ଦେବଙ୍ଗ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଦେବଙ୍ଗ ଖେଳ ପଡିଆରେ ତା.୧୬/୧୨/୨୦୨୫ ରୁ ତା.୧୭/୧୨/୨୦୨୫ ଦୁଇଦିନ ଧରି ନବମ ଓ ଦଶମ ଶ୍ରେଣୀର କ୍ରୀଡାବିତ୍ ମାନଙ୍କୁ ନେଇ ଶୃଙ୍ଖଳାର ସହିତ ଚୁଡାନ୍ତ ଦିବସରେ କ୍ରୀଡା ସମ୍ପନ୍ନ
Read More...

ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ୍‌ ବାନ୍ଦୁପଲା କ୍ଲଷ୍ଟର ଅନ୍ତର୍ଗତ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନଶିକ୍ଷକ ଜିତେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଚଲକି ଗ୍ରାମ ପଞ୍ଚାୟତ
Read More...

ଓମାନର ମହାମହିମ ସୁଲତାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କଟରେ ଓମାନର ମହାମହିମ ସୁଲତାନ ହାଇଥାମ ବିନ ତାରିକଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଜପ୍ରାସାଦରେ ପହଞ୍ଚିବା ପରେ ମହାମହିମ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହ ଆନୁଷ୍ଠାନିକ ସ୍ୱାଗତ ମଧ୍ୟ
Read More...

ଓମାନରେ ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମସ୍କଟରେ ଭାରତୀୟ ସମୁଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଦର୍ଶକମାନଙ୍କ ମଧ୍ୟରେ ବିଭିନ୍ନ ଭାରତୀୟ ବିଦ୍ୟାଳୟର ୭୦୦ରୁ ଅଧିକ ଛାତ୍ରଛାତ୍ରୀ ସାମିଲ ଥିଲେ। ଚଳିତ ବର୍ଷଟି ଓମାନରେ ଥିବା ଭାରତୀୟ ବିଦ୍ୟାଳୟଗୁଡ଼ିକ
Read More...

ସବକା ବୀମା ସବକୀ ରକ୍ଷା (ବୀମା ଆଇନ ସଂଶୋଧନ) ବିଲ୍, 2025 ସଂସଦରେ ଗୃହୀତ

• ବୀମା କମ୍ପାନୀଗୁଡ଼ିକରେ 100% ପର୍ଯ୍ୟନ୍ତ ଏଫଡିଆଇକୁ ଅନୁମତି• ବୀମା ସୁରକ୍ଷାକୁ ଆହୁରି ଗଭୀର କରିବା, ବ୍ୟବସାୟିକ ସୁଗମତା ଯୋଗାଇ ଦେବା ଏବଂ ନିୟାମକ ତଦାରଖ ଓ ପ୍ରଶାସନରେ ସୁଧାର ଆଣିବ ଏହି ବିଲ୍• ଏହାଦ୍ୱାରା ପୁଞ୍ଜି ବୃଦ୍ଧି କରିବା, ଉନ୍ନତ ପ୍ରଯୁକ୍ତିକୁ ଆପଣେଇବା ଏବଂ ବୀମା
Read More...

ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଭିଡ଼ ପରିଚାଳନା ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଆରମ୍ଭ କରିଛି ଭାରତୀୟ ରେଳ

୨୪୪ଟି ଯାତ୍ରା ପାଇଁ ବିଜ୍ଞପ୍ତି ପୂର୍ବରୁ ଜାରିଆଗାମୀ ଦିନରେ ଆହୁରି ଯାତ୍ରା ଘୋଷଣା କରାଯିବ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳ ଯାତ୍ରୀଙ୍କ ଆଶା କରାଯାଉଥିବା ଭିଡ଼କୁ ଦୃଷ୍ଟିରେ ରଖି ଖ୍ରୀଷ୍ଟମାସ ଏବଂ ନୂତନ ବର୍ଷରେ ଆଠଟି ଜୋନ୍ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା
Read More...

ଯାତ୍ରୀଙ୍କୁ ସ୍ଥାନୀୟ ଖାଦ୍ୟ ପରଷିବାକୁ ରେଳବାଇର ପଦକ୍ଷେପ

ବନ୍ଦେ ଭାରତ ଏକ୍ସପ୍ରେସରେ ଉପଲବ୍ଧ ସୁସ୍ୱାଦୁ ଓଡିଆ ଖାଦ୍ୟ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ 'ବନ୍ଦେ ଭାରତ’ ଟ୍ରେନରେ ଯାତ୍ରୀମାନଙ୍କୁ ସ୍ଥାନୀୟ ଖାଦ୍ୟ ପରଷିବା ପାଇଁ ପଦେକ୍ଷପ ଗ୍ରହଣ କରିଛି । ଏହା ସହିତ ୨୨୮୯୫ ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନେ ଓଡିଆ
Read More...

ଶିଶୁପାଳଗଡ଼ ଐତିହ୍ୟ ସ୍ଥଳରୁ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନେଇଛି ଏଏସଆଇ: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର, (ପିଆଇବି) : ଭୁନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ଠାରେ ଥିବା ପ୍ରାଚୀନ ଐତିହ୍ୟସ୍ଥଳୀରୁ ବେଆଇନ ଜବରଦଖଲ ଉଚ୍ଛେଦ ଲାଗି ପ୍ରତ୍ନତତ୍ତ୍ୱ ବିଭାଗ ପଦକ୍ଷେପ ନେଇଥିବା କହିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଆଜି ରାଜ୍ୟ ସଭାରେ ଏ ସଂକ୍ରାନ୍ତ ଏକ
Read More...

ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜରାସିଂହା ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାରସମାଲ ପଞ୍ଚାୟତ ଅନ୍ତର୍ଗତ କନକପୁର ଖେଳ ପଡ଼ିଆରେ ଗତ ୧୪ ତାରିଖରୁ ହୋଇଆସୁଥିବା ଅଂଶୁମାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି । ମୋଟ ୧୬ଟି ଦଳ ଭାଗ ନେଇଥିବା ବେଳେ ବାଞ୍ଜିବାହାଲି ଦଳକୁ ହରାଇ ଜରାସିଂହା ଓ
Read More...

ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ବାର୍ଷିକ କ୍ରୀଡା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ଜ୍ଞାନ ଜ୍ୟୋତି ତପୋବନ ଶିକ୍ଷା ମନ୍ଦିରରେ ସୋମବାର ଦିନ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପାଞ୍ଜଳି ହୋତା
Read More...