ମନରେଗା ଯୋଜନା ଫେରାଇବାକୁ ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟିର ଦାବି
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ସଭାପତି ନରେଶ ବାଗଙ୍କ ଉପସ୍ଥିତିରେ ମନରେଗା ବଞ୍ଚାଅ ଧାରଣା ସଭା ପୁଇଁନ୍ତଲା ବ୍ଲକ ସାମ୍ନାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାର ଉଦ୍ଦେଶ୍ୟ ହେଲା ସରକାର ମାହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଆଇନ!-->…
Read More...
Read More...