csstore

ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସଂଯୁକ୍ତା ଦାଶଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂପୁର: ବରିଷ୍ଠ କିରାଣୀ ସଂଯୁକ୍ତା ଦାଶଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଜଗତସିଂପୁର ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ହେଉଛନ୍ତି ସଂଯୁକ୍ତା ଦାଶ । ତାଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ତାଙ୍କର ଜଗତସିଂପୁର ଜିଲ୍ଲାର ସବ୍‌ କଲେକ୍ଟରଙ୍କ କାର୍ଯ୍ୟାଳୟର ଅଫିସ୍‌ ରୁମ୍‌ ଏବଂ ତାରିକୁଣ୍ଡ ସାତପୁରରେ ଥିବା ଘର, କଟକ ମହାନଦୀ ବିହାରରେ ଥିବା ଘର, ପାଣିସାଳିଆରେ ଥିବା ଘର ମିଶି ୪ଟି ସ୍ଥାନରେ ଚଢାଉ କରିଛି ଭିଜଲାନ୍ସ ବିଭାଗର ୨ଟି ଟିମ୍‌ ।

jayashree
Leave A Reply

Your email address will not be published.