ବରଗଡ଼ ଜିଲ୍ଲାର ଚାଷୀଙ୍କ ଧାନ ବଜାରରୁ ଉଠାଯାଉ ନଥିବାରୁ ଏକ ରାଲିର ଆୟୋଜନ
ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ଚାଷୀଙ୍କ ଧାନ ବଜାରରୁ ଉଠାଯାଉ ନଥିବାରୁ, କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କର ହଜାର ହଜାର ସମର୍ଥକଙ୍କ ସହିତ ଲାମ୍ବା ବିଲଡିଂରୁ ଗାନ୍ଧୀ ଚୌକ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରିଥିଲେ । ସେଠାରେ ସେ ଚାଷୀଙ୍କ ସମସ୍ୟାର ସ୍ୱର ଉଠାଇ!-->…
Read More...
Read More...