ସଡକ ସୁରକ୍ଷା ମାସ ଉପଲକ୍ଷେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୂତନ ବସ ଟର୍ମିନାଲ ଠାରେ ସଡକ ସୁରକ୍ଷା ମାସ ଉପଲକ୍ଷେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆଂଚଳିକ ପରିବହନ ଓ ଘରୋଇ ବସ ମାଲିକ ସଂଘ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଆର୍ଟିଓ ପ୍ରୀୟବ୍ରତ ମହାନ୍ତି, ଏମ୍ଭିଆ ଗୌରହରି ହଂସଦା,!-->…
Read More...
Read More...