Daily Archives

ନୂଆପଡ଼ା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

ନୂଆପଡ଼ା, (କେପିଏନ୍‌ଏସ୍‌) : ସଡ଼କ ଦୁର୍ଘଟଣା ରୋକିବା ଓ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ବିଷୟରେ ଅବଗତ କରାଇବା ପାଇଁ ନୂଆପଡ଼ା ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । "ସଡ଼କ ସୁରକ୍ଷା - ଜୀବନ ରକ୍ଷା" ଏବଂ "ଦ୍ରୁତ ଗତି - ମହା ବିପତ୍ତି" ଭଳି ସ୍ଲୋଗାନ ଦେଇ
Read More...

ଟିଟିଲାଗଡ଼ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ମାରାଥନ ଦୌଡ ପ୍ରତିଯୋଗିତା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ଆଥଲେଟିକ ଆସୋସିଏସନ ତରଫରୁ ସଭାପତି ରାଧାକାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ମାରାଥନ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ ନିକଟସ୍ଥ ବାଞ୍ଝି ଝାଲ ଠାରୁ ଏହି ଦୌଡ
Read More...

ମାହେଶ୍ୱରୀ ସଂଗଠନର ବାର୍ଷିକ ସାଧାରଣ ବୈଠକ ୨୦୨୬

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ପକ୍ଷରୁ ବାର୍ଷିକ ସାଧାରଣ ସଭା ସଫଳତା ସହିତ ଆୟୋଜିତ ହୋଇଯାଇଛି । ଏହି ସଭାରେ ସାରା ଜିଲ୍ଲାରୁ ପ୍ରାୟ ୫୦୦ ଯୁବ ସଦସ୍ୟ ଭାଗ ନେଇ ଗତ ବର୍ଷର ସାମାଜିକ କାର୍ଯ୍ୟକଳାପ ଏବଂ ସଂଗଠନର ବାର୍ଷିକ ସାମାଜିକ ପ୍ରଭାବ
Read More...

ପଶ୍ଚିମ ଓଡ଼ିଶା ସୁଦ ସମାଜର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଆଞ୍ଚଳିକ ସୁଦ ସମାଜ ଆନୁକୂଲ୍ୟରେ ପଶ୍ଚିମ ଓଡ଼ିଶା ସୁଦ ସମାଜର ଏକ ଜରୁରୀ ବୈଠକ ସ୍ଥାନୀୟ ମା' ଖମ୍ବେଶ୍ୱରୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିଚାଳନା ପରିଷଦ, କ୍ରିୟାନୁଷ୍ଠାନ କମିଟି ଓ ସଂସ୍କାର କମିଟି ସଭ୍ୟମାନଙ୍କୁ
Read More...

ଚୈତ୍ର ପୂର୍ଣ୍ଣିମାରେ ବନଦୁର୍ଗା ମହୋତ୍ସବ ପାଇଁ ପ୍ରସ୍ତୁତି

ଆଭାସୀ ଜାରିଆରେ ଯୋଗ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ, ବଲାଙ୍ଗିର ସହରଠୁ ୨୨ କିମି ଦୂରରେ ଅବସ୍ଥିତ ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ଅବସ୍ଥିତ ମା' ବନଦୁର୍ଗା ମନ୍ଦିର । ଚଳିତ ବର୍ଷ ଆସନ୍ତା ଚୈତ୍ର ପୂର୍ଣ୍ଣିମା
Read More...

ଅନେକ ବର୍ଷର କ୍ଷତି ପରେ ସକରାତ୍ମକ ଲାଭ ହାସଲ କଲେ ବିଦ୍ୟୁତ ବିତରଣ କମ୍ପାନୀ

• ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି : ଶକ୍ତି ମନ୍ତ୍ରୀ• ବିତରଣ କ୍ଷେତ୍ରରେ ଅନେକ ପ୍ରୟାସ ବଳରେ ପ୍ରମୁଖ ପ୍ରଦର୍ଶନ ସଂକେତକରେ ସୁଧାର ଆସିଛି ନୂଆଦିଲ୍ଲୀ, (ପିଆଇବି) : ଦେଶର ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ (ଡିସକମ ଏବଂ ବିଦ୍ୟୁତ ବିଭାଗ) 2024-25 ଆର୍ଥିକ
Read More...

