Monthly Archives

January 2026

ଇଥାନଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗତକାଲି ରାତିରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପାଣିମୁରା ଠାରେ ଥିବା ଇଥନାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଗତକାଲି ରାତ୍ରିରେ ଘଟିଥିବା ଅଗ୍ନିକାଣ୍ଡର ଭିଡିଓ ଆଜି ସକାଳୁ ସକାଳୁ ଭାଇରାଲ
Read More...

ଉଦଘାଟିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬

ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବକଳାହାଣ୍ଡିଆ ସ୍ୱାଭିମାନ ଯୁଗେ ଯୁଗେ ବଜାୟ ରହିବଲୋକ ଉତ୍ସବ ଆୟୋଜନ ପାଇଁ ପ୍ରେରଣା ଯୋଗାଇଛି ଭବାନୀପାଟଣା, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ
Read More...

ଆଟଗାଁରେ ଧରମସିଂ ମାଝୀ ମାନଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପୁଇଁତଲାକୁ ହରାଇ ଦୁହେଲ ସେମି ଫାଇନାଲରେ ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଆଟଗାଁ ଖେଳପଡିଆରେ ନ୍ୟୁଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ଧରମସିଂ ମାଝି ମାନ୍‌ଧାତା ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଆଟଗାଁ ସରପଞ୍ଚ ସାଳିନୀ ସେଠ
Read More...

ଫେରାର ଥିବା ଆନ୍ତରାଜ୍ୟ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ସଂଗ୍ରହ କରି ରାଜ୍ୟ ତଥା ରାଜ୍ୟ ବାହାରକୁ ବାରମ୍ବାର ଚାଲାଣ କରି ଜେଲକୁ ଯାଇ ପୁଣି ହାଇକୋର୍ଟରୁ ବେଲ ଆଣି ଖୁଲମ ଖୁଲା ଭାବେ ପୁଣି ଗଞ୍ଜେଇ ଚାଲାଣ କରି ଫେରାର ଥିବା ଜଣେ କୁଖ୍ୟାତ ଗଞ୍ଜେଇ ବେପାରୀକୁ ବାଲିଗୁଡା
Read More...

ଦାରିଙ୍ଗବାଡିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ : ଇକୋ ରିଟ୍ରିଟ ସହ ହିଲଭିୟୁ ପାର୍କ ବୁଲି ଦେଖିଲେ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରଥମ ଦାରିଙ୍ଗବାଡି ଗସ୍ତ ରେ ଆସି ସେ ପ୍ରଥମେ ଇକୋ ରିଟ୍ରିଟ ପରିସରରେ ପହଞ୍ଚିଥିଲେ । ସେଠାରେ ଇକୋ ରିଟ୍ରିଟ ବୁଲିବା ସହ ପର୍ଯ୍ୟଟକଙ୍କ ସହ ଆଲୋଚନା କରିଥିଲେ । ତେବେ ପର୍ଯ୍ୟଟନ କ୍ଷେତ୍ରକୁ ସଂଯୋଗ କରୁଥିବା
Read More...

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ହରଭଙ୍ଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

ବୌଦ୍ଧ, (କେପିଏନ୍‌ଏସ୍‌) : ରାଜ୍ୟର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟର ତଦାରଖ ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ କରିଛନ୍ତି ଅନୁ ଗର୍ଗ । ବୁଧବାର ଅପରାହ୍ନରେ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଗସ୍ତ କରି ସେଠାରେ ନିର୍ମାଣଧୀନ
Read More...

ପୋଙ୍ଗଲରେ ବାଣ ବିସ୍ପୋରଣ : ୪ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାଣ ବିସ୍ପୋରଣରେ ୪ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ତେଲୁଗୁ ସମ୍ପ୍ରଦାୟ ମାନଙ୍କ ପୋଙ୍ଗଲ ଥିବାରୁ ଏହିଭଳି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ୟେଦୁସାହିରେ ଘଟିଛି । ଆହାତମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ
Read More...

ତହଁକ୍ ତିହାର୍ ପାଇଁ ବାଜିଲା ବିଗୁଲ୍ : ତିନିଦିନ ଧରି ହେବ ବିଭିନ୍ନ କାର୍ଯ୍ୟକ୍ରମ

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ଆଜି ସ୍ଥାନୀୟ ତହଁକ୍ ଶାଲ୍ ଠାରେ ତହଁକ୍ କୁଟୁମ୍ ପକ୍ଷରୁ ତହଁକ୍ ତିହାର୍ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର କୋଶଲୀ ଭାଷା ସାହିତ୍ୟ ଏବଂ ଲୋକକଳା କ୍ଷେତ୍ରରେ ଅନବରତ କାମ କରୁଥିବା ବଲାଙ୍ଗିରର ତହଁକ୍ କୁଟୁମ୍ ଏଇ ବର୍ଷ
Read More...

ନିରବଚନ ଧନୁଯାତ୍ରା ପାଇଁ କଂସ ବରଣ

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନିରବଚନ ଗ୍ରାମରେ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ପାଇଁ କଂସ ବରଣ କାର୍ଯ୍ୟକ୍ରମ ସମାପନ ହୋଇଛି । କଂସ ଭୂମିକାରେ ଅଭିନୟ କରିବା ପାଇଁ ଠେଲକୋମୁଣ୍ଡା ଗ୍ରାମର ଯୁବ ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କୁ ଗ୍ରାମବାସୀ
Read More...

ଟିଟିଲାଗଡ଼ ସହରରେ ଆରମ୍ଭ ହେଲା ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ୯ ବର୍ଷର ବ୍ୟବଧାନ ପରେ ଟିଟିଲାଗଡ଼ ସହରରେ ଚଳିତ ବର୍ଷ ପୁଣି ଥରେ ଆରମ୍ଭ ହେଲା ଅଲ୍ ଓଡିଶା ବ୍ୟାଡମିଣ୍ଟନ ପ୍ରତିଯୋଗିତା । ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଦ୍ଵାରା ଆୟୋଜିତ ଏବଂ ଟିଟିଲାଗଡ଼ ବ୍ୟାଡ ମିଣ୍ଟନ ଆସୋସିଏସନର ସହଭାଗିତାରେ
Read More...