Daily Archives

ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ ଆୟୋଜିତ ହେବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୫ ଦିନିଆ ତୃତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହାତ୍ସବ-୨୦୨୬ ଚଳିତ ଫେବୃୟାରୀ ୧୧ ତାରିଖ ଠାରୁ ୧୫ ତାରିଖରୁ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଆୟୋଜିତ ହେବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ଚୂଡାନ୍ତ ହୋଇଛି ।
Read More...

୧୨୬ ବର୍ଷ ତଳର ଛତ୍ରପୁର ରେଳଷ୍ଟେସନ୍ ଆଜି ଚିର ଅବହେଳିତ

ଛତ୍ରପୁର ରେଳ ୟୁଜର୍ସ ୱାଲଫର୍ ଆସୋସିଏସନ୍ ପକ୍ଷରୁ ଆଗତ ବୈଠକରେ ମତପ୍ରକାଶ ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୧୨୬ ବର୍ଷ ତଳର ବହୁ ପୁରାତନ ଛତ୍ରପୁର ରେଳଷ୍ଟେସନ୍ ଆଜି ଚିର ଅବହେଳିତ ନେଇ ଛତ୍ରପୁରବାସୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଛତ୍ରପୁର ଗୌରୀ ଶଙ୍କର ମନ୍ଦିର
Read More...

ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ୯୦ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କର ୯୦ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଆଇ.ଓ.ବି. ଛତ୍ରପୁର ଶାଖା ଆନୁକୂଲ୍ୟରେ ବର୍ଣ୍ଣାଢ଼୍ୟ ସମାରୋହରେ ମଙ୍ଗଳବାର ପାଳିତ ହୋଇଯାଇଛି । ଆଇ.ଓ.ବି. ବ୍ୟାଙ୍କର ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ଆନୁଷ୍ଠାନିକ ସମାରୋହରେ
Read More...

ଡାକ୍ତର କେ. ଲକ୍ଷ୍ମୀବାଇଙ୍କ ଅମୂଲ୍ୟ ଜୀବନର ଏକ ନିଆରା ଇତିହାସ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ପତ୍ତି, ଖ୍ୟାତି ପ୍ରେରିତ ବ୍ୟକ୍ତିକେନ୍ଦ୍ରିକ ସମାଜରେ ଡ଼. କେ. ଲକ୍ଷ୍ମୀବାଇଙ୍କ ମହାନ ମାନବୀୟ ଜୀବନ କାହାଣୀ ଏକ ନିଆରା ଇତିହାସ ଅଟେ । ଯାହା ଓଡିଶାବାସୀଙ୍କ ମଧ୍ୟରେ ସୀମାବଦ୍ଧ ହେବା ଅନୁଚିତ । ଏହି କାହାଣୀ ଓଡ଼ିଶାର ସୀମା ଲଂଘି ତମାମ ଦେଶ
Read More...

ଓଏସ୍‌ଏପି ବିଦ୍ୟାଳୟରେ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ଓଏସ୍‌ଏପି, ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜୟନ୍ତୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଚୌଧୁରଙ୍କ ସଭାପତିତ୍ଵରେ, ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଂଯୋଜନାରେ
Read More...

କୋଟ୍ଟାୟମ ରବର ବୋର୍ଡ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

● ଭାରତର ରବର ମୂଲ୍ୟ ଶୃଙ୍ଖଳକୁ ମଜବୁତ କରୁଛି ରବର ବୋର୍ଡ: କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏମ. ବସନ୍ତଗେସନ● ପ୍ରମୁଖ ଅଣ-ପାରମ୍ପରିକ ରବର ଉତ୍ପାଦନକାରୀ ରାଜ୍ୟ ଭାବରେ ଉଭା ହେଉଛି ଓଡ଼ିଶା ଭୁବନେଶ୍ୱର, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ନେତୃତ୍ୱରେ
Read More...

ଓଡ଼ିଶାରେ ଖୋଲାଯାଇଛି ୮୦୩ଟି ଜନ ଔଷଧୀ କେନ୍ଦ୍ର

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଔଷଧ ବିତରଣକୁ ସୁଗମ କରିବାକୁ ଜନ ଔଷଧୀ ଯାନ ଚଳାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ମିଳିନାହିଁ । ତେବେ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ଓଡ଼ିଶାରେ ୮୦୩ଟି ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି, ଯାହା ମଧ୍ୟରୁ
Read More...

ଭାରତୀୟ ଚାଷୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିବ ଭାରତ-ଆମେରିକା ବାଣିଜ୍ୟ ରାଜିନାମା

ନୂଆଦିଲ୍ଲୀ, (ପିଆଇବି) : ଭାରତ-ଆମେରିକା ବାଣିଜ୍ୟ ରାଜିନାମା ଭାରତୀୟ ଚାଷୀ ଏବଂ କୃଷି କ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ଓ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି । ବର୍ତ୍ତମାନ ଆମେରିକା ସହିତ କୃଷି ବାଣିଜ୍ୟରେ ଭାରତ 1.3 ବିଲିୟନ ଡଲାର ବଳକା ହାର ବଜାୟ ରଖିଛି । 2024ରେ ଆମେରିକାକୁ ଭାରତର
Read More...