ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟାଙ୍ଗନା ଅଳକା ସାହୁ ହସ୍ପିଟାଲରେ ଭର୍ତ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟସ୍ତରରେ ଖ୍ୟାତିସମ୍ପନ୍ନ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟାଙ୍ଗନା ଡଃ. ଅଳକା ସାହୁ (୫୦) ସୋମବାର ସକାଳୁ ଅଚାନକ ତାଙ୍କରି ସ୍ଵାସ୍ଥ୍ୟ ସମସ୍ୟା ଉପୁଜି ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମ୍ୟାଡମଙ୍କ ଅଚାନକ ରକ୍ତଚାପ
Read More...

ପୁତୁରାର ଆକ୍ରମଣରେ ଖୁଡି ଆହତ

ବଲାଙ୍ଗିର, (କେପଏନ୍‌ଏସ୍‌) : ଧାରୁଆ ଅସ୍ତ୍ରରେ ଖୁଡିଙ୍କୁ ଆକ୍ରମଣ କଲା ପୁତୁରା । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଚାଉଳିଆ ଗ୍ରାମରେ । ପାରିବାରିକ ବିବାଦରୁ ମଦ୍ୟପ ପୁତୁରାଙ୍କ ଏଭଳି ଉତ୍ପାତ ଦେଖିବାକୁ ମିଳିଛି । ଖବର ଅନୁସାରେ ଚାଉଳିଆର ସୁଶିଳା
Read More...

ନୃସିଂହ ନାଥ ଜନ୍ମୋତ୍ସବ ୨୦୨୬ ପାଇଁ ବ୍ୟାପକ ପ୍ରସ୍ତୁତି : ୨୬ ଏପ୍ରିଲରୁ ଆରମ୍ଭ ହେବ ବିଶ୍ୱ ଶାନ୍ତି ମହାଯଜ୍ଞ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଧାମରେ ଆସନ୍ତା ନୃସିଂହନାଥ ଜନ୍ମୋତ୍ସବ ୨୦୨୬ ଉତ୍ସବକୁ ନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭକ୍ତ ମଣ୍ଡଳୀଙ୍କ ଉପସ୍ଥିତିରେ ଭଗବାନ ନୃସିଂହନାଥଙ୍କ ଜନ୍ମୋତ୍ସବ
Read More...

ବିଶ୍ୱ ଖାଉଟି ଅଧିକାର ଦିବସ -୨୦୨୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଖାଉଟିମାନଙ୍କ ଭିତରେ ଅଧିକ ସଚେତନତା ଆବଶ୍ୟକ ରହିଛି ବୋଲି ବିଶ୍ୱ ଖାଉଟି ଅଧିକାର ଦିଵସ ବଲାଙ୍ଗିରରେ ମତ ପ୍ରକାଶ ପାଇଛି । ବଲାଙ୍ଗିର ପତିତପାବନ ଏକାଡ଼େମୀ ସଭାଗୃହରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବୈଧ ମାପ ବିଜ୍ଞାନ
Read More...

ମନରେଗା କାର୍ଯ୍ୟରେ ହେରାଫେରି ଅଭିଯୋଗ : ଖବର ପ୍ରକାଶ ପରେ ହଟିଲା ସୂଚନା ଫଳକ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡଡକଲା ପଞ୍ଚାୟତର ଗୁର୍ଲଗୁଡ଼ା ଗ୍ରାମରେ ଥିବା ଏକ ପୋଖରୀ ଉନ୍ନତିକରଣ କାର୍ଯ୍ୟରେ ମନରେଗା ଯୋଜନାରେ ହେରାଫେରି ହୋଇଥିବା ଅଭିଯୋଗ ହୋଇଛି । ଏହି ପୋଖରୀ କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଦେଇଥିବା ଗୋଟିଏ ଫଳକରେ
Read More...

ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ମୂଲ୍ୟାଙ୍କନ ପରୀକ୍ଷା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକର ସମସ୍ତ କ୍ଳଷ୍ଟରର ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ସହ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ବିନୋଦିନୀ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ସାମାଜିକ ସେବା ପାଇଁ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସହଯୋଗ ଫାଉଣ୍ଡେସନ୍ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଇଁ ଏକ ଗୌରବମୟ ମୁହୂର୍ତ୍ତ ସୃଷ୍ଟି ହୋଇଥିଲା, ଯେତେବେଳେ ପ୍ରସିଦ୍ଧ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନକୁ ସମ୍ବଲପୁରରେ ଆୟୋଜିତ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଓଡିଶା ପ୍ରାଦେଶିକ
Read More...

ଇନଟାକ୍ ପକ୍ଷରୁ ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କଳା, ସଂସ୍କୃତି ଓ ଐତିହ୍ୟର ସୁରକ୍ଷା ଦିଗରେ କାର୍ଯ୍ୟରତ ସର୍ବଭାରତୀୟ ଅନୁଷ୍ଠାନ ଇନ଼ଟାକର ସୋନପୁର ଚ୍ୟାପ୍ଟର ତରଫରୁ ସୋନପୁର ସହରର ଅଷ୍ଟଶମ୍ଭୁ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଞ୍ଚରଥ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଥିବା
Read More...

ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ଦ୍ଵିତୀୟ ଦିବସ
     

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ଦ୍ଵିତୀୟ ଦିବସରେ ବେଦ ଆବାହନ, ଯଜ୍ଞ ଆହୁତି, ବିଚାର ଗୋଷ୍ଠି, ଦେବ ଦମ୍ପତି ସମ୍ମିଳନୀ ଓ ଦୀପ ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର
Read More...

ବନ୍ଧପଡ଼ା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବନ୍ଧପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ଭୋଇ ଉଦଘାଟନ କରିଥିଲେ । ଏହି ଉତ୍ସବରେ ସିଆରସିସି ପ୍ରଦୀପ ଜେନା, ପ୍ରଧାନ ଶିକ୍ଷକ ଭୀମସେନ ଦଣ୍ଡସେନା, ରାଜୁ
Read More...