Daily Archives

ହାଇଦ୍ରାବାଦରେ ଦଣ୍ଡ ନୃତ୍ୟ ପରିବେଷଣ ସହ “ଓସାକା’ ର ପୁଷପୁନି ଭେଟଘାଟ ପାଳିତ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ "ଓସାକା" ତରଫରୁ ୮ ଫେବୃଆରୀ ଦିନ ବେଗମ୍ ପେଟ୍‌ସ୍ଥିତ ସେସ୍‌ଅଡିଟୋରିୟମରେ ପାରମ୍ପାରିକ ଶୈଳୀରେ ପୁଷ୍‌ପୁନି ଭେଟ୍‌ଘାଟ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ପଶ୍ଚିମ
Read More...

ମେଘାସନୀ ମହୋତ୍ସବ -୨୦୨୬ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମେଘାସନୀ ମହୋତ୍ସବ -୨୦୨୬ ପାଳନ ଅବସରରେ ବାରିପଦା ସ୍ଥିତ ଛଉ ପଡିଆ-କଲେଜ ପଡିଆ ପରିସର ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଓରମାସ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ
Read More...

ଫେବୃୟାରୀ ୧୨ ତାରିଖ ଭାରତ ବନ୍ଦକୁ ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫେବୃୟାରୀ ୧୨ ତାରିଖ ଭାରତ ବନ୍ଦ ପରିପ୍ରେକ୍ଷିରେ ବଲାଙ୍ଗିର ବନ୍ଦ କରିବାକୁ ଜିଲ୍ଲାର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ କୃଷକ ସଂଗଠନମାନେ ତେଲିଗୋଠପଡା ସ୍ଥିତ ଓଶ୍ରୁ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣ
Read More...

ଓଡିଶା ଚାରିଟେବଲ ଟ୍ରଷ୍ଟ ତରଫରୁ ଋତୁସ୍ରାବ ପରିମଳ ସ୍ୱଚ୍ଛତା ଉପରେ ସଚେତନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍ମୃତିର ଓଡିଶା ଚାରିଟେବଲ ଟ୍ରଷ୍ଟ ତରଫରୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧିନସ୍ଥ ମାଟିଖାଲ ଗ୍ରାମପଞ୍ଚାୟତର ମାଟିଖାଲ ଠାରେ ଋତୁସ୍ରାବ ସମୟରେ ପରିମଳ ଓ ସ୍ୱଚ୍ଛତା ବିଷୟରେ ଏକ ସଚେତନ ଶିବିର ରବିବାର
Read More...

ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୧୦୪ ଟି ଅଭିଯୋଗର ଶୁଣାଣୀ : ୧୫ ଟିର ତତକ୍ଷଣାତ୍ ସମାଧାନ

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ବାଣ୍ଟିଲେ ନୂତନ ପଟ୍ଟା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡା ନଗରିସ୍ଥ ବିରଞ୍ଚି ନାରାୟଣ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି ।
Read More...