ପଦ୍ମପୁର ଏନ୍.ଏ.ସି.ରେ ନିୟମ ଉଲ୍ଲଂଘନ କରି ଚାଲିଛି ଆମିଷ ଦୋକାନ : ପ୍ରଶାସନର ଦୃଷ୍ଟି ଆକର୍ଷଣ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରରେ ଛତୁଫୁଟିଲା ପରି ଖୋଲି ଚାଲିଛି ଆମିଷ ଦୋକାନ । ଆମିଷ ବ୍ୟବସାୟୀ ନିୟମ ଅନୁସରଣ ନକରି ଆମିଷ ଦୋକାନ ଖୋଲି ଚଳାଉଥିବା ଅଭିଯୋଗ ହେଉଛି । ମନଇଚ୍ଛା ଆମିଷ ବ୍ୟବସାୟୀ ମାନେ କଲେଜ ରୋଡ, ଜଗଦଳପୁର ରୋଡ, ବରଗଡ ରୋଡ, ଗାଇସିଲେଟ ରୋଡ, ପାଟଣାଗଡ ରୋଡ
Read More...

ସ୍ୱାଭିମାନ ପରିବାର ଦ୍ଵାରା ସ୍ୱେଚ୍ଛାସେବୀ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଭିମାନ ପରିବାର ଦ୍ୱାରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗଲପୁର ଠାରେ ସ୍ୱାସ୍ଥ୍ୟସେବା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଆଗଲପୁର ଥାନା ଅଧିକାରୀ
Read More...

ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ର ୩୨ତମ ବାର୍ଷିକ ରାଜ୍ୟ ସ୍ତରୀୟ ଶ୍ରୋତା ସମ୍ମିଳନୀ ବରଗଡ଼ସ୍ଥିତ ସାମ୍ବାଦିକ ଭବନ ଠାରେ ପାଳିତ ହୋଇଥିଲା । ସଭାପତି ଜଗନ୍ନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ସନ୍ତୋଷ ପିଙ୍ଗ ଆକାଶବାଣୀ ସମ୍ବଲପୁର,
Read More...

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ସପ୍ତାହ ପାଳିତ

"ଭତରା ଆଦିବାସୀଙ୍କ କଳା ସଂସ୍କୃତି ପୁସ୍ତକ ଦାନ" ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ ଷ୍ଟେସନ ବଜାରରେ ଥିବା ଶ୍ୟାମ ସୁନ୍ଦର ପାଠାଗାର ଓ ସଂଗ୍ରହାଳୟ ପରିସରରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ସପ୍ତାହ ତା.
Read More...

ଜୟପାଟଣା ଦ୍ରୋଣାଚାର୍ଯ୍ୟ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆୟୋଜିତ

ଜୟପାଟଣା, (ଶେଷଦେବ ବେହେରା) : ସ୍ଥାନୀୟ ଦ୍ରୋଣାଚାର୍ଯ୍ୟ ଇଂରାଜୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପି ଆଦିବାସୀ ମୋର୍ଚ୍ଚା ଉପ ସଭାପତି ବିଜୟ କୁମାର ଦିଶାରି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ
Read More...

ପୂର୍ବତନ ଶିକ୍ଷକ ତଥା ବିଶିଷ୍ଠ ବ୍ୟବସାୟୀଙ୍କ ପରଲୋକ : ବଣିକ ସଂଘ ତରଫରୁ ଦୋକାନ ବଜାର ବନ୍ଦ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୂର୍ବତନ ସହକାରୀ ବିଜ୍ଞାନ ଶିକ୍ଷକ ତ‌ଥା ବିଶିଷ୍ଠ ବ୍ୟବସାୟୀ ରାମକୃଷ୍ଣ ଦାସଙ୍କ ୮୭ ବର୍ଷରେ ଭୁବନେଶ୍ଵର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଶଯ୍ୟା
Read More...

ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ରାଉରକେଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂସ୍ଥାନର ସଭାପତି ପ୍ରସନ୍ନ କୁମାର ବିନ୍ଧାଣୀ ସଭାପତିତ୍ୱ କରିଥିଲେ । ଆଗାମୀ ସେପ୍ଟେମ୍ବରରେ ହେବାକୁ ଥିବା ହିନ୍ଦୀ ଦିବସ
Read More...

ମ୍ୟୁଜିକ୍ ସର୍କଲର ୪୯ତମ ବସନ୍ତୋତ୍ସବ ଆସନ୍ତା ମାର୍ଚ୍ଚ ୨୦ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : :ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ 'ମ୍ୟୁଜିକ୍ ସର୍କଲ' ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ - ବସନ୍ତ ଉତ୍ସବ - ୨୦୨୬ ଆସନ୍ତା ୨୦, ୨୧ ଏବଂ ୨୨ ତାରିଖରେ ଅନୁଷ୍ଠାନର ନିଜସ୍ଵ ମେହେର ମଣ୍ଡପ ଠାରେ ମହାସମାରୋହରେ
Read More...

ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ନୂତନ ଭାବେ ଆତ୍ମପ୍ରକାଶ କରିଥିବା ପ୍ରତିବିମ୍ବ ନାଟ୍ୟାନୁଷ୍ଠାନ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ ଆସନ୍ତା ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ପ୍ରୟାସ କାର୍ଯ୍ୟାଳୟ
Read More...

ଏପ୍ରିଲ ୭ ରୁ ୧୧ ବନଦୁର୍ଗା ମହୋତ୍ସବ

ମା' ପାଟଣେଶ୍ୱରୀଙ୍କୁ ନିଉତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଦ ଦେଶରେ ଆସନ୍ତା ଏପ୍ରିଲ ୭ ରୁ ୧୧ ତାରିଖ ପର୍ଯ୍ୟନ୍ତ ବନଦୁର୍ଗା ମହୋତ୍ସବ ଅନୁଷ୍ଠିତ ହେବ । ପ୍ରାକ୍ତନ ପାଟଣାରାଜ୍ୟର ଅଧିଷ୍ଠାତ୍ରୀ ଦେବୀ
Read More...