Monthly Archives

January 2026

ଜାନୁଆରୀ ୨, ୨୦୨୬ – ବିଶ୍ୱ ଇନଟ୍ରଭେର୍ଟ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଜାନୁୟାରୀ ୨, ପୂର୍ବ ବର୍ଷର ବିଦାୟ ଓ ନୂତନ ବର୍ଷର ଆଗମନ ଉତ୍ସବର ପରଦିନ ବିଶ୍ଵର ବହୁ ଇନଟ୍ରଭେର୍ଟ ବ୍ୟକ୍ତିଙ୍କୁ ଭଲ ଭାବରେ ବୁଝିବା ପାଇଁ ଏକ ଅବସର ଭାବରେ "ବିଶ୍ଵ ଇନଟ୍ରଭେର୍ଟ ଦିବସ" ବା ବିଶ୍ଵ ଅନ୍ତର୍ମୁଖୀ ବ୍ୟକ୍ତି ଦିବସ" ପାଳନ କରାଯାଏ ।
Read More...

ଉତ୍କର୍ଷ ଆଇଟିଆଇ ତାଲିକାରେ ବଲାଙ୍ଗିର ଆଇଟିଆଇ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୪ ତାରିଖରେ ରାଜ୍ୟ କ୍ୟାବିନେଟ ଉତ୍କର୍ଷ ଆଇଟିଆଇ ଭାବରେ ରାଜ୍ୟର ୫ଟି ସରକାରୀ ଆଇଟିଆଇକୁ ସ୍ଥାନୀତ କରାଯାଇଛି । ଯେଉଁଥିରେ ବଲାଙ୍ଗିର ସରକାରୀ ଆଇଟିଆଇ ରହିଛି । ଏହି ଯୋଜନା ଅଧିନରେ ଆଇଟିଆଇ ଗୁଡ଼ିକରେ ଆଧୁନିକ ପରୀକ୍ଷାଗାର, ସ୍ମାର୍ଟ ଶ୍ରେଣୀଗୃହ ଏବଂ
Read More...

୫୯ନ ଜାତୀୟ ରାଜପଥରେ ଦୁର୍ବୃତ୍ତଙ୍କ ଆତଙ୍କରାଜ : ଟ୍ରକ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼ମାରି ଟଙ୍କା, ମୋବାଇଲ ଓ ଚଣା ଲୁଟ୍

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ନୂଆବର୍ଷ ପୂର୍ବ ରାତିରେ ରାୟପୁର-ଗୋପାଳପୁର ୫୯ ନମ୍ବର ଜାତୀୟ ରାଜପଥ ମୁରିବାହାଲ ଥାନା ଅଞ୍ଚଳରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଏହି ଜାତୀୟ ରାଜପଥ ଦେଇ ଯାଉଥିବା ଜଣେ ଟ୍ରକ ଡ୍ରାଇଭରଙ୍କୁ
Read More...

ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରାଙ୍ଗପୁରର ଇଗ୍ନୋ ରିଜିଓନାଲ୍ ସେଣ୍ଟର ଏବଂ ସ୍କିଲ୍ ସେଣ୍ଟର ଆଭାସୀ ଜରିଆରେ…

ରାଇରଙ୍ଗପୁର/ବାରିପଦା, (ଦେବସ୍ମିତ ଚୌଧୁରୀ) : ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ କୌଶଳ କେନ୍ଦ୍ରର ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏହି ଐତିହାସିକ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭାରେ କେନ୍ଦ୍ର
Read More...

ଶବ୍ଦ ନୃତ୍ୟ ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାଲେଭଟା ନିକଟସ୍ଥ ଐତିହାସିକ ଗାଁ କୁଟାସିଂହା ଠାରେ ଶବ୍ଦ ନୃତ୍ୟର ଆଦି ଗୁରୁ ଭଜମନ ଦାସ କଳା ପରିଷଦ ଉଦଘାଟିତ ହୋଇଯାଇଛି । ସ୍ୱାଗତ ଭାଷଣ ଦେଇଥିଲେ ଆନନ୍ଦ ଚନ୍ଦ୍ର ପଶାୟତ, ସୁରେଶ ଚନ୍ଦ୍ର ଦାସ ଦୀପ ପ୍ରଜ୍ୱଳନ ଏବଂ ମନ୍ତ୍ର ପାଠ କରିଥିଲେ,
Read More...

