ମିଠାପାଲି ପଞ୍ଚାୟତ ଯାଦବ ସମାଜ ବାର୍ଷିକ ଉତ୍ସବ ପାଳିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପିପଲଖୁଣ୍ଟା ଗ୍ରାମରେ ମିଠାପାଲି ପଞ୍ଚାୟତ ଯାଦବ ସମାଜର ବାର୍ଷିକ ଉତ୍ସବ ରବିବାର ଦିନ ପାଳିତ ହୋଇଯାଇଛି । ମିଠାପାଲି ପଞ୍ଚାୟତ ସଭାପତି ଟିକିଲାଲ ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ!-->…
Read More...
Read More...