Daily Archives

ପୂର୍ବତନ ସେନା କର୍ମଚାରୀ ସୂର୍ଯ୍ୟନାରାୟଣ ଶତପଥୀଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବତନ ସେନା କର୍ମଚାରୀ ସୂର୍ଯ୍ୟନାରାୟଣ ଶତପଥୀଙ୍କ ୮୦ ବର୍ଷ ବୟସରେ ଛତ୍ରପୁରସ୍ଥିତ ରାମକୃଷ୍ଣ ନଗରରେ ଥିବା ତାଙ୍କ ନିଜସ୍ଵ ବାସଭବନରେ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ସେ ୧୯୬୫ ମସିହାରେ ପ୍ରଥମେ ସେନାବାହିନୀରେ ଯୋଗଦେଇଥିଲେ ।
Read More...

ବାରିପଦାର ଇଏସ୍‌ଆଇ ଡିସପେନ୍ସରୀରେ ମେଗା ସ୍ୱାସ୍ଥ୍ୟ ଶିବିରର ସଫଳ ପରିଚାଳନା

ବାରିପଦା, (ଦେବସ୍ମିତ ଚୌଧୁରୀ) : ବୀମାପ୍ରାପ୍ତ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟରେ ୧ ଫେବୃଆରୀ ୨୦୨୬ ରେ ଇଏସ୍‌ଆଇ ଡିସପେନ୍ସରୀ, ବାରିପଦା ଦ୍ୱାରା ଏକ ମେଗା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ତିନିଦିନିଆ ପ୍ରାଦେଶିକ କ୍ରୀଡା ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୁଲ୍ୟରେ ଆୟୋଜିତ ପ୍ରାଦେଶିକ କ୍ରୀଡା ତଥା ଖେଳକୁଦ ସମାରୋହ ରବିବାର ଉଦଯାପିତ ହୋଇଯାଇଛି । ଛତ୍ରପୁର ଷ୍ଟାଡିୟମ୍ ପରିସରରେ ସଂଗଠିତ ହୋଇଆସିଥିବା ଏହି କାର୍ଯ୍ୟକ୍ରମକୁ
Read More...

ବାଲିଗୁଡାରୁ ପଶ୍ଚିମବଙ୍ଗ ପଇଡ଼ ବୋଝେଇ ଟ୍ରକ ଭିତରେ ଗଞ୍ଜେଇ ଚାଲାଣ : ଡ୍ରାଇଭର ଓ ଚାଲାଣକାରୀ ଚମ୍ପଟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ପୋଲିସ ଆଉଟ ପୋଷ୍ଟରେ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଏକ ପଇଡ଼ ବୋଝେଇ ଟ୍ରକ ସହ ଗଞ୍ଜେଇ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଓ ଚାଲାଣକାରୀ ବ୍ୟକ୍ତି ଚମ୍ପଟ ମାରିଥିବା
Read More...

ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଘର ଭାଙ୍ଗିଲେ : ପରିବାରକୁ ଗାଁରୁ ବାଛନ୍ଦ ସହ ମାରିବାକୁ ଧମକ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସଂଘବଦ୍ଧ ଭାବେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରି ରାତି ଅଧରେ ଗୋଟିଏ ପରିବାରକୁ ଘରୁ ତଢ଼ିବା ସହ ନିର୍ମାଣାଧିନ ଗୋଟିଏ ଘରକୁ ଭାଙ୍ଗିଲେ ଦୁର୍ବୃତ୍ତ । ବେସାହାରା ପରିବାର ଏବେ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ
Read More...

୪ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ଆୟୋଜନ ହେବ, ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯାଇଛି । ଚଳିତ ମାସ ଫେବୃଆରୀ ୪ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ
Read More...

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ପଞ୍ଜୀକରଣ ସଂଖ୍ୟା ୩୫,୦୦୦ ଟପିଲା

ଯୋଗ ଦେବେ ୧୦୦ରୁ ଅଧିକ ଦେଶ, ୫୦୦ରୁ ଅଧିକ ଷ୍ଟାର୍ଟଅପ୍ଶିଖର ସମ୍ମିଳନୀ ପାଇଁ ଗଣମାଧ୍ୟମ ପଞ୍ଜୀକରଣ ଖୋଲା ଅଛି, ୮ ଫେବ୍ରୁଆରୀ ଆବେଦନର ଶେଷ ତାରିଖ ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀରେ ୧୬ରୁ ୨୦ ଫେବ୍ରୁଆରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍
Read More...

କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ରେଳ ବିକାଶ ପାଇଁ ୧୦,୯୨୮ କୋଟିର ଐତିହାସିକ ଅନୁଦାନ : ‘ପୂର୍ବୋଦୟ ମିଶନ’ରେ…

• ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ• ‘ଡେଡିକେଟେଡ୍ ଇଷ୍ଟ-ୱେଷ୍ଟ ଫ୍ରେଟ୍ କରିଡର’ ଓଡ଼ିଶାର ଅର୍ଥନୀତି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ• ରାଜ୍ୟରେ ପ୍ରାୟ ୯୦,୬୫୯ କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟକାରୀ• 'ଅମୃତ ଷ୍ଟେସନ
Read More...

ପାରାଦୀପରେ ସିଆଇଏସଏଫ୍ ‘ବନ୍ଦେ ମାତରମ୍’ କୋଷ୍ଟାଲ୍ ସାଇକ୍ଲୋଥନ୍-୨୦୨୬କୁ ଉଚ୍ଛ୍ୱସିତ ସ୍ବାଗତ

ପାରାଦୀର, (ପିଆଇବି) : ଉପକୂଳ ସୁରକ୍ଷା, ପରିବେଶ ସଚେତନତା ଓ ଜାତୀୟ ଏକତା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ସିଆଇଏସଏଫ୍ ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ–୨୦୨୬କୁ ଫେବ୍ରୁଆରୀ ୧ ତାରିଖ ପାରାଦୀପଠାରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବନ୍ଦେ
Read More...

ରାଜ୍ୟକାର୍ଯ୍ୟାଳୟ ଭୁବନେଶ୍ଵର ଦ୍ବାରା ରାଜଧାନୀ ଭୁବନେଶ୍ବରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

• ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ ମନୋଜ କୁମାର ଭୁବନେଶ୍ୱରରେ ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କରିଥିଲେ ।• ଭୁବନେଶ୍ୱର ଗସ୍ତ ସମୟରେ, ସେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ ର ଏକ ଆଞ୍ଚଳିକ ସ୍ତରୀୟ ଖଦି ପ୍ରଦର୍ଶନୀ ମଧ୍ୟ ଉଦଘାଟନ କରିଥିଲେ ।• ଉଦଘାଟନୀ
Read More...