ସୁନ୍ଦରଗଡ଼ ଦିବସ ଉପଲକ୍ଷେ ହେବାକୁ ଥିବା ସାଂସ୍କୃତିକ ଶୋଭାଯାତ୍ରା ଆୟୋଜନ ନେଇ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆସନ୍ତା ଜାନୁଆରୀ ୧ ତାରିଖ ଦିନ ହେଉଛି ସୁନ୍ଦରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ବା "ସୁନ୍ଦରଗଡ଼ ଦିବସ" । ସ୍ଥାନୀୟ ନାରୀ କଲ୍ୟାଣ କେନ୍ଦ୍ର ପଡ଼ିଆ ଠାରେ ଜାନୁୟାରୀ ୧ ଓ ୨ ତାରିଖରେ ସୁନ୍ଦରଗଡ଼ ଦିବସ ଆୟୋଜିତ ହେବ । ଏହି ଅବସରରେ ଜାନୁୟାରୀ ୧ ତାରିଖରେ
Read More...

ୱାସିଡିଏ ପକ୍ଷରୁ “ଯତ୍ନଦାତା ମାନଙ୍କର ଉତ୍ସବ -୨୦୨୫” ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଭାବକ ବିହୀନ ଓ ସଂବେଦନଶୀଳ ଶିଶୁମାନଙ୍କ ଜୀବନରେ ସ୍ନେହ, ସୁରକ୍ଷା ଓ ଭରସାର ଆଧାର ସାଜିଥିବା ଯତ୍ନଦାତା ମାନଙ୍କ ସର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ୟୁଥ୍ କାଉନସିଲ ଫର୍ ଡେଭଲପମେଣ୍ଟ ଏଜେନ୍ସି ପକ୍ଷରୁ "ଯତ୍ନଦାତାମାନଙ୍କର ଉତ୍ସବ"
Read More...

ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉଦଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପରିସରରେ ଧୁରିଆପଡା ଅଙ୍କ ଫାଉଣ୍ଡେସନ ଓ ସଷ୍ଟେନେବୁଲ ଇକୋନୋମିକ ଆଣ୍ଡ ଏଜୁକେସନାଲ ଡେଭେଲପମେଣ୍ଟ ସୋସାଇଟି ଇଣ୍ଡିଆ ତରଫରୁ ଗ୍ରାମାଞ୍ଚଳ ଗଣିତ ପ୍ରତିଭା ଅନ୍ୱେଷଣ
Read More...

କେସିଙ୍ଗା ଯୋଜନା ଡ୍ୟାମରେ ବିଜେପି ପାର୍ଟିର ବନ ବିହାର କାର୍ଯ୍ୟକ୍ରମ

କେସିଙ୍ଗା, (ପ୍ରୀତେଶ ପଟେଲ) : ଡିସେମ୍ବର ମାସ ଶେଷ ବେଳେ ସାରା ଭାରତ ବର୍ଷରେ ବନ ବିହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ କେସିଙ୍ଗା ବିଜେପି ପାର୍ଟି ତରଫରୁ ମଧ୍ୟ ଏକ ବନ ବିହାର କାର୍ଯ୍ୟକ୍ରମ ତହସିର ଯୋଜନା ଡ୍ୟାମ ଠାରେ ଅନୁଷ୍ଠିତ
Read More...

ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ସୁରଜ-୧୧ ଫୁଲବାଣୀ ପୁଲ୍ – ବିର ସେମି ଫାଇନାଲକୁ ପ୍ରବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ପୁଲ୍ - ବିର ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ ସୁରଜ-୧୧ ଫୁଲବାଣୀ ଓ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ମଧ୍ୟରେ
Read More...

ଜ୍ୟୋତିରାଣୀ ମିଶ୍ରଙ୍କ ଦୁଇଟି କବିତା ସଂକଳନ ମନ ମନ୍ଦିର ଓ ଶିଶୁ ରତନର ପାଠକାର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ପୀଢ଼ିକୁ ଗଢିବାକୁ, ସେମାନଙ୍କ ଭିତରେ ସୃଜନ ଭାବ, ସଚେତନତା ସୃଷ୍ଟି ପାଇଁ ସାହିତ୍ୟ ଏକ ବଳିଷ୍ଠ ମାଧ୍ୟମ । ଦ୍ୱନ୍ଦ୍ୱାତ୍ମକ ଜୀବନରେ ଉଚିତ ମାର୍ଗ ଅନ୍ୱେଷଣ ପାଇଁ ମଧ୍ୟ ସାହିତ୍ୟ ଆମକୁ ପ୍ରେରଣା ଦିଏ ବୋଲି ମତ ଦେଇଛନ୍ତି ବହୁ ବିଶିଷ୍ଟ ବକ୍ତା ।
Read More...

ଗନ୍ଧମାର୍ଦ୍ଦନ ଆନ୍ଦୋଳନର ସଂଗ୍ରାମୀ ଦଶରଥ ବେହେରାଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ବଞ୍ଚାଓ ବାଲକୋ ହଟାଓ ଆନ୍ଦୋଳନରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିବା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସାଲେପାଲି ଗ୍ରାମର ଦଶରଥ ବେହେରା ୯୩ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି । ସାଲେପାଲି ଠାରେ ପୋଲିସ ଦ୍ଵାରା ହୋଇଥିବା ଲାଠି ଚାଳନାକୁ
Read More...

ଶିକେର ପାଟ ମହୋତ୍ସବ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଖଡଙ୍ଗା ଅଞ୍ଚଳର ଭାଷା, ସାହିତ୍ୟ, ଲୋକ କଳା, ସଂସ୍କୃତି, ପ୍ରତିଭା, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁଁ ଘୁନା ମହୋତ୍ସବ ପଡିଆ ଠାରେ ଚାଲିଥିବା ଶିକେରପାଟ ମହୋତ୍ସବ ୨୦୨୫-୨୬ ଉଦଘାଟିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ରୋହିତ
Read More...

ଶ୍ରଦ୍ଧାର ରୌପ୍ୟ ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟାଙ୍ଗଙ୍କ ପାଇଁ ସମର୍ପିତ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାର ରୌପ୍ୟ ଜୟନ୍ତୀ ସମାରୋହ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଶ୍ରଦ୍ଧାର ସଭାପତି ଡ. ରାମକୃଷ୍ଣ ବିଶ୍ୱାଳଙ୍କ ସଭାପତିତ୍ୱ ଓ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର
Read More...

ମାଗଣା ସ୍ୱାସ୍ଥ୍ୟ ଶିବିର ସହ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର କୃପାସିନ୍ଧୁ ଭୋଇଙ୍କ ସୂର୍ଯ୍ୟକୃପା ନିବାସ ପରିସରରେ ଚାରିଦିନ ଧରି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମେଡ଼ିସିନ ବିଶେଷଜ୍ଞ ଡାକ୍ତର ସଂଜୀବ
Read More...