oom

ବ୍ଲକସ୍ତରୀୟ ବିଶ୍ୱ ହିନ୍ଦୁ ପରିଷଦ ଗଠନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ ଥିବା ମହିମା ଆଶ୍ରମ ଠାରେ ବ୍ଲକସ୍ତରୀୟ ବିଶ୍ୱ ହିନ୍ଦୁ ପରିଷଦ ଓ ଶ୍ରୀରାମ ଜନ୍ମଭୂମି ନିଧି ସଂଗ୍ରହ ସମିତି ପ୍ରାନ୍ତ ଧର୍ମାଚାର୍ୟ୍ୟ ସମ୍ପର୍କ ପ୍ରମୁଖ ଶ୍ରୀ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସ୍ୱଂୟ ସେବକ ସଂଘର ଜିଲ୍ଲା ବୌଦ୍ଧିକ ପ୍ରମୁଖ କ୍ଷୀରସିନ୍ଧୁ ବାଗ ମାର୍ଗଦର୍ଶନ ଦେଇଥିଲେ । ବଙ୍ଗୋମୁଣ୍ଡା ପ୍ରଖଣ୍ଡ ସମିତି ର ସର୍ବଶ୍ରୀ ସଭାପତି ଡଃ ନାରାୟଣ ମିଶ୍ର, ଉପସଭାପତି ଭାବେ ବିଜୟ କୁମାର ଅଗ୍ରୱାଲ, ସମ୍ପାଦକ ଭାବେ ନରସିଂହ ଥନାପତି, ସହ ସମ୍ପାଦକ ବେଦାନ୍ତ ସାହୁ, ଦୁର୍ଗା ବାହିନୀ ସଂଯୋଜିକା କୁମାରୀ ଚିନ୍ମୟୀ ଦାଶ, ବଜରଙ୍ଗ ଦଳ ସଂଯୋଜକ ସତ୍ୟାନନ୍ଦ ବଚ୍ଛା । ଠିକ ସେହିଭଲି ଶ୍ରୀରାମ ଜନ୍ମ ଭୂମି ନିଧି ସଂଗ୍ରହ ସମିତିର ନିଧି ପ୍ରମୁଖ ଓ ନାରାୟଣ ମିଶ୍ର, ଅଭିଯାନ ପ୍ରମୁଖ ନରସିଂହ ଥନାପତି, ନିଧି ପ୍ରମୁଖ ବିଜୟ କୁମାର ଅଗ୍ରୱାଲ, ସହନିଧି ପ୍ରମୁଖ ବେଦାନ୍ତ ସାହୁ, କାର୍ୟ୍ୟାଳୟ ପ୍ରମୁଖ ସିଦ୍ଧାର୍ଥ କୁମାର ମିଶ୍ର, ସଦସ୍ୟ ଥବିର ଚନ୍ଦ୍ର ବାଗ, ବିଦ୍ୟାଧି ମେହେର, ସଦସ୍ୟା ପିଙ୍କି ସରାଫ, ଚିନ୍ମୟୀ ଦାଶ, ଦଶମନ୍ତି ଯାଦବ, ରାମଚନ୍ଦ୍ର ରଣା, ଶଶିକପୁର ମହାନନ୍ଦ, ବୈଦ୍ୟନାଥ ରଣା, ସଦାନନ୍ଦ ମାଝୀ, ପ୍ରେମାଚନ୍ଦ ହଂସ, ରାମକୃଷ୍ଣ ରଣା, ଆଶାଲତା ଦାଶ, ବାଲାନନ୍ଦ ହଂସ ପ୍ରମୁଖ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଉକ୍ତ ବ୍ଲକସ୍ତରୀୟ ସଭାରେ ବହୁ ସଂଖ୍ୟାରେ ସଦସ୍ୟ ସଦସ୍ୟା ଯୋଗ ଦାନ କରିଥିଲେ । ପରିଶେଷ ରେ ଡଃ ନାରାୟଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.