ବିଦ୍ୟୁତ ସଂଯୋଗ ଠପ୍ : ଚିନ୍ତାରେ ଚାଷୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଅଞ୍ଚଳରେ ଉଠା ଜଳସେଚନ ବିଭାଗ, ବରଗଡ଼ ପକ୍ଷରୁ ଚାଷୀ ମାନଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ବିଦ୍ୟୁତ୍ ଲାଇନ ଟଣା କାମ ବିଗତ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିଲା । ଦୀର୍ଘ ମାସ!-->…
Read More...
Read More...