Monthly Archives

January 2026

୧୧ ଦିନ ବ୍ୟାପି ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ସମାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ନେହେରୁ ପଲ୍ଲୀ ମିଶ୍ର ଖଟାଲ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବଙ୍କ ଦ୍ୱାଦଶ ପୂର୍ତ୍ତି ଉପଲକ୍ଷେ ୧୧ ଦିନ ବ୍ୟାପି ବିଶ୍ଵଶାନ୍ତି ରୁଦ୍ରମହାଯଜ୍ଞ ସମ୍ପନ୍ନ ହୋଇଯାଇଛି । ଗତ ୪ ତାରିଖରୁ ଆରମ୍ଭ ହୋଇ ଏହା ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।
Read More...

ନିଖୋଜ ନାବାଳିକାକୁ ଉଦ୍ଧାର କଲା ପାଇକମାଲ ପୁଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ପୁଣି ଘଟିଛି ଏକ ଅଭାବନୀୟ ଘଟଣା । ପାଇକମାଲ ଥାନା ହୀରାପୁର ଗାଁର ଜଣେ ନିଖୋଜ ନାବାଳିକାର ଥାନାରେ ରିପୋର୍ଟ ଲେଖାଯିବା ଅଢେଇ ଘଣ୍ଟା ମଧ୍ୟରେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିବା ଜଣାପଡିଛି । ପ୍ରାପ୍ତ
Read More...

ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ ଆଞ୍ଚଳିକ ପରିବହନ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅରବିନ୍ଦ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ସଚେତନତା ସଂଯୋଜକ
Read More...

ନିଶାଙ୍କ ନାରେ ସଦର ପୋଲିସ ମାମଲା ରୁଜୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ନିଶାଙ୍କୁ ନେଇ ହଇଚଇ । ନିଶାଙ୍କ ନାରେ ସଦର ପୋଲିସ ମାମଲା ରୁଜୁ । ଖାଲି ଏତିକି ନୁହେଁ ଅପେରା ଡାକିଥିବା କମିଟିର ଦୁଇ ଜଣଙ୍କୁ ମଧ୍ୟ ଗିରଫ କରିଛି ବଲାଙ୍ଗିର ସଦର ପୋଲିସ । ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନ ଭାଟି ଗାଁ ରେ ଗତ ୧୨ ତାରିଖରେ
Read More...

ବିଦେଶୀ ଠିପି ବନ୍ଦ୍ ମଦ ଦୋକାନଗୁଡିକ ମୁଦ୍ରିତ ଦାମ୍ ଠାରୁ ଚଢା ଦରରେ ବିକ୍ରି କରୁଛନ୍ତି ବିଦେଶୀ ମଦ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜନଗହଳିପୂର୍ଣ୍ଣ ଓ ସଭ୍ୟ ସମାଜରେ ବାସ କରୁଥିବା ସ୍ଥାନରେ ରହିଛି ବିଦେଶୀ ମଦ ଦୋକାନ । ଏହି ବିଦେଶୀ ମଦ ଦୋକାନ (ଏଫ୍ଏଲ୍ ଅଫ୍ ସପ୍)ଗୁଡିକ ପୁଣି ଗ୍ରାହକଙ୍କ ଠାରୁ ନେଉଛନ୍ତି ମଦ ବୋତଲରେ ମୁଦ୍ରିତ ଦାମ୍ ଠାରୁ ଅଧିକ ଦାମ୍ । କେହି ଯଦି ପ୍ରତିବାଦ କରେ
Read More...

ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ଡାଃ. ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୋଶଳ କଳାମଣ୍ଡପ ଠାରେ ଆଗାମୀ ୨୫ ତାରିଖରେ ଜାତୀୟ ମତଦାତା ଦିବସ ପାଳନ ହେବାକୁ ଥିବାବେଳେ ଏହି ଉପଲକ୍ଷେ
Read More...

ପାତଳପଡ଼ା ଗ୍ରାମୀଣ କ୍ରିକେଟ କପ ଉଦଘାଟିତ

ଉଦଘାଟନି ମ୍ୟାଚରେ ଗୋହିରା ପଦରକୁ ହରାଇ ନଙ୍ଗଲାଜୁରୀ ଦଳ ବିଜୟୀ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ପାତଲପଡ଼ା ଗାଁରେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀଙ୍କୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରିଥିଲା । ଗାଁ
Read More...

ସୁବର୍ଣ୍ଣରେଖାର ୨୮ ତମ ବାର୍ଷିକ ଉତ୍ସବ ତଥା ଫକୀର ମୋହନ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ "ବ୍ୟାସଭବନ" ପରିସରରେ ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ୨୮ ତମ ବାର୍ଷିକ ଉତ୍ସବ, ଫକୀର ମୋହନ ସେନାପତିଙ୍କ ୧୮୪ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ
Read More...

ତେଲିପଦର ଗାଁରେ ଭାରତୀୟ ହ୍ୟୁମାନ ରାଇଟ କାଉନସିଲ ପକ୍ଷରୁ କମ୍ବଳ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତ ତେଲିପଦର ଗାଁରେ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ଭାରତୀୟ ହ୍ୟୁମାନ ରାଇଟ କାଉନସିଲ ପକ୍ଷରୁ କମ୍ବଳ ବଣ୍ଟନ କରାଯିବା ସହ ଓ ଜନ ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ସଭାପତି ମହମ୍ମଦ ମୁସ୍ତଫାଙ୍କ
Read More...

ଇସ୍ପାତ ସାହିତ୍ୟ ସଂସଦରେ ଫକୀର ମୋହନ ଜୟନ୍ତୀ

ଫକୀର ମୋହନଙ୍କ ସାହିତ୍ୟର ପଟ୍ଟାନ୍ତର ନାହିଁ ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଫକୀର ମୋହନଙ୍କ ୧୮୪ତମ ଜୟନ୍ତୀ ମହା ସମାରୋହରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ୱରେ
Read More...