ପୂର୍ବତନ ବନପାଳ ବସନ୍ତ ଲୋହାରଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଧାପାଳି ଗ୍ରାମର ଅବସର ପ୍ରାପ୍ତ ବନପାଳ ବସନ୍ତ ଲୋହାରଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ରାତି ୯ଟା ସମୟରେ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ତାଙ୍କର ବଡ଼ପୁଅ ଭେଉଁରିଆ ପଞ୍ଚାୟତ ସରପଞ୍ଚ ଚୈତନ୍ୟ ଲୋହାର ଓ!-->…
Read More...
Read More...