Daily Archives

କୋଶଳାଞ୍ଚଳ ଚାଷୀ ସମସ୍ୟାର ଏକମାତ୍ର ସମାଧାନର ରାସ୍ତା କୋଶଳ ରାଜ୍ୟ ଗଠନ- ପ୍ରମୋଦ ମିଶ୍ର

ଚାଷୀ ଆନ୍ଦୋଳନକୁ କୋଶଳ ଆନ୍ଦୋଳନର ସମର୍ଥନ ଘୋଷଣା ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂପ୍ରତି ଧାନ ମଣ୍ଡି ସମସ୍ୟା ଓ ଧାନର ଅଭାବୀ ବିକ୍ରୀ ସମସ୍ୟାକୁ ନେଇ ସମଗ୍ର ରାଜ୍ୟରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ଏହି ସମସ୍ୟା କୋଶଳାଞ୍ଚଳରେ ବେଶୀ ଉତ୍କଟ ଆକାରରେ ଛାଲିଛି । ଟୋକନ
Read More...

୨୮ ତାରିଖ ମହାବନ୍ଦ ଡାକରା

ଜିଲ୍ଲା କୃଷକ ସଂଘର ସମ୍ପୂର୍ଣ୍ଣ ସମର୍ଥନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚାଷୀକୁଳ ସମସ୍ୟା ଭିତରେ ଘେରି ରହିଛି । ସରକାର ଚାଷୀକୁଳକୁ ସେ ସମସ୍ୟାରୁ ଉଦ୍ଧାର କରିବା ପରିବର୍ତ୍ତେ ଆହୁରି ସମସ୍ୟା ଭିତରକୁ ଠେଲି ଦେଉଛନ୍ତି । ଚାଷୀ ଏ ସବୁ ସମସ୍ୟାକୁ ନେଇ ଆନ୍ଦୋଳନ କଲେ ତା' ଉପରେ
Read More...

ସୁଦପଡ଼ା ଠାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ତାରିଖ ୨୪ ଜାନୁୟାରୀ ୨୦୨୬ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା, ରାଜେନ୍ଦ୍ର ଯୁବକ ସଂଘ ତରଫରୁ ଏକ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ସୁଦପଡ଼ା ଠାରେ ଅନୁଷ୍ଠିତ ହେଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ
Read More...

ସାମନ୍ତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ମହୋତ୍ସବ ପଡିଆରେ ଆୟୋଜିତ ପ୍ରଥମ ସାମନ୍ତ ମହୋତ୍ସବର ୨ୟ ସନ୍ଧ୍ୟା ବେଶ ଚିତାକର୍ଷକ ହୋଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କ ମନ ଜିଣି ପାରିଥିଲା । ସନ୍ଧ୍ୟାରେ ଆୟୋଜିତ ସଭାରେ ସାମନ୍ତ ମହୋତ୍ସବ
Read More...

ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ସୁଦାମ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସିଆରସିସି ସୁରେନ୍ଦ୍ର ରଥ
Read More...

ଆଉ ନାହାନ୍ତି ଆଲବମ ଜଗତର କିଙ୍ଗ ଅଭିଜିତ ମଜୁମଦାର

ଭୁବନେଶ୍ୱର : ଆଉ ନାହାନ୍ତି ସ୍ୱନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ, ଆଲବମ ଜଗତର କିଙ୍ଗ କୁହା ଯାଉଥିବା ଅଭିଜିତ ମଜୁମଦାର । ଗତ କିଛି ଦିନ ଧରି ତାଙ୍କର ସ୍ୱାସ୍ଥ୍ୟ ଭଲ ନଥିଲା । ଲିଭର ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ
Read More...

ଓଡ଼ିଆ ଭାଷା ଓ ସାହିତ୍ୟ ସମୃଦ୍ଧିରେ ସୋନପୁର ରାଜ ଦରବାରର ଭୂମିକା ଅତୁଳନୀୟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ଵରର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ରାଜ୍ୟ ସ୍ତରୀୟ ଓଡ଼ିଆ ଭାଷା ସମ୍ପାନ 'ଓଡ଼ିଆ ଭାଷା ଓ ସାହିତ୍ୟ ସମୃଦ୍ଧିରେ ସୋନପୁର ରାଜ ଦରବାରର ଭୂମିକା' ଶୀର୍ଷକରେ
Read More...

ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଲ ସଂଘ ନିର୍ବାଚନ

କୁମୁଦ ସଭାପତି ଓ ରଞ୍ଜିତ ସମ୍ପାଦକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଲ ସଂଘ ନିର୍ବାଚନ ଗତକାଲି ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହାର ଫଳଫଳ ଆଜି ପ୍ରକାଶ ପାଇଛି । ଏଥିରେ ସଭାପତି ପଦରେ ୧୭୦ ଖଣ୍ଡ ଭୋଟ କୁମୁଦ ମେହେର ଏବଂ
Read More...

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସେଲେଡିର ୧୬ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ପବିତ୍ର ଶ୍ରୀ ପଞ୍ଚମୀ ତଥା ବୀରସୁରେନ୍ଦ୍ର ସାଏ ଜୟନ୍ତୀ ଏବଂ ନେତାଜୀ ଜୟନ୍ତୀ ଅବସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସେଲେଡି ଝାରପଡା ମାତୃବିହାର ତାର ୧୬ ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ମ୍ୟାନେଜିଙ୍ଗ ଟ୍ରଷ୍ଟି ଶାଶ୍ୱତ
Read More...

ଶ୍ରୀ ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୂଙ୍କ ଭବ୍ୟ ମନ୍ଦିର ବିଜେ ଉତ୍ସବ ଆରମ୍ଭ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ୨୫ ତାରିଖ ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ବଡ଼ ଗୋପାଳଜୀ ମହାପ୍ରଭୂଙ୍କ ଭବ୍ୟ ମନ୍ଦିର ବିଜେ ତଥା ପୁନଃ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏ ନେଇ ବଡ଼ ଗୋପାଳଜୀ ମନ୍ଦିର ପରିଚାଳନା କମିଟି ଓ ସୋନପୁର ଉପ ଜିଲ୍ଲାପାଳଙ୍କ
Read More...