ପଦ୍ମପୁର ଅଶୋକ ଖେଳପଡିଆ ଠାରେ ୫ କୋଟି ୧୮ ଲକ୍ଷ ୧୧ ହଜାର ବ୍ୟୟରେ ନିର୍ମିତ ହେବ ଷ୍ଟାଡିୟମ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବୋଡ଼ାସମ୍ବର ଅଞ୍ଚଳର ସର୍ବ ପୁରାତନ ଅଶୋକ ଖେଳପଡିଆର ଉନ୍ନତି କରଣ ପାଇଁ ଦୀର୍ଘ ୨୪ ବର୍ଷ ଧରି ଦାବି କରାଯାଉଥିଲେ ବି ଗତ ସରକାର କୌଣସି ପଦକ୍ଷେପ ନେଇ ନ ଥିବାବେଳେ ଏବେ ଡବଲ ଇଞ୍ଜିନ ସରକାରଙ୍କ ମାତ୍ର ୧୮ ମାସ ଭିତରେ ଏଥେଲେଟିକ!-->…
Read More...
Read More...