Monthly Archives

January 2026

ଲଣ୍ଡାପଥର ରାଜୁ ସ୍ମାରକୀ କ୍ରିକେଟ : ତୁଷ୍ଠାପାଲିକୁ ହରାଇ ଲଣ୍ଡାପଥର ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ଖେଳ ପଡ଼ିଆରେ ଗତ ୨୦ ତାରିଖରୁ ହୋଇ ଆସୁଥିବା ପ୍ରଥମ ରାଜୁ ଭୋଇ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଶନିବାର ଦିନ ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଲଣ୍ଡାପଥର ଓ ତୁଷ୍ଠାପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି
Read More...

ଜଙ୍ଗଲ ଘେରା ବିଲ ଭିତରେ ପଡିଥିବା ଅର୍ଦ୍ଧପଚା ଶବର ମିଳିଲା ପରିଚୟ

୭ଦିନ ଧରି ଥିଲେ ନିଖୋଜଆଜି ମିଳିଲା ଶବହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ମହାଲାଇ ପଞ୍ଚାୟତର ବୁଦେଲଗୁମା ଗାଁ ଜଙ୍ଗଲ ଭିତରେ ଥିବା ଏକ ମୁଗ ବିଲ ଉପରେ ଏକ ଦର ପୋଚା ଉଲଗ୍ନ ଶବକୁ ଆଜି ଠାବ କରିଥିଲା ଦେଓଗାଁ ପୁଲିସ । ତେବେ
Read More...

ଲକ୍ଷ୍ନୌରେ ‘ଉତ୍ତର ପ୍ରଦେଶ ରାଜ୍ୟ ପ୍ରତିଷ୍ଠା ଦିବସ’ ସମାରୋହକୁ ସମ୍ବୋଧିତ କରିଛନ୍ତି ଗୃହମନ୍ତ୍ରୀ

ସ୍ୱାଧୀନତାର ଶତବାର୍ଷିକୀ ସୁଦ୍ଧା ଉତ୍ତର ପ୍ରଦେଶ ହେବ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟ‘ବିକଶିତ ଭାରତ’ ଯାତ୍ରାରେ ଉତ୍ତର ପ୍ରଦେଶ ହେବ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ‘ଗୋଟିଏ ଜିଲ୍ଲା, ଗୋଟିଏ ଉତ୍ପାଦ’ ଯୋଜନା ଦେଶବ୍ୟାପୀ ରୋଜଗାର ସୃଷ୍ଟିର ନୂଆ ଆଧାର ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ଏବଂ
Read More...

ଉତ୍ତରପ୍ରଦେଶ ଦିବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପ୍ରତିଷ୍ଠା ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ
Read More...

ଭୁବନେଶ୍ୱରରେ ରୋଜଗାର ମେଳା : 349 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ

● ରୋଜଗାର ମେଳା ଯୁବପିଢ଼ିକୁ ଉପଯୁକ୍ତ ସୁଯୋଗ ପ୍ରଦାନ କରି ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛି : କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଅଷ୍ଟାଦଶ ରୋଜଗାର ମେଳାକୁ ଉଦଘାଟନ କରିବା ସହିତ ସାରା
Read More...

ସମ୍ବଲପୁରରୁ ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

• କନ୍ୟାରତ୍ନଙ୍କ ଆକାଶ ଛୁଇଁବାର ସ୍ୱପ୍ନ ପୂରଣ କରିବ - ଧର୍ମେନ୍ଦ୍ର ପ୍ରଧାନ• ‘ଜାତୀୟ ଶିଶୁ କନ୍ୟା ଦିବସ’ରେ ସମ୍ବଲପୁରର ସିଏସବି ଜିଲ୍ଲା ହାଇସ୍କୁଲ, ଗୌରଚନ୍ଦ୍ର ହାଇସ୍କୁଲ, ରେଢ଼ାଖୋଲ ଏବଂ ସରକାରୀ ହାଇସ୍କୁଲ କୁଚିଣ୍ଡାରେ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ ଉଦଘାଟିତ• ବିଜ୍ଞାନ ସହ
Read More...

ଆସନ୍ତାକାଲି ଜାତୀୟ ମତଦାତା ଦିବସ ଉପଲକ୍ଷେ ଆୟୋଜନ କରାଯିବ ସଚେତନତା ପଦଯାତ୍ରା ଏବଂ ସାଇକେଲ୍ ଶୋଭାଯାତ୍ରା

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନ ମାଇ ଭାରତ - ମେରା ୟୁବା ଭାରତ ପକ୍ଷରୁ ‘‘ମୋ ଭାରତ ମୋ ଭୋଟ’’ ବାର୍ତ୍ତାକୁ ନେଇ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ଏବଂ ଜିଲ୍ଲା ମୁଖ୍ୟାଳୟରେ ଆସନ୍ତାକାଲି ଜାତୀୟ ଭୋଟର ଦିବସ
Read More...

ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୮ତମ ରୋଜଗାର ମେଳାକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବିଗତ କିଛି ବର୍ଷହେଲା ରୋଜଗାର ମେଳା ଏକ ଅନୁଷ୍ଠାନରେ ପରିଣତ ବୋଇଛି, ଏହା ମାଧ୍ୟମରେ ଲକ୍ଷ ଲକ୍ଷ ଯୁବକଯୁବତୀ ବିଭିନ୍ନ ସରକାରୀ ବିଭାଗରୁ ନିଯୁକ୍ତି ପତ୍ର ପାଉଛନ୍ତି : ପ୍ରଧାନମନ୍ତ୍ରୀଆଜି ଭାରତ ବିଶ୍ବର ସବୁଠୁ ଯୁବା ଦେଶମାନଙ୍କ ମଧ୍ୟରେ ଅନ୍ୟତମ, ଆମ ସରକାର ନିୟମିତଭାବେ ଭାରତର ଯୁବପିଢି
Read More...

ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ : ବନ୍ଧଗୋରାକୁ ୬ ୱିକେଟ୍‌ରେ ପରାସ୍ତ କରି ବିରାମୁଣ୍ଡାର ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ଖେଳପଡିଆଠାରେ ଶିକେରପାଟ୍ ୟୁଥ୍ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ବଡ ଉତ୍ସାହ ଓ କ୍ରିକେଟ୍ ପ୍ରେମୀଙ୍କ ଭିଡ଼ ମଧ୍ୟରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ମୁରିବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦଯାପନୀ ସମାରୋହ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨)ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦଯାପନୀ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର
Read More...