Monthly Archives

January 2026

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେବଳ ସ୍ୱାଧୀନତା ସଂଗ୍ରାମର ଜଣେ ମହାନାୟକ ନଥିଲେ ବରଂ ସ୍ୱାଧୀନ ଭାରତର ଜଣେ ଦୂରଦ୍ରଷ୍ଟା ମଧ୍ୟ ଥିଲେ; ସେ ଏପରି ଏକ ରାଷ୍ଟ୍ରର ପରିକଳ୍ପନା କରିଥିଲେ ଯାହା ଆକାରରେ ଆଧୁନିକ ହୋଇଥିବ କିନ୍ତୁ ଭାରତର ପ୍ରାଚୀନ ଚେତନା ସହ ଜଡ଼ିତ ଥିବ: ପ୍ରଧାନମନ୍ତ୍ରୀପରାକ୍ରମ
Read More...

କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ୍‌

● ନେତାଜୀଙ୍କ ଦୃଷ୍ଟିକୋଣ ଏବଂ ପରାକ୍ରମ ଭାବନା ଉପରେ ଆଲୋକପାତ କଲେ ଉପରାଷ୍ଟ୍ରପତି● ପରାକ୍ରମ ଦିବସ କେବଳ ନେତାଜୀଙ୍କ ବୀରତ୍ୱର ସ୍ମୃତିଚାରଣ କାର୍ଯ୍ୟକ୍ରମ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କୁ ସାହସିକ ଭାବରେ ଦେଶ ସେବା କରିବାକୁ ଏକ ଆହ୍ୱାନ: ଉପ-ରାଷ୍ଟ୍ରପତି● ‘‘ବିକଶିତ ଭାରତ ଦିଗରେ
Read More...

ମା’ ମାଉଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କୁଣ୍ଡାବୁଟଲା ଗାଁରେ ଚାଲିଥିବା ମା' ମାଉଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆୟୋଜିତ ଫାଇନାଲ ମ୍ୟାଚରେ ପରାସରା ଚାମ୍ପିଆନ ହୋଇଛି । ପରାସରା ବନାମ ଟିଟିଗାଁ ଥିବା ବେଳେ ପରାସରା
Read More...

ସରସ୍ୱତୀ ପୂଜାରେ ବିଜେଡି ନେତା ଅଭିନବ ପ୍ରୟାସ – ୧୫୦୦ ଗରିବ ପିଲାଙ୍କୁ ଦେଲେ କଲମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ସରସ୍ୱତୀ ପୂଜାରେ ସାମିଲ ହୋଇ ବିଜେଡି ନେତାଙ୍କ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଅଞ୍ଚଳର ୧୫୦୦ ରୁ ଅଧିକ ଗରିବ
Read More...

ପରଲୋକରେ ସାମ୍ବାଦିକ ରାମକୁମାର ଅଗ୍ରୱାଲ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ସାମ୍ବାଦିକ ରାମକୁମାର ଆଗ୍ରୱାଲଙ୍କ ୭୯ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥତା ଦେଇ ଗତି କରୁଥିଲେ । ଶୁକ୍ରବାର ଅପରାହ୍ନ ୪. ୩୦ ସମୟରେ ତାଙ୍କର ଦେହାନ୍ତ ଘଟିଥିଲା । ଶେଷ ସମୟରେ ପତ୍ନୀ ସନ୍ତୋଷ, ବହୁ ନୈନା, ନାତି ଓଁମ୍‌ଙ୍କ
Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଜବନ୍ଧଠାରେ ବିଦ୍ୟାରମ୍ଭ ସଂସ୍କାର କାର୍ଯ୍ୟକ୍ରମ ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ମାଘ ମାସ ଶୁକ୍ଳ ପଞ୍ଚମୀ ଦିନ ସରସ୍ଵତୀ ପୂଜାରେ ଶିଶୁ ଭାଇ ଭଉଣୀ, ଅଭିଭାବିକା ଓ
Read More...

ଆସନ୍ତା ୩ ଫେବୃଆରୀରେ ବାଲେଶ୍ୱର ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି

ଫକୀର ମୋହନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେବେ ବାଲେଶ୍ୱର : ମହାମହିମ ରାଷ୍ଟ୍ରପତିଙ୍କ ବାଲେଶ୍ୱର ଗସ୍ତ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫେବୃଆରୀ ୩ ତାରିଖରେ ମହାମହିମ ରାଷ୍ଟ୍ରପତି ମହୋଦୟ।ଙ୍କ ଫକୀର ମୋହନ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗଦାନ
Read More...

ନେତାଜୀ ଜୟନ୍ତୀ ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାଧୀନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜୟନ୍ତୀ ଉପଲକ୍ଷେ ଏଆଇଡ଼ିଏସଓ ବଲାଙ୍ଗିର ଜିଲ୍ଲା କମିଟି ଉଦ୍ୟୋଗରେ ନେତାଜୀ ଜୟନ୍ତୀ ସମାରୋହ ନେତାଜୀଙ୍କ ପ୍ରତିମୂର୍ତ୍ତି ପାଦ ଦେଶରେ ଅନୁଷ୍ଠିତ
Read More...

ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ସରସ୍ଵତୀ ପୂଜା ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶୁକ୍ରବାର ସରସ୍ଵତୀ ପୂଜା ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନିରୁଦ୍ଧ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନା କରିଥିଲେ ଓ ଶିଶୁମାନଙ୍କୁ
Read More...

ପାଇକମାଲରେ ଲଜ୍ଜା : ଅସଦାଚରଣ ସହ ନାବାଳିକାଙ୍କୁ ମାର୍‌ପିଟ୍‌ ଅଭିଯୋଗରେ ଜଣେ ଶିକ୍ଷକ ପକ୍‌ସୋ କୋର୍ଟରେ ହାଜର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲରେ ଏକ ଲଜ୍ଜା ଜନକ ଘଟଣା ଘଟିଛି । ଜନୈକ ପିଇଟି ଶିକ୍ଷକ ଜଣେ ନାବାଳିକାଙ୍କୁ ସ୍କୁଲ ବାରଣ୍ଡାରେ ଗଣ୍ଡା ଝିଅ ବୋଲି କହି ଅସଦାଚରଣ ସହ ମାର୍‌ପିଟ୍‌ କରିଥିବା ନେଇ ପୀଡିତାର ବଡଭାଇ କମଳ ତାଣ୍ଡି (୨୫) ପିତା -ମହିତ
Read More...