ ଓ ପରିଚାଳନା ଦାୟିତ୍ଵ ନେଇ ସୂଚାରୁ ରୂପେ ତୁଲାଇଥିଲେ।ଉକ୍ତ ଉତ୍ସବରେ
Read More...

ଉନ୍ନୟନ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଙ୍ଗୋମୁଣ୍ଡା ବ୍ଲକର ୪ ପିଇଓ ଏବଂ ୨ ଡିଇଓଙ୍କ ମାସକର ଦରମା ବନ୍ଦ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକରେ ସରକାରୀ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ଆକ୍ସନ ନେଇଛି । ବଙ୍ଗୋମୁଣ୍ଡା ବ୍ଲକର କାର୍ଯ୍ୟରତ ୪ ଜଣ ପିଇଓ ଏବଂ ୨ ଜଣ ଏଡିଇଓଙ୍କ ମାସକର
Read More...

ଅସୁସ୍ଥ କଣ୍ଠଶିଳ୍ପୀ ପ୍ରକାଶ ଜାଲଙ୍କୁ ମେଡିକାଲରେ ଭର୍ତ୍ତି କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାଟିର ଗରିବ ଦୁଃଖ ସୁଖର ସାଥୀ ଚାଷୀ ପୁଅ । ଭାରତୀୟ ଜନତା ପାର୍ଟିର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରକାଶ ଜାଲଙ୍କୁ ଗାଡ଼ିରେ ବଲାଙ୍ଗିର ମୁଖ୍ୟ
Read More...

ଜୁଆ ଆଡ୍ଡା ଉପରେ ରାମପୁର ପୋଲିସର ଚଢ଼ାଉ

ସୁବର୍ଣ୍ଣପୁର/ରାମପୁର, (ରାଜ କିଶୋର ତ୍ରିପାଠୀ) : ଭିନ୍ନ ଭିନ୍ନ ସ୍ଥାନ ଜୁଆ ଆଡ୍ଡାରେ ଚଢାଉ କରି ଚାରିଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଣ୍ଡକିଟାଲ ଛକ ନିକଟରେ ଏକ ଜୁଆ ଆଡ୍ଡା ଉପରେ ରାମପୁର ପୋଲିସ ଚଢ଼ାଉ କରିଥିଲା । ସେଠାରୁ
Read More...

ବେଆଇନ ବାଣ କାରଖାନାରେ ଅଗ୍ନିକାଣ୍ଡ : ଜଣେ ମୃତ

କଟକ, (କେପିଏନ୍‌ଏସ୍‌) : ବେଆଇନ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଆହତ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାଟି ଘଟିଛି କଟକ ସଦର ଥାନା ଅନ୍ତର୍ଗତ ଖଲରଧା ପ୍ରଦୀପ ପ୍ୟାଲେସ ସମୁଖରେ ଥିବା ସାମଲ ସାହିରେ । ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ସ୍ଥାନରେ
Read More...

ଧରମ ସିଂହ ମାନ୍ଧାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଚତୁର୍ଥ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଆଟଗାଁ ପଂଚାୟତ ଆଟଗାଁ ପଡିଆରେ ଚାଲିଥିବା ଧରମ ସିଂହ ମାନ୍ଧାତା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ୪ ଟି ଟିମ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଦିବସର ପ୍ରଥମ ମ୍ୟାଚ ପଣ୍ଡରାପିଟା ଓ ମହଲେଇ, ଦ୍ଵିତୀୟ ମ୍ୟାଚ ବିଜାଖମନ ଓ
Read More...