୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ ଯୋଗ ଦେଲେ ଭାରତର ରାଷ୍ଟ୍ରପତି

ଭୋଟଦାନ କେବଳ ଏକ ରାଜନୈତିକ ଅଭିବ୍ୟକ୍ତି ନୁହେଁ, ଏହା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ପ୍ରତି ନାଗରିକଙ୍କ ଆସ୍ଥାର ପ୍ରତୀକ : ରାଷ୍ଟ୍ରପତି ଦ୍ରୌପଦୀମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୫ଜାନୁଆରୀ, ୨୦୨୬ରେ ଆୟୋଜିତ ୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ
Read More...

ଗଣତନ୍ତ୍ର ଦିବସ – 2026 ଅବସରରେ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ଏବଂ ସଂସ୍କାର…

ଓଡ଼ିଶାର 4 ଜଣଙ୍କୁ ସାହସିକତା, 2 ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ 11 ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିଲା ନୂଆଦିଲ୍ଲୀ, (ପିଆଇବି) : 2026 ଗଣତନ୍ତ୍ର ଦିବସ ଅବସରରେ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା (ଏଚଜି ଏବଂ ସିଡି) ଏବଂ ସଂଶୋଧନ
Read More...

ଜାତୀୟ ଭୋଟର ଦିବସ ସହିତ ସାଇକେଲରେ ଫିଟ୍ ଇଣ୍ଡିଆ ରବିବାର ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : ଜାତୀୟ ଭୋଟର ଦିବସ ପାଳନ ଅବସରରେ ଏବଂ ଏହି ଦିବସ ପାଳନକୁ ସ୍ମରଣୀୟ କରିବା ପାଇଁ କ୍ରୀଡା ପ୍ରାଧିକରଣ, କ୍ରୀଡା ତାଲିମ କେନ୍ଦ୍ର, କଟକ ଏବଂ ଜାତୀୟ ଉତ୍କର୍ଷ କେନ୍ଦ୍ର, ଜଗତପୁର ଦ୍ୱାରା ୨୫.୦୧.୨୦୨୬ରେ ଯୁବ ଭୋଟର ଏବଂ ସଶସ୍ତ୍ର ବାହିନୀ ସହିତ ଫିଟ୍ ଇଣ୍ଡିଆ ରବିବାର
Read More...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ୨୦୨୬ର ଏହା ପ୍ରଥମ ‘ମନ୍ କି ବାତ୍’ । ଆସନ୍ତା କାଲି ଜାନୁଆରୀ ୨୬ ଦିନ ଆମେ ସମସ୍ତେ ସାଧାରଣତନ୍ତ୍ର ଦିବସ ପର୍ବ ପାଳନ କରିବା । ଏହି ଦିନ ଆମ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଜାନୁଆରୀ ୨୬ ତାରିଖର ଏହି ଦିନଟି ଆମକୁ ସମ୍ବିଧାନ ନିର୍ମାତାମାନଙ୍କୁ
Read More...

ସଂଗୀତ ଶିଳ୍ପୀ ସମାଜର ୩୩ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ସଂଗୀତ ଶିଳ୍ପା ସମାଜର ୩୩ତମ ବାର୍ଷିକୋତ୍ସବ ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ,
Read More...

ହାପି ମୋମେଣ୍ଟସ ଇଣ୍ଡିଆର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଉଦିତ ନଗର ସ୍ଥିତ ସୁବାସ ଚନ୍ଦ୍ର ବୋଷ ପାର୍କ ଠାରେ ରାଉରକେଲା ସିଟି ରାଉଣ୍ଡ ଟେବୁଲ୍ ଓ ରାଉରକେଲା ସିଟି ଲେଡିଜ୍ ସର୍କଲର
Read More...

ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ କଳିଙ୍ଗ ବିହାର ଠାରେ ଥିବା ଉମାଶଙ୍କର ପୀଠ ଠାରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୧ ତାରିଖ ଦିନ କଳସ ଯାତ୍ରା, ୨୨ ତାରିଖ ଦିନ ଗୁରୁପୂଜା, ସୂର୍ଯ୍ୟପୂଜା, ଅଗ୍ନି
Read More...

ଉତ୍କଳ ସମ୍ମିଳନୀ ପକ୍ଷରୁ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ପରାକ୍ରମ ଦିବସ ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ବାସନ୍ତୀ କଲୋନୀସ୍ଥ ମୀରାଶିଷ ଭବନଠାରେ ପାଳିତ ହୋଇଯାଇଛି । ସମ୍ମିଳନୀର ସଭାପତି ସୁଦାମ ଚନ୍ଦ୍ର ଦାଶ ସଭାପତିତ୍ୱ କରି
Read More...

ପ୍ରଥମ ରାଜ୍ୟ ସ୍ପ୍ରିଣ୍ଟ ସ୍କେଟିଂ ଚମ୍ପିୟାନସିପ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଥମ ରାଜ୍ୟ ସ୍ପ୍ରିଣ୍ଟ ସ୍କେଟିଂ ଚମ୍ପିୟାନସିପ ଛେଣ୍ଡ ସ୍ଥିତ ବିଶ୍ରା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସହସମ୍ପାଦକ ତଥା ରାଜ୍ୟ ମୁଖ୍ୟ ପ୍ରଶିକ୍ଷକ ନିମିଶ କୁମାର ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି
Read More...

ଦ୍ୱିଦିବସୀୟ ଜାତୀୟ ହୋମିଓପାଥିକ ବିଜ୍ଞାନ ସମ୍ବନ୍ଧୀୟ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ୍ୱିଦିବସୀୟ ଜାତୀୟ ହୋମିଓପାଥିକ ବିଜ୍ଞାନ ସମ୍ବନ୍ଧୀୟ ସମ୍ମିଳନୀ ସ୍ଥାନୀୟ ପାନ୍ଥନିବାସ ଠାରେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ଓଡ଼ିଶା ହୋମିଓପାଥିକ ଫିଜିକସିଆନ ଆସୋସିଏସନ୍ ରାଉରକେଲା ତରଫରୁ ଆୟୋଜିତ ହୋଇଥିଲା । ସମ୍ମିଳନୀର ଅଧ୍ୟକ୍ଷ ଡା. ବିପ୍ରଚରଣ
Read More...