ଅଙ୍କିତ ସାହୁ ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିର୍ବାଚିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଙ୍କିତ ସାହୁ ଲଗାତାର ଦ୍ୱିତୀୟ ଥର ପାଇଁ ଭାରତୀୟ ଯୁବ କଂଗ୍ରେସ ଜାତୀୟ ପ୍ରବକ୍ତା ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି । ଯୁବପିଢି ମାନଙ୍କ ସମସ୍ୟା ଉପରେ ସ୍ପଷ୍ଟ ଓ ଦୃଢ ସ୍ୱର ଉତ୍ତେଳନ କରୁଥିବା ଶ୍ରୀ ସାହୁ ରାଷ୍ଟ୍ରୀୟ ତଥା ରାଜ୍ୟ ସ୍ତରରେ!-->…
Read More...
Read More...