ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

• ପ୍ରତ୍ୟେକ ଶିଶୁଙ୍କୁ ସମ୍ମାନଜନକ ଭବିଷ୍ୟତ ଦେବା ସମାବେଶୀ ଶିକ୍ଷାର ମୂଳ ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ• ସମାବେଶୀ ଶିକ୍ଷା କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଏକ ରାଷ୍ଟ୍ରୀୟ ସଂକଳ୍ପ• ସମାନ ସୁଯୋଗ, ସମ୍ମାନ ଏବଂ ସହଭାଗିତା ହିଁ ‘ବିକଶିତ ଭାରତ’ ଗଠନର ମାର୍ଗ ପ୍ରଶସ୍ତ କରିବ•
Read More...

ଜନସାଧାରଣ ଓ ଅଂଶୀଦାରଙ୍କ ପରାମର୍ଶ ପାଇଁ ଚିଠା ଜାତୀୟ ବିଦ୍ୟୁତ୍ ନୀତି-୨୦୨୬ ପ୍ରକାଶିତ

ନୂଆଦିଲ୍ଲୀ, (ପିଆଇବି) : ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆ ଚିଠା ଜାତୀୟ ବିଦ୍ୟୁତ୍ ନୀତି (ଏନଇପି),୨୦୨୬ ଜାରି କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ଯାହାର ମୂଳ ଲକ୍ଷ୍ୟ ‘ବିକଶିତ ଭାରତ–୨୦୪୭’ ଦୃଷ୍ଟିକୋଣ ଅନୁଯାୟୀ ଦେଶର ଶକ୍ତି କ୍ଷେତ୍ରର ସମଗ୍ର ରୂପାନ୍ତରଣ କରିବା ଅଟେ । ଏହି ନୀତି
Read More...

ଡାଭୋସରେ ଭାରତର ପ୍ରଭାବୀ ଶୁଭାରମ୍ଭ

• ଭାରତର ଏଆଇ ମଡେଲ ବିଶ୍ୱ ସମସ୍ୟା ପାଇଁ ଅଧିକ ପ୍ରାସଙ୍ଗିକ; ପଞ୍ଚମ ଶିଳ୍ପ ବିପ୍ଳବର ଯୁଗରେ ଆମେ ସର୍ବନିମ୍ନ ମୂଲ୍ୟରେ ସର୍ବାଧିକ ଲାଭ ପ୍ରଦାନ କରୁଛୁ: ଅଶ୍ୱିନୀ ବୈଷ୍ଣବ• ଏଆଇ ଭାରତରେ ଜନସାଧାରଣଙ୍କ ପାଖରେ ପ୍ରଯୁକ୍ତିବିଦ୍ୟା ପହଞ୍ଚାଉଛି; ଦକ୍ଷ ସେବା ପ୍ରଦାନ କରିବାରେ ସାହାଯ୍ୟ କରୁଛି:
Read More...

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

● ଦେଶ ଏଆଇ ପ୍ରସାର ତଥା ଆରଓଆଇ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି ବୋଲି ଡାଭୋସଠାରେ ବିଶ୍ୱ ଆର୍ଥିକ ମଞ୍ଚରେ କହିଲେ କେନ୍ଦ୍ର ମନ୍ତ୍ରୀ● ମଡେଲର ଆକାରରୁ ନୁହେଁ, ଅର୍ଥନୀତି ଏବଂ ନିୟୋଜନରୁ ଏଆଇର ଶକ୍ତି ଆସିଥାଏ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ● ସରକାର 38,000 ଜିପିୟୁ ମାଧ୍ୟମରେ ସୁଲଭ
Read More...

୨୦୩୦-୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)ର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

● ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ୟ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ ଏବଂ ନିଅଣ୍ଟ ଭରଣା ଲାଗି ପାଣ୍ଠି ଯୋଗାଣକୁ ମିଳିଲା ଅନୁମୋଦନ ନୂଆଦିଲ୍ଲୀ, (ପିଆଇବି) : ୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ । ଏହି ଯୋଜନାର
Read More...

ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କକୁ ଇକ୍ୟୁଟି ସହାୟତାକୁ କ୍ୟାବିନେଟ୍ ମଞ୍ଜୁରି

• ସିଡବି ପ୍ରତିଯୋଗିତାମୂଳକ ଦରରେ ଅତିରିକ୍ତ ସମ୍ବଳ ଯୋଗାଡ଼ କରିବା ଫଳରେ ଏମଏସଏମଇକୁ ଋଣ ପ୍ରବାହ ବୃଦ୍ଧି ପାଇବ• ପ୍ରାୟ 25.74 ଲକ୍ଷ ନୂଆ ଏମଏସଏମଇ ହିତାଧିକାରୀଙ୍କୁ ସାମିଲ କରାଯିବ ନୂଆଦିଲ୍ଲୀ, (ପିଆଇବି) : ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ
Read More...

ସର୍ବଭାରତୀୟ ୩୭ ତମ ଲାଲମନି କ୍ରିକେଟ : ସେମିରେ ବାପୁଜୀ କ୍ଲବ

କାଲି ବଲାଙ୍ଗିର ଓ ଭୁବନେଶ୍ୱର ମଧ୍ୟରେ ସେମି ଫାଇନାଲ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଆୟୋଜିତ ସର୍ବ ଭାରତୀୟ ଲାଲମନି କ୍ରିକେଟର ତୃତୀୟ ଦିବସରେ ରକେଟ ଏକାଦଶ (ମୁମ୍ବାଇ) ଓ ବାପୁଜୀ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା
Read More...

ଘୁଷୁରାମୁଣ୍ଡା ଫୁଟବଲ ପ୍ରତିଯୋଗିତା

ଘୁଷୁରାମୁଣ୍ଡା ସହିଦ୍ କ୍ଲବକୁ ହରାଇ ସିଆଲଝୁଡଙ୍ଗି ଫାଇନାଲରେ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ନେହେରୁ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ବୁଧବାର ସେମିଫାଇନାଲ ଖେଳ ଅନୁଷ୍ଠିତ
Read More...

ବାଲି ବୋଝେଇ ଟ୍ରକ୍ଟର ଜବତ : ଡ୍ରାଇଭର କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ବୁଧବାର ବରତୁଣ୍ଡା ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଡ଼୍ରାଇଭରଙ୍କୁ ଗିରଫ କରି ପାଇକମାଲ ପୁଲିସ କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ପାଇକମାଲ ପୁଲିସ ସେହି ବାଟ ଦେଇ
Read More...

ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମିନଗୁର ପଞ୍ଚାୟତ ଅନ୍ତର୍ଗତ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଏବଂ ମିନଗୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିଲା । ଉତ୍ସବର ପ୍ରଥମ ଅଧିବେଶନରେ
Read More...