କୋଟଗଡ଼ ଅଭୟାରଣ୍ୟରେ ହାତୀ ଆତଙ୍କ : କପା, ମୁଗ, ବିରି ଫସଲ ନଷ୍ଟ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ ଓ ଦୁର୍ଗାପାଙ୍ଗା ସେକ୍ସନର କିଛି ଅଞ୍ଚଳରେ ଉତ୍ପାତ କରୁଛନ୍ତି ୮ଟିକିଆ ହାତୀ ପଲ । ରାୟଗଡ଼ା ଜିଲ୍ଲା
Read More...

ଖଲିଆଭଟା ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା । ଆୟୋଜିତ ସମୂହ କ୍ରୀଡା ଗୁଡ଼ିକ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଦସ୍ୟ ମାନଙ୍କର ଅଯୋଧ୍ୟା ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା.୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ବନାରସ, ଅଯୋଧ୍ୟା ଏବଂ ପ୍ରୟାଗରାଜ ତୀର୍ଥ ଯାତ୍ରା ନିମନ୍ତେ ଆଜି ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଦସ୍ୟଗଣ ତାଙ୍କର ଧର୍ମପତ୍ନୀଙ୍କ ସହ ୨୦ ଜଣଯାତ୍ରୀ ବଲାଙ୍ଗିର ରେଳ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଛନ୍ତି । ମଂଚର
Read More...

ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କ୍ଲବର ପ୍ରେସ୍‌ମିଟ୍‌ : ଡିସେମ୍ବର ୨୪ରୁ ଆରମ୍ଭ ୩୦ରେ ଫାଇନାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ୨୯ତମ ଛିନ୍ଦେଇକେଲା ସର୍ବଭାରତୀୟ କ୍ରିକେଟ କପ ପାଇଁ ଆୟୋଜକ ସଭାପତି ଜତିନ୍ ସାହୁଙ୍କ ସଭାପତିତ୍ୱରେ ଏକ ପ୍ରେସ୍‌ମିଟ୍‌ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବରେ ସମାଜସେବୀ ନନ୍ଦିକିଶୋର ନନ୍ଦ, ମାଳତୀ
Read More...

ନଟରାଜ କଳା ପରିଷଦ ବଲାଙ୍ଗିରର ନାଟକ ମହୋତ୍ସବ

ଦ୍ୱିତୀୟ ସନ୍ଧ୍ୟାରେ ନାଟକ ଜମିଦାର ଓ ତ୍ରିଶଙ୍କୁ ମଞ୍ଚସ୍ଥ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦ ବଲାଙ୍ଗିର ନାଟକ ମହୋତ୍ସବ -୨୦୨୫ର ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମର ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତରଣୀସେନ ସୁନା
Read More...

ବନ୍ଦେ ଭାରତ ଟ୍ରେନରେ ମିଳିବ ସ୍ଥାନୀୟ ଖାଦ୍ୟ, ଧୀରେ ଧୀରେ ଅନ୍ୟ ଟ୍ରେନରେ ବି କରାଯିବ ପରିବେଷଣ

ଜାଲ୍ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନର ଫଳାଫଳ : ନୂଆ ୟୁଜର ଆଇଡି ସୃଷ୍ଟି ସଂଖ୍ୟା ପୂର୍ବରୁ ଦୈନିକ ୧ ଲକ୍ଷ ଥିବାବେଳେ ଏବେ ତାହା ୫୦୦୦କୁ ହ୍ରାସ୩.୦୩ କୋଟି ଆକାଉଣ୍ଟ ନିଷ୍କ୍ରିୟ କରାଯିବା ପରେ, ୨.୭୦ କୋଟି ଆକାଉଣ୍ଟକୁ ନିଲମ୍ବିତ କିମ୍ବା ସଂଦିଗ୍ଧ ଭାବେ ଚିହ୍ନଟ କରାଯାଇଛି
Read More...

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

"ବାର୍ଷିକ କ୍ରୀଡା ଶିଷ୍ଟାଚାର, ଶୃଙ୍ଖଳା ଓ ଦଳଗତ ଭାବନାର ମୂଲ୍ୟବୋଧ ଶିଖାଏ" ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ଅନ୍ତର୍ଗତ ମିର୍ଦ୍ଧାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ନାୟକଙ୍କ ଅଧ୍ୟକ୍ଷତାରେ
Read More...

୧୯ତମ ଜିଲ୍ଲା ସ୍ତରୀୟ ଜୁନିୟର ରେଡ଼କ୍ରସ ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ପିପିଲିପାଲି ସ୍ଥିତ ବିଶ୍ଵଭାରତୀ ଚିନ୍ତନ ଶିକ୍ଷା ନିକେତନ ଠାରେ ତିନି ଦିନ ଧରି ଅନୁଷ୍ଠିତ ଜିଲ୍ଲାସ୍ତରୀୟ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ
Read More...

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ : ୮୫୬ ମାମଲାରୁ ୫୪ ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଆଦାୟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଜଜ କୋର୍ଟ ପରିସରରେ ଚତୁର୍ଥ ଜାତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ପ୍ରାଧିକରଣର ସଭାପତି ତଥା ଜିଲ୍ଲା ଓ ଦୌରା ଜଜ ଧନୁର୍ଦ୍ଧର ସେନାପତିଙ୍କ ପ୍ରତାକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଏଲ୍. ଭି. ପ୍ରସାଦ ଚକ୍ଷୁ ଚିକିତ୍ସା କେନ୍ଦ୍ରର ୧୦ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଆମ୍ବପୁଆ ମୌଜାରେ ପ୍ରତିଷ୍ଠିତ ହୋଇଥିବା ଏଲ୍. ଭି.ପ୍ରସାଦ ଚକ୍ଷୁ ଚିକିତ୍ସା କେନ୍ଦ୍ରର ୧୦ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ଶନିବାର ପାଳିତ ହୋଇଯାଇଛି । ଏହି ଅବସରରେ ଏମ୍.କେ.ସି.ଜି. ହସ୍ପିଟାଲ ଏବଂ
Read More...