ଆରମ୍ଭ ହେଲା ୨୩ ତମ ବଲାଙ୍ଗିର ଲୋକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୩ ତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଆଜି ବଲାଙ୍ଗିର କୋଶଳ କଳା ମଣ୍ଡଳର ମୁଖ୍ୟ ମଂଚରେ ମଂଚ ପୂଜା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଗୌରବମୟ ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆଜି ଠାରୁ ଆସନ୍ତା ୨୩ ତାରିଖ
Read More...

ଟ୍ରାକ୍ ଆଧୁନିକୀକରଣ ଏବଂ ସୁରକ୍ଷା କ୍ଷେତ୍ରରେ ଭାରତୀୟ ରେଳବାଇର ବ୍ୟାପକ ପଦକ୍ଷେପ

• ନିରନ୍ତର ନିବେଶ ରେଳ ସୁରକ୍ଷାକୁ କରିଛି ସୁଦୃଢ଼; 2024-25ରେ 6,851 କିଲୋମିଟର ଟ୍ରାକ୍ ନବୀକରଣ ସମ୍ପୂର୍ଣ୍ଣ ଏବଂ 7,500 କିଲୋମିଟରରୁ ଅଧିକ କାମ ତ୍ୱରାନ୍ୱିତ ହୋଇଛି; ଆଗାମୀ ଦୁଇ ବର୍ଷ ମଧ୍ୟରେ 7,900 କିଲୋମିଟର ରେଳ ଟ୍ରାକ କାମ ଯୋଜନା କରାଯାଇଛି• ଉଚ୍ଚ-ଗତି-ସକ୍ଷମ ଟ୍ରାକ୍ ଲମ୍ବ
Read More...

ରାଷ୍ଟ୍ର ସେବକ ସେବାରେ କୁଶମେଲ ପଞ୍ଚାୟତର ୮ ବୀର ଯବାନ ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ ସରପଞ୍ଚ

ଲୋଇସିଂହା, (ଶ୍ୟାମ ସୁନ୍ଦର ମେହେର) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶମେଲ ପଞ୍ଚାୟତରୁ ରାଷ୍ଟ୍ର ସେବା ପାଇଁ ୮ ଜଣ ବୀର ଯବାନ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏନେଇ ଯବାନ ପରିବାର ସହ ଗାଁ ରେ ଉତ୍ସାହର ମାହୋଲ ରହିଛି । ତେବେ ସ୍ଥାନୀୟ ସରପଞ୍ଚ ସମସ୍ତ ବୀର ଯବାନଙ୍କୁ ଏକାଠି କରି ସମ୍ବର୍ଦ୍ଧିତ
Read More...

ଆସାମର ଗୌହାଟୀଠାରେ ଆୟୋଜିତ ବାଗୁରୁମ୍ବା ଡାହୌ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ବାଗୁରୁମ୍ବା ଡାହୌ ଆମର ମହାନ ବୋଡ଼ୋ ପରମ୍ପରାକୁ ସମ୍ମାନ ଜଣାଏ : ପ୍ରଧାନମନ୍ତ୍ରୀ୨୦୨୦ର ବୋଡ଼ୋ ଶାନ୍ତି ରାଜିନାମା ବର୍ଷ ବର୍ଷର ସଂଘର୍ଷର ଅବସାନ ଘଟାଇଥିଲା, ଭରସା ଫେରିଥିଲା ଓ ହଜାର ହଜାର ଯୁବକ ହିଂସା ପରିତ୍ୟାଗ କରି ମୁଖ୍ୟଧାରାରେ ଯୋଗ ଦେଇଥିଲେ : ପ୍ରଧାନମନ୍ତ୍ରୀପ୍ରତିଭାବାନ ବୋଡ଼ୋ
Read More...