Monthly Archives

February 2026

ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼ : ବରପାଲି ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗଡ଼ ଜିଲ୍ଲା ଠାରେ ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ ଅଧ୍ୟକ୍ଷତା କରି ପୁସ୍ତକ ହିଁ ପ୍ରକୃତ ବନ୍ଧୁ ବୋଲି ମତବ୍ୟକ୍ତ କରିଥିଲେ ।
Read More...

ଉତ୍କଳ କଳାକାର ଏକାଡେମୀର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ କଳାକାର ଏକାଡେମୀ ସୁନ୍ଦରଗଡ ତରଫରୁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ସେକ୍ଟର ୮ ସ୍ଥିତ ଜୁବୁଲି ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ସଭାପତି ଦିପ୍ତି ସୁନ୍ଦରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ
Read More...

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

ଏଆଇ ଇମ୍ପାକ୍ଟ ସମିଟ୍ ଏକ ମାନବ-କୈନ୍ଦ୍ରୀକ, ସଂବେଦନଶୀଳ ବିଶ୍ବ ଇକୋସିଷ୍ଟମକୁ ଆକାର ଦେବ : ପ୍ରଧାନମନ୍ତ୍ରୀବିଶ୍ବ ଦକ୍ଷିଣର ପ୍ରାଥମିକତାଗୁଡ଼ିକ ଶାସନର କେନ୍ଦ୍ରରେ ରହିବା ସହ ଏଆଇ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ୍: ପ୍ରଧାନମନ୍ତ୍ରୀଏଆଇରେ ନୈତିକତା ଅସୀମିତ ହେବା ଉଚିତ୍, ଉଦ୍ଦେଶ୍ୟ
Read More...

ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

କୃତ୍ରିମ ବୁଦ୍ଧିମତା ମାନବ ଇତିହାସରେ ଏକ ପରିବର୍ତ୍ତନକାରୀ ଅଧ୍ୟାୟ: ପ୍ରଧାନମନ୍ତ୍ରୀଏଆଇକୁ ଗଣତାନ୍ତ୍ରିକ କରିବାକୁ ହେବ; ଏହା ଅନ୍ତର୍ଭୁକ୍ତିକରଣ ଓ ସଶକ୍ତିକରଣ ପାଇଁ ଏକ ଉପକରଣ ହେବା ଉଚିତ, ବିଶେଷକରି ଗ୍ଲୋବାଲ୍ ସାଉଥ୍ ପାଇଁ: ପ୍ରଧାନମନ୍ତ୍ରୀନୀତିଗତ ପ୍ରଣାଳୀ, ଉତ୍ତରଦାୟୀ ଶାସନ,
Read More...

ରାଞ୍ଚି ଆକାଶବାଣୀ କେନ୍ଦ୍ରରେ ‘ବିକଶିତ ଭାରତ ୨୦୪୭’ ଉପରେ ଆଲୋଚନା

ଏଫ ଏମ୍ ପ୍ରସାରଣର ସମ୍ପୂର୍ଣ୍ଣ ଉପଯୋଗ ପାଇଁ ଏଡିଜିଙ୍କ ପରାମର୍ଶ ରାଞ୍ଚି, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ପତ୍ର ସୂଚନା କାର୍ଯ୍ୟାଳୟ ରାଞ୍ଚି/ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ରାଞ୍ଚିକୁ ତାଙ୍କର ତିନି ଦିନିଆ ଗସ୍ତରେ ଯାଇ ଆଜି
Read More...

ସାମାନ୍ୟ ବଚସାରୁ ଗୋଡେଇ ଗୋଡେଇ ଟାଙ୍ଗିଆରେ ହାଣି ହତ୍ୟା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ଅନ୍ତର୍ଗତ ଗାଟିଙ୍ଗିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାରୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର
Read More...

ମଦ ପିଇ ଡ଼୍ୟୁଟି କରୁଛନ୍ତି କର୍ମଚାରୀ

ପାଟଣାଗଡ଼, (କେପିଏନ୍‌ଏସ୍‌) : ମଦ ପିଇ ଡ଼୍ୟୁଟି କରୁଛନ୍ତି କର୍ମଚାରୀ । ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆଜି ଜନସାଧାରଣକୁ ଆଶ୍ଚର୍ଯ୍ୟ କରିଛି । ଅଭିଯୋଗ ଅନୁସାରେ ପାଟଣାଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ମଦନିଶାରେ ଚୁର ହୋଇ ମେଡ଼ିସିନ କାଉଣ୍ଟରରେ ବସିଛନ୍ତି ଫାର୍ମାସିଷ୍ଟ । ଅଭିଯୋଗ
Read More...

ଗଂଜେଇ ଚାଲାଣ ବେଳେ ମାଡି ବସିଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରେ ଏବେ ଚାଲିଛି ମହାଶିବରାତ୍ରି ମେଳା । ତେବେ ଏହାର ସୁଯୋଗ ନେଇ ନୂଆ ଷ୍ଟାଇଲରେ ଗଞ୍ଜେଇ ଚାଲାଣ ହେଉଥିଲା । ପୋଲିସ ଆଖିରେ ଧୂଳି ଦେବା ସହ ସମସ୍ତଙ୍କୁ ମାତ ଦେଇ ଚାଲାଣ ହେଉଥିଲା ଗଞ୍ଜେଇ । ବୌଦ୍ଧ ଜିଲ୍ଲା କଣ୍ଟାମାଲ ଅଞ୍ଚଳର ଚାରି ଜଣ
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ନିଜ ଘରକୁ ଫେରିଲେ ଜାମ୍ମୁ କାଶ୍ମୀରରେ ବନ୍ଧକ ଥିବା ପୁରୁଷୋତ୍ତମ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ଲାଠିକଟା ବ୍ଲକର ସୁଉଡ଼ିହି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୋନାପର୍ବତ ଗ୍ରାମରେ ରହୁଥିବା ବୃଦ୍ଧା ମହିଳା ଉଲ୍ଲାସି ଗୌଡ଼ଙ୍କ ନାତି ପୁରୁଷୋତ୍ତମ ଗୌଡ଼ ଗତ ୨୦୦୮ ମସିହାରେ ୮ମ ଶ୍ରେଣୀରେ ପାଠ ପଢ଼ୁଥିବା
Read More...

ପୁଅ ଝିଅର ବିବାହ ମାନସିକ ପୂରଣ ହେବାରୁ ଦାଦିଜୀ ମନ୍ଦିର ସତୀଧାମ ଟିଟିଲାଗଡ଼କୁ ଆସି ଦର୍ଶନ କଲେ ମୁମ୍ବାଇ ଓ ରାୟଗଡର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଗତ ବର୍ଷ ୨୦୨୦ ମସିହାରେ ମୁମ୍ବାଇର ଏକ ଦମ୍ପତି ଓ ରାୟଗଡ଼ର ଦମ୍ପତି ନିଜର ପୁଅ ଓ ଝିଅର ବିବାହ ଭଲ ପରିବାରରେ ବିବାହ ହେଲେ ଟିଟିଲାଗଡ଼ର ଦାଦିଜୀ ରାଣୀ ସତୀ ମନ୍ଦିରକୁ ଆସି ମା'ଙ୍କୁ ମୁଣ୍ଡିଆ ମାରି ପୁଅ ବୋହୁ/ ଝିଅ ଜ୍ୱଇଁକୁ ଧରି ଦର୍ଶନ କରିବୁ ବୋଲି
Read More...