ବାଲିଗୁଡାରେ କଟକର ବୁଲା ବ୍ୟବସାୟୀଙ୍କ ମୃତ୍ୟୁ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ବୁଲା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ପ୍ରକାଶ ଯେ, ରାତ୍ରି ଭୋଜନ ସାରି ଲର୍ଜରେ ଶୋଇଥିବା ବେଳେ ଭୋର୍ ସକାଳୁ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ବ୍ୟବସାୟୀ । ଲର୍ଜ କର୍ମଚାରୀଙ୍କ ସହାୟତାରେ ଡ଼ାକ୍ତରଖାନା ନେଲେ!-->…
Read More...
Read More...