କଫ ସିରଫ ଜବତ କଲା ଟାଉନ ପୋଲିସ
ବରଗଡ, (ମୁନ୍ନା ସାହୁ) : କଟାପାଲିରେ ନିର୍ମାଣଧୀନ ଘର ଭିତରେ ରହିଥିଲା ବେଆଇନ କଫ ସିରଫ । ବରଗଡ଼ ଟାଉନ ପୋଲିସ ଖବର ପାଇ କଲା ଚଢ଼ାଉ । ୫୦୫୦ ବୋତଲ ଏସ୍କଫ ସିରଫ ଜବତ କରିବା ସହ ୮ ଜଣକୁ ଗିରଫ କଲା ଟାଉନ ପୋଲିସ । ଟାଉନ ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବରଗଡ଼ ଏସପି । ସୂଚନା!-->…
Read More...
Read More...