ଧର୍ମ ପରାୟଣ ଶତାୟୁ ମହିଳା ଜୟ କୁମାରୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ଗୌନ୍ତିଆ ପରିବାରର ଶତାୟୁ ଧର୍ମ ପରାୟଣ ମହିଳା ଜୟକୁମାରୀ ସାହୁ (୧୦୩)ଙ୍କ ଗୁରୁବାର ଅପରାହ୍ନରେ ପରଲୋକ ହୋଇଯାଇଛି । ଶ୍ରୀମତୀ ସାହୁ ଜଣେ ଧର୍ମ ପାରାୟଣା, ପରଉପକାରୀ ମହିଳା ଭାବରେ ପରିଚିତ ଥିଲେ । ଗତ ଜୁନ ମାସ ତାଙ୍କର
Read More...

ଜାତୀୟ ସ୍ତରରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଞ୍ଚିସ୍ଥିତ ତାନା ଭଗତ ଇନ୍‌ଡୋର ଷ୍ଟାଡିୟମ ଠାରେ ୨୩ତମ ସର୍ବ ଭାରତୀୟ ଫେଡେରେସନ କପ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାକୁ ଅଲ ଇଣ୍ଡିଆ ସେଇସିନ୍‌କାଇ ଶିଟୋର‍୍ୟୁ କରାଟେ ଡୁ ଫେଡେରେସନର ମୁଖ୍ୟ ହାଂସି ପ୍ରେମଜିତ ସେନଙ୍କ ତତ୍ୱାବଧାନରେ ଆୟୋଜିତ
Read More...

ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୫ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ପିଢି ମାର୍ଗଦର୍ଶକ କର୍ମତତ୍ପର, ସମାଜସେବା, ଦେଶପ୍ରେମ ଭାବ ମନରେ ଜାଗ୍ରତ କରାଇବାକୁ ଓ ପରଉପକାରରେ ବ୍ରତୀ କରାଇବା ହେଲେ ଏପରି ନିଃସ୍ୱାର୍ଥପର ସେବା କରିଥିବା ପ୍ରଭାକର ରଥଙ୍କ ପରି ସେବକମାନଙ୍କ ଜୟନ୍ତୀ ସମାରୋହ କରାଇବାକୁ ପଡିବ ବେଶଲି ମଂଚାସୀନ
Read More...

ଦେଶକୁ ନୂତନ ବର୍ଷର ଉପହାର ଦେଲା ଭାରତୀୟ ରେଳବାଇ

ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ନୂଆଦିଲ୍ଲୀ, (ପିଆଇବି) : ନୂଆବର୍ଷରେ ଦେଶବାସୀଙ୍କ ପାଇଁ ନୂଆ ଉପହାର ନେଇ ଆସିଛି ଭାରତୀୟ ରେଳବାଇ । ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଖୁବଶୀଘ୍ର ଆସାମର ଗୌହାଟୀ ଏବଂ ପଶ୍ଚିମବଙ୍ଗର ହାଓଡା ମଧ୍ୟରେ
Read More...

ସ୍କିଲ୍ ଦ ନେସନ୍ ଏଆଇ ଚ୍ୟାଲେଞ୍ଜର ଶୁଭାରମ୍ଭ କଲେ ରାଷ୍ଟ୍ରପତି

● ରାଇରଙ୍ଗପୁରଠାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ କଲେ ଉଦଘାଟନ● ଭାରତ ଭଳି ଏକ ଯୁବ ରାଷ୍ଟ୍ର ପାଇଁ ଏଆଇ କେବଳ ଏକ ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ସକାରାତ୍ମକ ପରିବର୍ତ୍ତନ ପାଇଁ ଏକ ପ୍ରକୃଷ୍ଟ ସୁଯୋଗ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ,
Read More...