Monthly Archives

January 2026

ଭାରତ ମୁକ୍ତି ମୋର୍ଚାର ସାଂଗଠନିକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଓବିସି ମଞ୍ଚ କାର୍ଯ୍ୟାଳୟ କନଫରେନ୍ସ୍ ହଲ୍ ଠାରେ ଭାରତ ମୁକ୍ତି ମୋର୍ଚାର ସାଂଗଠନିକ ବୈଠକ ରାମ ଦାସ ମାଝି ବାମସେଫ୍ ବଲାଙ୍ଗିର ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି କଟକ ଠାରେ ହେବାକୁ ଥିବା ୪୨ତମ ରାଷ୍ଟ୍ରୀୟ ଅଧିବେଶନକୁ
Read More...

ବିଶିଷ୍ଟ ଲୋକନାଟ୍ୟ କଳାକାର ତ୍ରିଲୋଚନ ପାଣ୍ଡେଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଶପୁର ପଂଚାୟତ ଅନ୍ତର୍ଗତ ମେଣ୍ଢିପାଲି ଗ୍ରାମର ବିଶିଷ୍ଟ ଲୋକନାଟ୍ୟ କଳାକାର ତ୍ରିଲୋଚନ ପାଣ୍ଡେଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହେଉଥିଲା । ଶ୍ରୀ ପାଣ୍ଡେ ମଙ୍ଗଳବାର ସକାଳେ ପ୍ରାତଃ
Read More...

ତୁରେକେଲାରେ ଜବର୍ ଦଖଲ ଜମି ଉଚ୍ଛେଦ : ତହସିଲଦାରଙ୍କ ଉପସ୍ଥିତିରେ ଚିହ୍ନଟ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ଅଞ୍ଚଳରେ ଜବର୍ ଦଖଲ ହୋଇଥିବା ସରକାରୀ ଜମିକୁ ଉଚ୍ଛେଦ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନିଆଯାଇଛି । ତହସିଲଦାରଙ୍କ ସ୍ୱୟଂ ଉପସ୍ଥିତିରେ ଆଜି ଅବୈଧ ଦଖଲ ହଟାଇବା ପାଇଁ ଚିହ୍ନଟ କାର୍ଯ୍ୟ କରାଯାଇଛି । ପ୍ରଶାସନୀୟ ଦଳ ଦ୍ୱାରା ଜମି
Read More...

ଓଡ଼ିଶା ବନ୍ଦ ଡାକରା କଳାହାଣ୍ଡିରେ ଆଂଶିକ ପ୍ରଭାବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଧାନମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । କଂଗ୍ରେସ ବନ୍ଦକୁ ସମର୍ଥନ ଜଣାଇଥିବା ବେଳେ ଅନ୍ୟାନ୍ୟ ସଂଗଠନମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି । ତିନୋଟି ପ୍ରସଙ୍ଗକୁ ନେଇ ବନ୍ଦ
Read More...

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କଣ୍ଟାବାଞ୍ଜି ଚାମ୍ପିଆନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆ ଠାରେ ଚାଲିଥିବା ସ୍ୱାମୀ ବିବେକାନନ୍ଦ ପାଠାଗାର, ବଙ୍ଗୋମୁଣ୍ଡା ଓ ୟୁନିକ ଷ୍ଟାର ସ୍ପୋର୍ଟସ କ୍ଳବ ପକ୍ଷରୁ ଦ୍ୱିତୀୟ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।
Read More...

“ଯେତେବେଳେ ଶିଳ୍ପ ବୃଦ୍ଧି ପାଏ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ଗ୍ରାମ ବୃଦ୍ଧି ପାଇବା ଆବଶ୍ୟକ” :…

ମୁଖ୍ୟମନ୍ତ୍ରୀ ହିଣ୍ଡାଲକୋରେ ଭାରତର ପ୍ରଥମ ଏଫ୍‌ଆରପି ୟୁନିଟ୍ ଉଦଘାଟନ କଲେରାଉରକେଲାରେ ୨୫ତମ ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬ ଆରମ୍ଭ ସମ୍ବଲପୁର / ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାରେ ଏକ ନୂତନ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଛି । ନୂତନ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ପ୍ରାୟ ୨୦
Read More...

୨୮ ଜାନୁଆରୀରେ କରିଅପ୍ପା ପରେଡ ଗ୍ରାଉଣ୍ଡରେ ଏନ୍ସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ରାଲିର ବିଷୟବସ୍ତୁ : ‘ରାଷ୍ଟ୍ର ପ୍ରଥମ - କର୍ତ୍ତବ୍ୟନିଷ୍ଠ ଯୁବପିଢ଼ି’ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୮ ଜାନୁଆରୀ ୨୦୨୬ ଅପରାହ୍ନ ପ୍ରାୟ ୩:୩୦ ସମୟରେ ଦିଲ୍ଲୀର କରିଅପ୍ପା ପରେଡ ଗ୍ରାଉଣ୍ଡରେ ବାର୍ଷିକ ଏନସିସି ପିଏମ୍ ରାଲିକୁ ସମ୍ବୋଧିତ କରିବେ ।ଚଳିତ ବର୍ଷ
Read More...

”ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ୍ – ୨୦୨୬ “ଆୟୋଜନ କରିବ ସିଆଇଏସଏଫ୍

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସି. ଆଇ. ଏସ୍. ଏଫ୍.) ଦ୍ୱିତୀୟ ସଂସ୍କରଣ ସି. ଆଇ. ଏସ୍. ଏଫ୍. ବନ୍ଦେ ମାତରମ୍ କୋଷ୍ଟାଲ୍ ସାଇକ୍ଲୋଥନ୍-୨୦୨୬ ର ଶୁଭାରମ୍ଭ କରିବାକୁ ପ୍ରସ୍ତୁତ, ଯାହା ଉପକୂଳ ସୁରକ୍ଷା ସଚେତନତା, ଜାତୀୟ ଏକତା ଏବଂ ଗୋଷ୍ଠୀ ଅଂଶଗ୍ରହଣକୁ
Read More...

ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଚୂଡାନ୍ତ : ବିଶ୍ୱ ବାଣିଜ୍ୟରେ ଭାରତର ଏକ ରଣନୈତିକ ସଫଳତା

୧୬ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷଙ୍କ ଐତିହାସିକ ଘୋଷଣାଭାରତ-ୟୁରୋପୀୟ ସଂଘ ଭାଗିଦାରୀ: ବିଶ୍ୱ ଜିଡିପିର ୨୫% ଆଧାରରେ ଏକ ଶକ୍ତିଶାଳୀ ଆର୍ଥିକ ଭାଗିଦାରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ
Read More...

ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ

ଭୁବନେଶ୍ୱର, (ପିଆଇବି) : ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ, କଳା ସମନ୍ୱୟ ଶିକ୍ଷା ମାଧ୍ୟମରେ ଅଭିଜ୍ଞତାଭିତ୍ତିକ ଶିକ୍ଷଣ ଓ ଆନନ୍ଦଦାୟୀ ଶ୍ରେଣୀଗୃହ ଗଠନର ଲକ୍ଷ୍ୟ ନେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବଭାରତୀୟ କଳାଏକୀକୃତ ଶିକ୍ଷା ପଦ୍ଧତି ‘ସମୃଦ୍ଧି’ (୨୦୨୫–୨୬) ଆଜି ଉଦଘାଟିତ
Read More...