Monthly Archives

January 2026

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଶିଷ୍ଟାଚାର, ସମୟାନୁବର୍ତ୍ତିତା ଓ ଶୃଙ୍ଖଳାରେ ଜୋର ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ବାର୍ଷିକ ଉତ୍ସବ ଶିକ୍ଷା, ସଂସ୍କୃତି ଓ ଶୃଙ୍ଖଳାର ସୁନ୍ଦର ସମନ୍ୱୟ ଭାବେ ପାଳିତ ହୋଇଯାଇଛି । ଉତ୍ସବର ଅଧ୍ୟକ୍ଷତା କରି ବିଦ୍ୟାଳୟ
Read More...

ବିକ୍ଷୋଭକାରୀଙ୍କୁ ଛାଡି ଦେବାକୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ମଞ୍ଚ ଉପରୁ କେ.ଭି. ସିଂଦେଓଙ୍କ ନିର୍ଦ୍ଦେଶ

ଦଲାଲ ମାନଙ୍କୁ ନୋଟୋଙ୍କି କହିଥିବା ମଞ୍ଚ ଉପରୁ ସ୍ପଷ୍ଟୋକ୍ତି କଲେ କେ.ଭି ସିଂଦେଓ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଉପ ମୁଖ୍ୟମନ୍ତ୍ରୀଙ୍କ ସାଂସ୍କୃତିକ ତଥା ବିକାଶ ମୂଳକ ଅଭିଭାଷଣ ଶୁଣିବାରୁ ବଞ୍ଚିତ ହେଲେ ସୁବର୍ଣ୍ଣପୁର ଜନସାଧାରଣ ତଥା ବୁଦ୍ଧିଜୀବୀ । ମହିମା ସୁବର୍ଣ୍ଣପୁର
Read More...

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ଦ୍ଵାରା ଛାତ୍ରୀଙ୍କୁ ସାଇକେଲ ବଣ୍ଟନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏଡିବି ଶାଖା ଆନୁକୂଲ୍ୟରେ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦଶ ଜଣ ମେଧା ଓ ଆର୍ଥିକ ଅନଗ୍ରସର ଛାତ୍ରୀ ମାନଙ୍କୁ ସାଇକେଲ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାର ସାମାଜିକ
Read More...

ପଦ୍ମପୁର ବ୍ରାହ୍ମଣ ସମାଜ ପକ୍ଷରୁ ମକର ସଂକ୍ରାନ୍ତି ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ବ୍ରାହ୍ମଣ ସମାଜ ପଦ୍ମପୁର, ମକର ମିଳନ ପାଳନ କରିଥିଲା । ଏ ଅବସରରେ ନଗରିକର କର୍ତ୍ତବ୍ୟ ବିଷୟରେ ଆଲୋଚନା ହୋଇଥିଲା । ବ୍ରାହ୍ମଣ ସମାଜର ସମ୍ପାଦକ ସଦାନନ୍ଦ ପୁରୋହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଲାପରେ ଡକ୍ଟର
Read More...

ନେତାଜୀ ଜୟନ୍ତୀ ଉପଲକ୍ଷେ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ନେତାଜୀ ଜୟନ୍ତୀ ପାଳନ କମିଟି ବଲାଙ୍ଗିର ଉଦ୍ୟୋଗରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ଠାରେ ସ୍କୁଲ,
Read More...

ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଅଭାବ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳିଛି । ସରକାର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଥିବା ବେଳେ ଟିକାବାଲି ବ୍ଲକର
Read More...

ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଙ୍ଗୋମୁଣ୍ଡା ତରଫରୁ ବଙ୍ଗୋମୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟ, ପ୍ରଶ୍ନପାଳ ମହାବିଦ୍ୟାଳୟ ଭୁଲୁମୁଣ୍ଡା, ଓଡିଶା ଆଦର୍ଶ ବିଦ୍ୟାଳୟ ଭାଲୁମୁଣ୍ଡା, ଓ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ କପିଳାଭଟାରେ ରାଷ୍ଟ୍ରୀୟ ଯୁବ ଦିବସ ତଥା
Read More...

ବଲାଙ୍ଗିରରେ ପିଏମ୍ ଶ୍ରୀ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ପିଏମ୍ ଶ୍ରୀ ବାପୁଜୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ପିଏମ୍ ଶ୍ରୀ ଉତ୍ସବ ୧୦/୧/୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ରାମଗୋପାଳ ଖମାରୀ ଶର୍ମାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା
Read More...

ଫେବୃୟାରୀ ୩ ତାରିଖରୁ ଘୁ.ଉଦୟଗିରିରେ ଶୀତ ମହୋତ୍ସବ ତୁଷାର -୨୦୨୬

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ଅଞ୍ଚଳର ଲୁପ୍ତପ୍ରାୟ କଳା, ସଂସ୍କୃତି, ପରମ୍ପରାକୁ ବଜାୟ ରଖିବା ସହ ଏହାକୁ ଲୋକ ଲୋଚନକୁ ଆଣିବା ପାଇଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆସନ୍ତା ଫେବୃୟାରୀ ୩ ତାରିଖରୁ
Read More...

ଖପ୍ରାଖୋଲରେ ବିକାଶର ଝଙ୍କାର : ୯ ପ୍ରକଳ୍ପ ଉଦଘାଟନ, ୭ ପ୍ରକଳ୍ପର ଭିତ୍ତିପ୍ରସ୍ତର — ଟିକସ ନୀତିକୁ ନେଇ ପ୍ରଶ୍ନ ଉଠୁଛି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଖପ୍ରାଖୋଲ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଗସ୍ତ କରି ୯ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ୭ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି । ଏହି ପଦକ୍ଷେପକୁ ଅଞ୍ଚଳବାସୀ ଏକ ସ୍ୱାଗତଯୋଗ୍ୟ
Read More...